Julgamento
O julgamento pertence a Deus. A Bíblia adverte contra o juízo precipitado entre irmãos e revela que Cristo é o juiz justo que julgará vivos e mortos com perfeita equidade.
Não julgueis
Jesus disse: não julgueis para que não sejais julgados. Com o juízo com que julgais, sereis julgados.
"ତୁମିମଃନ୍ ଜଃନ୍କଃରି ବିଚାରେ ନଃହେଳାସ୍, ଇତାର୍ ଗିନେ ବିନ୍ ଲକାର୍ ବିଚାର୍ କଃରାନାୟ୍ ।
"ତୁମିମଃନ୍ ଜଃନ୍କଃରି ବିଚାରେ ନଃହେଳାସ୍, ଇତାର୍ ଗିନେ ବିନ୍ ଲକାର୍ ବିଚାର୍ କଃରାନାୟ୍ । କାୟିତାକ୍ବଃଲେକ୍ ଜୁୟି ବିଚାରେ ବିଚାର୍ କଃରାସ୍, ସେ ବିଚାରେ ତୁମିମଃନ୍କେ ହେଁ ବିଚାର୍ କଃରା ଅୟ୍ଦ୍; ଆରେକ୍ ଜୁୟି ନାହେଁ ନାହି ଦିଆସ୍, ସେ ନାହେଁ ତୁମିମଃନ୍କେ ହେଁ ନାହି ଦିଆ ଅୟ୍ଦ୍ ।
"ତୁମିମଃନ୍ ଜଃନ୍କଃରି ବିଚାରେ ନଃହେଳାସ୍, ଇତାର୍ ଗିନେ ବିନ୍ ଲକାର୍ ବିଚାର୍ କଃରାନାୟ୍ । କାୟିତାକ୍ବଃଲେକ୍ ଜୁୟି ବିଚାରେ ବିଚାର୍ କଃରାସ୍, ସେ ବିଚାରେ ତୁମିମଃନ୍କେ ହେଁ ବିଚାର୍ କଃରା ଅୟ୍ଦ୍; ଆରେକ୍ ଜୁୟି ନାହେଁ ନାହି ଦିଆସ୍, ସେ ନାହେଁ ତୁମିମଃନ୍କେ ହେଁ ନାହି ଦିଆ ଅୟ୍ଦ୍ । ଆର୍ କାୟିତାକ୍ ତୁମାର୍ ବାୟ୍ର୍ ଆକାୟ୍ ରିଲା ସାନ୍ କୁଟା ଦଃକୁଲାସ୍, ମଃତର୍ ତୁମାର୍ ନିଜାର୍ ଆକାୟ୍ ଜୁୟି ବଃଡ୍ ଆକିକୁଟା ଆଚେ, ସେରି କାୟିତାକ୍ ବାବି ନଃଦେକୁଲାସ୍ ? ବଃଲେକ୍ ତୁମି କଃନ୍କଃରି ନିଜାର୍ ବାୟ୍କ୍ କଃଉଁ ହାରାସ୍, ‘ଆଉ ତର୍ ଆକାୟ୍ ରିଲା ସାନ୍ ଆକିକୁଟା ବାର୍କଃରି ଦଃୟ୍ନ୍ଦ୍,’ ଆର୍ ଦଃକା, ତୁମାର୍ ଆକାୟ୍ ବଃଡ୍ ଆକିକୁଟା ଆଚେ ! ରେ, ହେଟ୍କପଟ୍ୟାମଃନ୍, ଆଗ୍ତୁ ନିଜାର୍ ଆକାୟ୍ ରିଲା ବଃଡ୍ ଆକିକୁଟା ବାର୍ କଃରି ହଃକାଉଆ, ତାର୍ହଃଚେ ନିଜାର୍ ବାୟ୍ର୍ ଆକାୟ୍ ରିଲା ସାନ୍ ଆକିକୁଟା ବାର୍ କଃରୁକ୍ ନିକକଃରି ଦଃକୁ ହାର୍ସି ।"
ଆର୍ କାୟିତାକ୍ ତୁମାର୍ ବାୟ୍ର୍ ଆକାୟ୍ ରିଲା ସାନ୍ କୁଟା ଦଃକୁଲାସ୍, ମଃତର୍ ତୁମାର୍ ନିଜାର୍ ଆକାୟ୍ ଜୁୟି ବଃଡ୍ ଆକିକୁଟା ଆଚେ, ସେରି କାୟିତାକ୍ ବାବି ନଃଦେକୁଲାସ୍ ?
