Honestidade
A honestidade é virtude cristã fundamental. Deus é Deus de verdade e nos chama a viver com integridade, transparência e retidão em todos os nossos relacionamentos e negócios.
Integridade diante de Deus
O Senhor abomina a balança falsa, mas o peso justo é seu prazer. A integridade dos justos os guia pelos caminhos retos.
ନିମାନ୍ ନଇଁଲା କେଜିକେ ସବୁବେଲର୍ ମାପ୍ରୁର୍ ଗିନ୍ କର୍ସି । ମାତର୍ ଗୁଣ୍ଡୁ ତାର୍ ନିକଟା । ଦରମ୍ ଲକ୍ମନର୍ ବୁଦି ସେମନ୍କେ ବାଟ୍ ଦେକାଇସି, ମାତର୍ ବିସ୍ବାସେବିସ୍ ଦେଇ କୁଟ୍ କାତା କଉମନ୍କେ ବିନାସ୍ କର୍ସି ।
ଦରମ୍ ଲକ୍ମନର୍ ବୁଦି ସେମନ୍କେ ବାଟ୍ ଦେକାଇସି, ମାତର୍ ବିସ୍ବାସେବିସ୍ ଦେଇ କୁଟ୍ କାତା କଉମନ୍କେ ବିନାସ୍ କର୍ସି ।
ସେଟାର୍ପାଇଁ ତମେ ଦରମଟା, ନିମାନ୍ ବିଚାର୍ କର୍ବାଟା, ନିଆଇ କର୍ବାଟା ଆରି ମଙ୍ଗଲର୍ ସବୁ ବାଟ୍ ଜାନ୍ସା ।
ବଲି ସରପ୍ବା ବାଦୁଲେ ନିଆଇ ନିକ ଆରି ନିମାନ୍ ବାବ୍ନାକେ ସବୁବେଲର୍ ମାପ୍ରୁ ବେସି ମନ୍ କର୍ସି ।
ତମର୍ ଆଁକି ଆଗ୍ତୁ ଦେକ୍ ଆରି ତମର୍ ଆକିମାଟା ସଲ୍କେ ଦେକ୍ ।
ଆମେ ଲୁଚ୍ତେ ରଇବା କାମ୍ କି ଲାଜ୍ କରାଇବା କାମ୍ କରୁନାଇ । ଆମେ ଲକ୍ମନ୍କେ ନାଡାଉ ନାଇ । ଆମେ ଜାନାଇତେରଇବା ମାପ୍ରୁର୍ ବାକିଅ ତେଇ ମିଚ୍ ସିକିଆ ମିସାଉ ନାଇ । ମାତର୍ ସବୁଲକ୍ ବୁଜ୍ଲାପାରା ସତ୍ ସିକିଆ ଦେଲୁନି । ଜେନ୍ତାର୍ କି, ମୁଇ କଇଲା ବାକିଅ ଲକ୍ମନ୍ ତାକର୍ ବିବେକ୍ଟାନେ ସତ୍ ବଲି ଜାନ୍ବାଇ । ଆମେ କର୍ବା ସବୁ କାମ୍ ପର୍ମେସରର୍ ମୁଆଟେ ଆଚେ ।
କାଇକେ ବଇଲେ ଆମେ କର୍ବା କାମ୍ ସବୁ ଟିକ୍ ରଇବାର୍ ଆଚେ । ଅବ୍କା ପର୍ମେସର୍ ଦେକ୍ବା ଇସାବେସେ ନାଇ ମାତର୍ ଲକ୍ମନ୍ ଦେକ୍ବା ଇସାବେ ମିସା ଅ ।
Praticar a honestidade
Falai a verdade, pagai o que deveis, não negueis ao próximo o bem. A honestidade prática é testemunho do evangelho.