"ଆରେକ୍, ବିନ୍ ଲକାର୍ ବିଚାର୍ କଃରାନାୟ୍, ତଃବେ ଇସ୍ୱର୍ ତୁମିକେ ବିଚାର୍ ନଃକେରେ; ଦସି କଃରା ନାୟ୍, ତଃବେ ମାପୁର୍ ହେଁ ତୁମିକେ ଦସି ନଃକେରେ । କେମା କଃରା, ତଃବେ ତୁମିକେ ହେଁ ଇସ୍ୱର୍ କେମା କଃରେଦ୍;
"ଆରେକ୍, ବିନ୍ ଲକାର୍ ବିଚାର୍ କଃରାନାୟ୍, ତଃବେ ଇସ୍ୱର୍ ତୁମିକେ ବିଚାର୍ ନଃକେରେ; ଦସି କଃରା ନାୟ୍, ତଃବେ ମାପୁର୍ ହେଁ ତୁମିକେ ଦସି ନଃକେରେ । କେମା କଃରା, ତଃବେ ତୁମିକେ ହେଁ ଇସ୍ୱର୍ କେମା କଃରେଦ୍;
"ଆରେକ୍, ବିନ୍ ଲକାର୍ ବିଚାର୍ କଃରାନାୟ୍, ତଃବେ ଇସ୍ୱର୍ ତୁମିକେ ବିଚାର୍ ନଃକେରେ; ଦସି କଃରା ନାୟ୍, ତଃବେ ମାପୁର୍ ହେଁ ତୁମିକେ ଦସି ନଃକେରେ । କେମା କଃରା, ତଃବେ ତୁମିକେ ହେଁ ଇସ୍ୱର୍ କେମା କଃରେଦ୍; ଦାନ୍ ଦିଆସ୍, ତଃବେ ଇସ୍ୱର୍ ତୁମିକେ ହେଁ ଦାନ୍ ଦଃୟ୍ଦ୍ ଲକ୍ମଃନ୍ ମାଣ୍କ୍ ହୁରାକଃରି ତାକ୍ ଚାହି ଜଲାୟ୍ ଉଚ୍ଳାୟ୍କଃରି ତୁମିମଃନାର୍ ଆଚଳେ ଦେତି; କାୟିତାକ୍ବଃଲେକ୍ ଜୁୟି ମାଣେ ନାହି ଦିଆସ୍, ସେ ମାଣେ ତୁମିମଃନ୍ ଆରେକ୍ ହାଉଆସ୍ ।"
Julgar com justiça
Quando precisar avaliar, julgue segundo a justa aparência. Não julgue pela carne, mas pelo Espírito e pela verdade.
ହଃଦାର୍ କଃତାକ୍ ଦଃକି ବିଚାର୍ କଃରା ନାୟ୍, ମଃତର୍ ଜୁୟ୍ରି ଟିକ୍ ସେରି ବିଚାର୍ କଃରା ।"
ତୁମିମଃନ୍ ମାନାୟ୍ ଇସାବେ ବିଚାର୍ କଃରାସ୍, ମଃତର୍ ମୁୟ୍ କାର୍ ବିଚାର୍ ନଃକେରି । ମଃତର୍ ମୁୟ୍ ଜଦି ବିଚାର୍ କଃରିନ୍ଦ୍, ତଃବେ ହେଁ ମର୍ ବିଚାର୍ ସଃତ୍ୟା, ବଃଲେକ୍ ମୁୟ୍ ଏକ୍ଲା ଇ କାମ୍ ନଃକେରି, ମଃତର୍ ମକ୍ ହଃଟାୟ୍ଲା ଉବା ମର୍ ସଃଙ୍ଗ୍ ଆଚେ ।
ଇସ୍ୱର୍ ନିଜାର୍ ହୟ୍ସିକ୍ ଜଃଗତ୍କେ ବିଚାର୍ କଃରୁକେ ନାୟ୍, ମଃତର୍ ଜଃଗତ୍କେ ଜଃନ୍କଃରି ବଚାଉଁକେ ଅୟ୍ଦ୍ ସେତାର୍ଗିନେ ହଃଟାୟ୍ ଆଚେ ।
ଜୁୟି ଲକ୍ ହୟ୍ସିର୍ ତାଣେ ବିସ୍ୱାସ୍ କଃରେଦ୍ ତାର୍ ବିଚାର୍ ନାୟ୍; ମଃତର୍ ଜେ ବିସ୍ୱାସ୍ ନଃକେରେ ତାର୍ ବିଚାର୍ ଅୟି ସଃର୍ଲିନି, ବଃଲେକ୍ ସେ ଇସ୍ୱରାର୍ ଗଟେକ୍ବଃଲି ହୟ୍ସିର୍ ନାଉଁଏ ବିସ୍ୱାସ୍ ନଃକେରେ ।
ଜୁୟି ଲକ୍ ହୟ୍ସିର୍ ତାଣେ ବିସ୍ୱାସ୍ କଃରେଦ୍ ତାର୍ ବିଚାର୍ ନାୟ୍; ମଃତର୍ ଜେ ବିସ୍ୱାସ୍ ନଃକେରେ ତାର୍ ବିଚାର୍ ଅୟି ସଃର୍ଲିନି, ବଃଲେକ୍ ସେ ଇସ୍ୱରାର୍ ଗଟେକ୍ବଃଲି ହୟ୍ସିର୍ ନାଉଁଏ ବିସ୍ୱାସ୍ ନଃକେରେ । ଆର୍, ସେ ବିଚାର୍ ଇରି, ଜଃଗତାର୍ ଉଜାଳ୍ ତଃରାସି ଆଚେ, ଆର୍ ଲକ୍ମଃନ୍ ଉଲାଳ୍କେ ନଃଚିକଃରି ଅଃନ୍ଦାର୍କେ ଲାଡ୍ କଃଲାୟି, ବଃଲେକ୍ ସେମଃନ୍କାର କାମ୍ ସଃବୁ ମଃନ୍ଦ୍ ।
ମିଚ୍ ବିସୟେ ହୁଣି ନିଜ୍କେ ଦୁରିକ୍ ରଃକା; ଆରେକ୍ ନିର୍ଦସିକେ ଆର୍ ଦଃର୍ମିଲକେ ନସ୍ଟ୍ କଃରା ନାୟ୍; ବଃଲେକ୍ ମୁୟ୍ ଦୁସ୍ଟ୍କେ ନିର୍ଦସି ନଃକେରି।
O tribunal de Cristo
Todos compareceremos diante do tribunal de Cristo para prestar contas. Cada um dará conta de si mesmo a Deus.
କାୟିତାକ୍ବଃଲେକ୍ ନିକ ଅଃଉଅ କି କଃରାପ୍ ଅଃଉଆ, ହଃତିଲକ୍ ଅଃହ୍ଣାର୍ ହୁର୍ତିବିର୍ ଗଃଗାଳ୍ କଃଲା କାମ୍ ହଃର୍କାରେ ହଃଳ୍ ହାଉଁକ୍ କ୍ରିସ୍ଟର୍ ବିଚାର୍ କଃର୍ତା ଟାଣେ ଅଃମି ସଃବୁ ଲକେ ଜାଣାୟି ଅଃଉଁକେ ଅୟ୍ଦ୍ ।
ତଃବେ ତୁମି କାୟିତାକ୍ ବିନ୍ ବିସ୍ୱାସି ବାୟ୍ର୍ ବିଚାର୍ କଃରୁଲାସ୍ ? ତୁମି କାୟିତାକ୍ ବିନ୍ ବିସ୍ୱାସି ବାୟ୍କ୍ ଇନ୍ମାନ୍ କଃରୁଲାସ୍ ? ଅଃମିମଃନ୍ ସଃବୁଲକ୍ ତ ଇସ୍ୱରାର୍ ବିଚାର୍ କଃର୍ତା ଟାଣେ ଟିଆ ଅଃଉଁନ୍ଦ୍ । ବଃଲେକ୍ ଦଃର୍ମ୍ସାସ୍ତରେ ଲେକା ଆଚେ,
"ମାପୁର୍ କଃଉଁଲା, ଅଃମି ଜିବନ୍ ମାପୁର୍, ତଃବାର୍ ଗିନେ,
ସଃବୁଲକ୍ ମର୍ ମୁଏଁ ମାଣ୍ଡିକୁଟା ଟେସ୍ତି,
ଆର୍ ମକ୍ ଇସ୍ୱର୍ ବଃଲି ସଃବୁ ଲକ୍ ମାନ୍ତି ।"
ତଃବେ ଅଃମିମଃନ୍ ସଃବୁ ଲକ୍ ଇସ୍ୱରାର୍ ଚଃମେ ନିଜାର୍ ନିଜାର୍ କାମାର୍ ଇସାବ୍ ଦେଉଁକ୍ ଅୟ୍ଦ୍ ।
ତଃବେ ତୁମି ଏକ୍ ଆରେକାର୍ ବିଚାର୍ କଃରା ନାୟ୍ । ଆର୍ ଇରଃକମ୍ ହେଁ କାୟି କାମ୍ କଃରା ନାୟ୍, ଜୁୟ୍ତାର୍ ଗିନେ କି ତୁମାର୍ ବାୟ୍ ଜଟ୍ୟାୟ୍ ଅୟି ହାହ୍ କଃରେଦ୍ ।
ତଃବେ ତୁମି ଏକ୍ ଆରେକାର୍ ବିଚାର୍ କଃରା ନାୟ୍ । ଆର୍ ଇରଃକମ୍ ହେଁ କାୟି କାମ୍ କଃରା ନାୟ୍, ଜୁୟ୍ତାର୍ ଗିନେ କି ତୁମାର୍ ବାୟ୍ ଜଟ୍ୟାୟ୍ ଅୟି ହାହ୍ କଃରେଦ୍ ।