ନିଜର୍ ନିଜର୍ ବିତ୍ରେ ମିଚ୍ କାତା କୁଆବଲା ଉଆନାଇ । କାଇକେ ବଇଲେ ତମେ ପୁର୍ନା ଗୁନ୍ଚଲନର୍ ସବୁ ଅବିଆସ୍ ଚାଡିଦେଇକରି,
ସେଟାର୍ ପାଇ ସେମନ୍ ଜେତ୍କି ପାଇବାର୍ ଆଚେ ସେଟା ସେମନ୍କେ ଦେଇଦିଆସ୍ । ତମେ ସିସ୍ତୁ କି ଅଡି ଜାଇଟା ଦେବାର୍ ଆଚେ, ସେଟା ବାନ୍ଦିଦିଆସ୍ ଆରି ସେମନ୍କେ ନାମିକରି ସନ୍ମାନ୍ କରା ।
ଏଟାର୍ପାଇ ତମେ ସିସ୍ତୁ ମିସା ଦେଲାସ୍ନି, କାଇକେବଇଲେ ସାସନ୍କାରିଆମନ୍ ଟିକ୍ସଙ୍ଗ୍ କାମ୍ କଲାବେଲେ ପରମେସରର୍ ସେବା କର୍ତେ ରଇବାଇ ।
କେ ତମ୍କେ ଅନିଆଇ କଲେ, ତାକେ ବେର୍ ଦାର୍ବାର୍ ନାଇ, ଜନ୍ ଚଲାଚଲ୍ତି ସବୁର୍ ମନ୍କେ ଜାଇସି, ସେଟା କର୍ତେରଇବାର୍ ।
ଜଦି ଗଟେକ୍ ଲକ୍କେ ଉପ୍କାର୍ କର୍ବା ସକ୍ତି ତମର୍ ଆତେ ରଇଲେ, ଦାନ୍ କର୍ବା ଲକ୍ମନ୍କେ ମନା କରା ନାଇଁ ।
ଅନିଆଇ ସଙ୍ଗ୍ ବେସି ଅରଜ୍ଲା ତେଇଅନି, ଦରମ୍ ସଙ୍ଗ୍ ଉନା ଅରଜ୍ଲାଟା ନିକ ।
କାରାପ୍ କାମ୍ କରି ଅରଜ୍ଲା ଦନ୍ କାଇ କାମ୍କେ ନ ଦେଏ; ମାତର୍ ଦରମ୍ ମରନ୍ ଲଗେଅନି ଉଦାର୍ କର୍ସି ।
Confissão e transparência
Confessai as vossas ofensas uns aos outros. Quem confessa e deixa o pecado encontra misericórdia e restauração.
ଜେ ନିଜର୍ ପାପ୍କେ ମନ୍ବିତ୍ରେ ଲୁଚାଇସି, ସେ କେମା ନ ପାଏ; ମାତର୍ ଜନ ଲକ୍ ମାନିକରି ଚାଡ୍ସି, ସେ ଦୟା ପାଇସି ।
ଗଟେକ୍ ଦରମ୍ ଲକ୍ ପାର୍ତନା କଲାଟା ବେସି ବପୁ ରଇସି ଆରି ସେ ପାର୍ତନାର୍ ଉତର୍ ଦେକିଅଇସି ।
ଏ ମର୍ ବାଇବଇନିମନ୍, ତମେ କାତା ଦେଲା ବେଲେ ରାନ୍ ନିୟମ୍ ପାକାଆ ନାଇ । ସରଗର୍ କି ଏ ଜଗତର୍ ନାଉଁ ଦାରିକରି କାଇ ବିସଇ ରାନ୍ ପାକାଆ ନାଇ । ତମର୍ ଅଇବା କାତାଆଲେ " ଉଁ " ଆରି, ନ ଅଇବା କାତା ଆଲେ " ନାଇ " ବଲିକୁଆ । ସେନ୍ତାର୍ ରଇଲେ, ତମେ ପର୍ମେସରର୍ ବିଚାର୍ନାଟାନେ ଡଣ୍ତ୍ ନ ପାଆସ୍ ।