ତୁମିମଃନ୍ କେଏ ଜେ, ବିନ୍ ଲକାର୍ ଗତିଦଃଙ୍ଗ୍ଳାର୍ ବିଚାର୍ କଃରୁଲାସ୍ ? ସେ ତାର୍ କାମ୍ କଃତେକ୍ ଦୁରି କଃରୁ ହାରୁଲା କି କଃରୁକେ ନଃହାରୁଲା, ସେରି ତାର୍ ସାଉକାର୍ ବିଚାର୍ କଃରେଦ୍, ସେ ବାୟ୍ଦ୍ରେ ସେରି କଃରୁକେ ହାରେଦ୍, କାୟିତାକ୍ବଃଲେକ୍ ତାର୍ ସାଉକାର୍ ତାକ୍ ତାର୍ କାମ୍ କଃରାଉଁକ୍ ହାରେ ।
ଜେ ସଃବୁ ରଃକମ୍ କାଦି କାୟ୍ଦ୍, ସେ ନଃକାତା ଲକେ ନିଚ୍ ନଃକେର, ଆରେକ୍ ଜେ ନଃକାୟ୍ ସେ କାତା ଲକେ ବିଚାର୍ ନଃକେର୍; ବଃଲେକ୍ ଇସ୍ୱର୍ ତାକେ ଆଗଳି ଆଚେ ।
ଏ ମାନାୟ୍ ତୁମିମଃନ୍ କାୟିରି ବିନ୍ ଲକ୍ମଃନାର୍ ବିଚାର୍ କଃରୁଲାସ୍ ? ତୁମି ଜୁୟ୍ଲକ୍ ଅୟିଲେକ୍ ହେଁ, ଇରି କଃର୍ତାର୍ ତୁମାର୍ ହାଁୟ୍ ଟିକ୍ ନୟ୍ । ବିନ୍ ଲକାର୍ ଦଃସ୍ ଦଃରି ତୁମି ଜଦି ସେରି କଃର୍ତି ରିଆସ୍, ସେତାର୍ ଗିନେ ତୁମି ନିଜ୍କେ ଦସି କଃରୁଲାସ୍ ।
ଏ ମାନାୟ୍ ତୁମିମଃନ୍ କାୟିରି ବିନ୍ ଲକ୍ମଃନାର୍ ବିଚାର୍ କଃରୁଲାସ୍ ? ତୁମି ଜୁୟ୍ଲକ୍ ଅୟିଲେକ୍ ହେଁ, ଇରି କଃର୍ତାର୍ ତୁମାର୍ ହାଁୟ୍ ଟିକ୍ ନୟ୍ । ବିନ୍ ଲକାର୍ ଦଃସ୍ ଦଃରି ତୁମି ଜଦି ସେରି କଃର୍ତି ରିଆସ୍, ସେତାର୍ ଗିନେ ତୁମି ନିଜ୍କେ ଦସି କଃରୁଲାସ୍ । ଅଃମି ଜାଣ୍ଲୁ, ଇସ୍ୱର୍ ଇ ହର୍ କାମ୍ କଃର୍ତା ଲକ୍ମଃନାର୍ ସଃତ୍ ବିଚାର୍ କଃରେଦ୍ । ଜୁୟି କଃରାପ୍ କାମ୍ ଗିନେ ତୁମି ବିନ୍ଲକ୍ମଃନ୍କେ ଦସି କଃରୁଲାସ୍, ସେରି ଜଦି ତୁମି ନିଜେ କଃର୍ତିରିଆସ୍ ତୁମି ଇସ୍ୱରାର୍ ବିଚାର୍ ତଃୟ୍ ହୁଣି ରଃକ୍ୟା ହାଉଁ ହାରାସ୍ ବଃଲି କାୟି ମଃନେ ବାବୁଲାସ୍ ?
ବଃଲେକ୍ ଜଃତେକ୍ ଲକ୍ ମସାର୍ ବିଦି ନୟ୍ଲାର୍ ଅୟି ଆଚ୍ତି ସେ ମଃନ୍ ହେଁ ମସାର୍ ବିଦି ଚାଡ୍ଲା ତଃୟ୍ ନସ୍ଟ୍ ଅଃଉତି ଆର୍ ଜଃତେକ୍ ମସାର୍ ବିଦି ହାୟ୍ଁ ହାହ୍ କଃରି ମାତ୍ତି ସେମଃନ୍ ମସାର୍ ବିଦି ହଃର୍କାରେ ବିଚାର୍ କଃରା ଜାୟ୍ଦ୍ ।
ଜୁୟି ଦିନ୍ ଇସ୍ୱର୍ ଜିସୁ କ୍ରିସ୍ଟ ଦଃୟି ମାନାୟ୍ମଃନ୍କାର୍ ଗୁପ୍ତ ବିସୟ୍ ସଃବୁ ବିଚାର୍ କଃରେଦ୍, ସେ ଦିନ୍ ମୁୟ୍ଁ ପର୍ଚାର୍ କଃରୁଲା ନିକ କବୁର୍ ହଃର୍କାରେ ଇ ସଃବୁ ଗଃଟେଦ୍ ।
ଜୁୟି ଲକ୍ମଃନ୍ କ୍ରିସ୍ଟ ଜିସୁର୍ ସଃଙ୍ଗ୍ ଜିବନ୍ କାଟୁଲାୟ୍, ସେମଃନାର୍ ଗିନେ ଅଃବେ କାୟି ଡଃଣ୍ଡ୍ ନାୟ୍ । ପବିତ୍ର ଆତ୍ମା ଜୁୟି ବିଦି ଦଃୟି ଅଃମିକ୍ କ୍ରିସ୍ଟ ଜିସୁର୍ ସଃଙ୍ଗ୍ ମିସାୟ୍ କଃରି ଜିବନ୍ ଦଃୟ୍ଆଚେ, ସେତାର୍ ଗିନେ ଅଃମିମଃନ୍ ହାହ୍ ଆର୍ ମଃର୍ନାର୍ ବିଦି ତଃୟ୍ହୁଣି ମୁକ୍ଳି ଆଚୁ ।
କାୟିତାକ୍ବଃଲେକ୍ ହାହାର୍ ବୁତି ମଃର୍ନ୍, ମଃତର୍ ଇସ୍ୱରାର୍ ଦଃୟାର୍ ଦାନ୍ ଅଃଉଁଲି, ମାପୁର୍ ଜିସୁ କ୍ରିସ୍ଟର୍ ସଃଙ୍ଗେ ରିଲେକ୍ ଅଃମ୍ବର୍ ଜିବନ୍ ।
Deus é o juiz
O Senhor julgará o mundo com justiça. O juízo de Deus é verdadeiro e justo — Ele conhece todos os segredos do coração humano.
ଜୁୟିତାର୍ଗିନେ ମାପୁର୍ ହଃତି କାମାର୍, ବଃଲ୍ କି ମଃନ୍ଦ୍ ହଃତି ଲୁପ୍ତ୍ ବିସୟ୍ ବିଚାର୍ କଃରେଦ୍।
ମୁୟଁ ଦଃକୁ ଦଃକୁ କଃତିଗଟ୍ ସିଙ୍ଗାସନ୍ ତାହୁନ୍ ଅୟ୍ଲି, ଦଃକ୍ଲେ, ଆରେକ୍ ବେସି ହୁର୍ବ କାଳାର୍ ବୁଡା ବଃସିରେତାର୍ ଦଃକ୍ଲେ। ତାର୍ ବଃସ୍ତର୍ କଃରାଟେଳା ହର୍ ଦଃବ୍ଳା ରିଲି ଆର୍ ତାର୍ ମୁଣ୍ଡାର୍ ବାଳ୍ ମେଣ୍ଡା ବାଳ୍ ହର୍ ଦଃବ୍ଳା ରିଲି, ତାର୍ ସିଙ୍ଗାସନ୍ ଜଃୟ୍ ଉଳା ହର୍ ଆର୍ ସିଙ୍ଗାସନାର୍ ଚଃକ୍ ସଃବୁ କଃଚ୍ତା ଜଃୟ୍ ହର୍ ରିଲି। ତାର୍ ମୁୟେଁହୁଣି ଜୟିହୁଳା ବାରୟିଲି; ହଃଜାର୍ ହଃଜାର୍ ଦୁତ୍ମଃନ୍ ତାକେ ସେବାକଃଲାୟ୍,ଅୟୁତ୍ ଅୟୁତ୍ ତାର୍ ମୁୟେଁ ଟିଆ ଅୟିଲାୟ୍ ବିଚାର୍ କୁଟୁମ୍ ବଃସ୍ଲି ଆର୍ ପୁସ୍ତକ୍ମଃନ୍ କାଡ୍ଲାୟ୍।