ମାତର୍ ପର୍ମେସର୍ ସିକାଇବା ଗିଆନ୍ ଜନ୍ଲକ୍ମନ୍କେ ଆଚେ, ତାକର୍ ଗୁନ୍ଚଲନେ ସେମନ୍ ସୁକଲ୍ ଅଇରଇବାଇ, ସାନ୍ତିସଙ୍ଗ୍ ରଇବାଇ, ସୁଆଲେ ରଇବାଇ, ଦୟା ଦେକାଇବାଇ, ଜିବନ୍ଦୁକାଇବାଇ ଆରି ତାକର୍ ସବୁ କାମ୍ ନିକ ରଇସି । ସେମନ୍ ଲକ୍ମନ୍କେ ବଡ୍ ସାନ୍ ଇସାବେ ନ ଦେକତ୍ ଆରି ଚଲାନିକାତା ନ କଅତ୍ ।
ତେବର୍ପାଇ ଆମେ ପର୍ମେସରର୍ ସଙ୍ଗ୍ ମିସିବିଡି ଆଚୁ ବଲି କଇକରି କାରାପ୍ କାମ୍ କରି ଆନ୍ଦାରେସେ ରଇବୁ ବଇଲେ, ଆମେ କଇବାଟା ମିଚ୍ । ଆରି ସତ୍ ବିସଇ ଆମେ ଚାଡିଦେଇଆଚୁ ବଲି ଆମର୍ ଚଲାଚଲ୍ତିଟାନେ ଜାନାପଡ୍ଲାନି ।
ଆଲାଦର୍ ପିଲାମନ୍, ଆମର୍ ଆଲାଦ୍ ଅବ୍କା କୁଆବଲାଇ ରଇବାର୍ ନାଇ । ଆମେ ସତ୍ସଙ୍ଗ୍ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ଆଚେ । ଜେନ୍ତାରିକି ପର୍ମେସର୍ ସତ୍ସଙ୍ଗ୍ ଆମ୍କେ ଆଲାଦ୍ କର୍ସି ।
Coração puro
Bem-aventurados os puros de coração, porque verão a Deus. A honestidade começa no interior e se manifesta nas ações.
ମନ୍ ବିତ୍ରେ ନିର୍ମଲ୍ ରଇଲା ଲକ୍ମନର୍ କେଡେକ୍ ନିକ କରମ୍,
କାଇକେବଇଲେ ସେମନ୍କେ ପର୍ମେସରର୍ ଦର୍ସନ୍ ମିଲ୍ସି ।
ସତ୍ ବାକିଅ ନିମାନ୍ ସଙ୍ଗ୍ ଜାନା । ଲାଜ୍ ନଇଲା କାମ୍ କର୍ବା ଲକ୍ପାରା ମାପ୍ରୁର୍ ଲଗେ ନିଜ୍କେ ଅଦିକାର୍ ପାଇଲା ଲକ୍ ବଲି ଦେକାଇଅଇବାକେ ଜତନ୍ ଅ ।
"ବତି ଡସାଇ କରି କେ ମିସା ଡାଲାଡାବି ନ ସଙ୍ଗଅତ୍ । କି କଟ୍ ତଲେ ନ ସଙ୍ଗଅତ୍ । ମାତର୍ ବତି କୁଦ୍ରା ଉପ୍ରେ ସଙ୍ଗଇବାଇ । ଜେନ୍ତାରିକି ଆଇଲା ଲକ୍ମନ୍ ଉଜଲ୍ ଦେକିପାରତ୍ ।"
ଦୁସ୍ଟ ଲକ୍ ତାର୍ ଟଣ୍ଡର୍ କାରାପ୍ କାତାର୍ ଲାଗି ପାନ୍ଦ୍ ତେଇ ଅଦର୍ସି, ମାତର୍ ଦରମ୍ ଲକ୍ ଦୁକ୍ କସ୍ଟ ଟାନେ ଅନି ରକିଆ ପାଇସି । ସତ୍ କାତା କଇବାଲକ୍ ଦରମ୍ କାତା କଇସି; ମାତର୍ ମିଚ୍ରେ ସାକିଦେଉ ମିଚ୍ କାତା କଇସି ।
ଚୁଗ୍ଲି ଲକ୍ କିରମାର କରାଇସି, ଆରି ନିନ୍ଦା କର୍ବା ଲକ୍ ସାଙ୍ଗମନ୍କେ ବେଗ୍ଲାଇସି ।