ଆରେକ୍ ମୁୟ୍ ସାନ୍ ଆର୍ ବଃଡ୍ ସଃବୁ ମଃଲା ଲକ୍ମଃନ୍କେ ସିଙ୍ଗାସଣାର୍ ମୁୟେ ଟିଆ ଅୟ୍ରିଲାର୍ ଦଃକ୍ଲେ । ଆର୍ ପୁସ୍ତକ୍ମଃନ୍ ସଃବୁ ଉଗାଳା ଅୟ୍ଲି, ଆର୍ ଜିବନ୍ ପୁସ୍ତକ୍ ନାଉଁଆର୍ ଆରେକ୍ ଗଟେକ୍ ପୁସ୍ତକ୍ ଉଗାଳା ଅୟ୍ଲି । ସେ ଜିବନ୍ ବଇ ତଃୟ୍ ଲକ୍ମଃନାର୍ କଃଲା କାମ୍ମଃନାର୍ ବିସୟେ ଜାୟ୍ରି ସଃବୁ ଲେକା ଅୟ୍ରିଲି, ସେ ହଃର୍କାରେ ସେମଃନାର୍ ବିଚାର୍ କଃରା ଅୟ୍ଲି ।
ଆରେକ୍ ମୁୟ୍ ସାନ୍ ଆର୍ ବଃଡ୍ ସଃବୁ ମଃଲା ଲକ୍ମଃନ୍କେ ସିଙ୍ଗାସଣାର୍ ମୁୟେ ଟିଆ ଅୟ୍ରିଲାର୍ ଦଃକ୍ଲେ । ଆର୍ ପୁସ୍ତକ୍ମଃନ୍ ସଃବୁ ଉଗାଳା ଅୟ୍ଲି, ଆର୍ ଜିବନ୍ ପୁସ୍ତକ୍ ନାଉଁଆର୍ ଆରେକ୍ ଗଟେକ୍ ପୁସ୍ତକ୍ ଉଗାଳା ଅୟ୍ଲି । ସେ ଜିବନ୍ ବଇ ତଃୟ୍ ଲକ୍ମଃନାର୍ କଃଲା କାମ୍ମଃନାର୍ ବିସୟେ ଜାୟ୍ରି ସଃବୁ ଲେକା ଅୟ୍ରିଲି, ସେ ହଃର୍କାରେ ସେମଃନାର୍ ବିଚାର୍ କଃରା ଅୟ୍ଲି । ଆର୍ ସଃମ୍ନ୍ଦ୍ ଅଃହ୍ଣାର୍ ବିତ୍ରେ ମଃରିରିଲା ଲକ୍ମଃନ୍କେ ସଃହ୍ରି ଦିଲି । ଆରେକ୍ ମଃର୍ନ୍ ଆର୍ ହଃତାଳ୍ ସେମଃନାର୍ ତଃୟ୍ ରିଲା ମଃଲା ଲକ୍ମଃନ୍କେ ସଃହ୍ରି ଦିଲାୟ୍ । ଆର୍ ସେମଃନ୍ ସଃବୁ ଲକ୍ ନିଜାର୍ ନିଜାର୍ କଃଲା କାମ୍ ହଃର୍କାରେ ବିଚାର୍ କଃରା ଅୟ୍ଲି ।
Discernimento e graça
Temos um advogado junto ao Pai — Jesus Cristo. Não há condenação para os que estão em Cristo. Prove os espíritos.
ଏ ମର୍ ଲାଡାର୍ ହିଲାମଃନ୍ ତୁମିମଃନ୍ ଜଃନ୍କଃରି ହାହ୍ ନଃକେରାସ୍, ଇତାର୍ ଗିନେ ମୁଁୟ୍ ଇ ସଃବୁ ତୁମିମଃନାର୍ ହାକ୍ ଲେକୁଲେ । ମଃତର୍ କେଏ ଜଦି ହାହ୍ କଃରେଦ୍ ସେନ୍ ଅୟିଲେକ୍ ଉବାର୍ ଚଃମେ ଅଃମିମଃନାର୍ ଗିନେ ଗଃଉଆରି କଃରୁକେ ଗଟ୍ ମାନାୟ୍ ଆଚେ ସେ ଅଃଉଁଲା ଦଃର୍ମି ଜିସୁ କ୍ରିସ୍ଟ ।
ଏ ଲାଡାର୍ ବାୟ୍ମଃନ୍ ସଃବୁ ଆତ୍ମାକେ ବିସ୍ୱାସ୍ କଃରାନାୟ୍ ମଃତର୍ ଆତ୍ମାମଃନ୍ ଇସ୍ୱରାର୍ ତଃୟ୍ହୁଣି ଆସି ଆଚ୍ତି କି ନାୟ୍ ଇରି ସେମଃନ୍କେ ପରିକ୍ୟା କଃରି ଦଃକା କାୟିତାକ୍ବଃଲେକ୍ ଜଃଗତେ ଅଃନେକ୍ ମିଚ୍ ବାବ୍ବାଦି ବାରାୟ୍ ଆଚ୍ତି ।
ସେତାକ୍, ବେଳା ଆଗ୍ତୁ ମାପୁର୍ ବିଚାର୍ କଃରୁକେ ଆସ୍ତା ହଃତେକ୍ କାୟି କଃତା ହେଁ ବିଚାର୍ ନଃକେରା, ସେ ଅଃନ୍ଦାର୍ ବିତ୍ରାର୍ ଗୁପ୍ତ୍ କଃତାମଃନ୍ ଉଜାଳେ ଦଃକାୟ୍ଦ୍, ଆରେକ୍ ମଃନାର୍ ବାବ୍ନାମଃନ୍ ହଃଦାୟି ଦଃକାୟ୍ଦ୍; ସଃଡେବଃଳ୍ ହଃତିଲକ୍ ଇସ୍ୱରାର୍ ତଃୟ୍ ଜଃଜ୍ମାନ୍ ହାଉତି ।
ତୁମିମଃନ୍କାର୍ ବିତ୍ରେ କାର୍ ବିନ୍ଲକାର୍ ବିରୁଦେ କଃତା ରିଲେକ୍ ସେତାର୍ ବିଚାର୍ କଃରୁକେ ବିସ୍ୱାସି ମଃନାର୍ ହାକ୍ ନଃଜାୟ୍ଁ ବିସ୍ୱାସ୍ ନଃକେର୍ତା ବିଚାର୍ କଃରୁ ଲକାର୍ ତଃୟ୍ ଜଃଉଁକେ କଃନ୍କଃରି ସାସ୍ କଃରେଦ୍ ? ଇସ୍ୱରାର୍ ଲକମଃନ୍ ଜଃଗତାର୍ ବିଚାର୍ କଃର୍ତି, ଇ କଃତା କାୟି ତୁମିମଃନ୍ ନଃଜାଣାସ୍ ? ଆର୍ ଜଃଗତ୍କେ ତୁମିମଃନ୍ ବିଚାର୍ କଃରାସ୍, ତଃବେ ତୁମିମଃନ୍ ସାନ୍ ସାନ୍ କଃତା ବିଚାର୍ କଃରୁକେ ଜୟ୍ଃଗ୍ ନାୟ୍କି ? ଅଃମିମଃନ୍ ସଃର୍ଗ୍ ଦୁତ୍ମଃନାର୍ ବିଚାର୍ କଃରୁ ହାରୁନ୍ଦ୍, ତଃବେ ଜଃଗତାର୍ ଜିବ୍କା ବିସୟେ ବିଚାର୍ କଃରୁକେ କଃସ୍ଟ କି ? ଇରି କାୟି ତୁମିମଃନ୍ ନଃଜାଣାସ୍ ? ତଃବେ ଇ ଜିବନାର କଃତା କାୟିରି ? ବଃଲେକ୍ ଜଦି ବିଚାରାର୍ ଗିନେ ତୁମିମଃନ୍କାର୍ ଇ ଜିବନାର୍ କଃତା କାୟି କଃତା ରିଲେକ୍, ତଃବେ ମଣ୍ଡ୍ଳିଏ ଜୁୟି ଲକ୍ମଃନ୍ ଗଣିତା ନାୟ୍, ସେମଃନ୍କେ କାୟି ବିଚାର୍ କଃରୁକେ ବଚାସ୍ ? ମୁଁୟ୍ଁ ତୁମିମଃନ୍କେ ଲାଜ୍ କଃରାଉଁକ୍ କଃଉଁଲେ । ବାୟ୍ବାୟ୍ ବିତ୍ରେ କଃତା ଚିଡାଉଁକେ ହାରେ, ଇରଃକମ୍ ଏକ୍ଲା ହେଁ ଗିଆନି ଲକ୍ କାୟି ସଃତ୍କଃରି ତୁମାର୍ ବିତ୍ରେ ନାୟ୍ ?
ଇସ୍ୱରାର୍ ଲକମଃନ୍ ଜଃଗତାର୍ ବିଚାର୍ କଃର୍ତି, ଇ କଃତା କାୟି ତୁମିମଃନ୍ ନଃଜାଣାସ୍ ? ଆର୍ ଜଃଗତ୍କେ ତୁମିମଃନ୍ ବିଚାର୍ କଃରାସ୍, ତଃବେ ତୁମିମଃନ୍ ସାନ୍ ସାନ୍ କଃତା ବିଚାର୍ କଃରୁକେ ଜୟ୍ଃଗ୍ ନାୟ୍କି ? ଅଃମିମଃନ୍ ସଃର୍ଗ୍ ଦୁତ୍ମଃନାର୍ ବିଚାର୍ କଃରୁ ହାରୁନ୍ଦ୍, ତଃବେ ଜଃଗତାର୍ ଜିବ୍କା ବିସୟେ ବିଚାର୍ କଃରୁକେ କଃସ୍ଟ କି ? ଇରି କାୟି ତୁମିମଃନ୍ ନଃଜାଣାସ୍ ?
ମୁୟ୍ଁ କଃସ୍ଟ ସଃମ୍ୱାଳି ଗଃଗାଳକେ ଅଃଟୁଆ କଃରି ଆଚି ଆର୍ ନିଜାର୍ ଆୟ୍ତ୍ ତଃଳେ ସଃଙ୍ଗାୟ୍ ଆଚି କାୟିତାକ୍ବଃଲେକ୍ ବିନ୍ ଲକ୍ମଃନାର୍ ତଃୟ୍ ନିକ କବୁର୍ ପର୍ଚାର୍ କଃରି ରିଲେକ୍ ହେଁ ମୁୟ୍ଁ ନିଜେ ଜଃନ୍କଃରି ହଲ୍ୟାୟ୍ ପୁରିସ୍କାର୍ ଆରାୟ୍ ନଃକେରି ।
ମୁୟ୍ଁ ନିକ ଜୁଜେ ହଃରାଣ୍ ଦଃୟ୍କଃରି ଜୁଜ୍ କଃରି ଆଚି, ସଃରାସଃରି ହଃତେକ୍ ଦଃବ୍ଳୁଲେ ଆଚି, ମୁୟ୍ଁ ବିସ୍ୱାସ୍କେ ଦଃରି ଆଚି । ଆଜି ହଃତେକ୍ ମର୍ ଗିନେ ଦଃର୍ମାର୍ ମୁକୁଟ୍ ସଃଙ୍ଗାଅୟ୍ ଆଚେ, ସେରି ସେ ବିଚାର୍ ବିନ୍ ନ୍ୟାୟ୍ର୍ ବିଚାର୍ କଃର୍ତା ମାପୁର୍ ମକେ ଦଃୟ୍ଦ୍, ମଃତର୍ ମକେ ହଃକା ନୟ୍ ଜୁୟ୍ମଃନ୍ ତାର୍ ଆୟ୍ଲେକ୍ ଲାଡାର୍ ଅଃଉତି, ସେ ସଃବ୍କେ ହେଁ ଦଃୟ୍ଦ୍ ।
ଇରଃକମ୍ ମାପୁର୍ ବିସ୍ୱାସି ମଃନ୍କେ ପରିକ୍ୟାୟ୍ ହୁଣି ରଃକ୍ୟା କଃରୁକେ ।
ଏ ବାୟ୍ବେଣିମଃନ୍, ତୁମିମଃନ୍ ଏକ୍ଆରେକ୍କେ ଲିନ୍ଦା କଃତା କଃଉଆ ନାୟ୍ । ଜେ ବାୟ୍କ୍ ଲିନ୍ଦା କଃତା କୟ୍ଦ୍ କି ବିଚାର୍ କଃରେଦ୍, ସେ ମସାର୍ ବିଦିର୍ ଗାଣେଞ୍ଜ୍ କଃତା କୟ୍ଦ୍ ଆର୍ ବିଚାର୍ କଃରେଦ୍ । ମଃତର୍ ତୁମି ଜଦି ବିଦିର୍ ବିଚାର୍ କଃରାସ୍, ତଃନ୍ଅୟ୍ଲେକ୍ ତୁମି ମସାର୍ ବିଦିର୍ ମାୟ୍ନ୍କାରି ନଃୟ୍କଃରି, ସେତିର୍ ବିଚାର୍ କଃର୍ତା ଲକ୍ । ଇସ୍ୱର୍ ହଃକା ବିଦି ଦେତାଲକ୍ ଆର୍ ବିଚାର୍କଃର୍ତା ଲକ୍, ସେ ବଚାଉଁ ହାରେଦ୍ ଆର୍ ନାସ୍ କଃରୁ ହାରେଦ୍; ସେତାର୍ଗିନେ ହାକିହଃଳ୍ସାକେ ବିଚାର୍ କଃରୁଲାସ୍ ଜେ, ତୁମି, ତୁମି କେଏ ହାକିହଃଳ୍ସାର୍ ବିଚାର୍ କଃରୁଲାସ୍ ?
ମୁଳ୍କଃରି, ଏ ବାୟ୍ବେଣିମଃନ୍, ହଃର୍ମାଣ୍ କଃରା ନାୟ୍, ସଃର୍ଗାର୍ ହଃର୍ମାଣ୍ ଅଃଉଅ କି ହୁର୍ତିବିର୍ ହଃର୍ମାଣ୍ ଅଃଉଅ କି ବିନ୍ କୁୟି ହଃର୍ମାଣ୍ ଅଃଉଅ; ମଃତର୍ ତୁମାର୍ ହେଁ କଃତା ହେଁ ଅଃଉଅ, ନାୟ୍ କଃତା ନାୟ୍ ଅଃଉଅ, ତଃନ୍ଅୟ୍ଲେକ୍ ତୁମିମଃନ୍ ଇସ୍ୱରାର୍ ବିଚାର୍ ବିନ୍ ଡଃଣ୍ଡ୍ ନଃହାଉଆସ୍ ।
କାୟିତାକ୍ବଃଲେକ୍ ଜୁୟ୍ଲକ୍ ସଃବୁ ବିଦି ମାନେଦ୍, ମଃତର୍ ଗଟେକ୍ ବିଦି ତଃୟ୍ଁ ଜଟ୍ୟାୟ୍ ଅୟ୍ଦ୍ ତଃବେ ସେ ସଃବୁ ବିଦି ନଃମାନ୍ତା ଦସେ ଡଃଣ୍ଡ୍ ହାୟ୍ଦ୍ । ବଃଲେକ୍ ଜୁୟି ଇସ୍ୱର୍ ଦାରିକାମ୍ କଃରା ନାୟ୍ ବଃଲି କୟ୍ରିଲା, ସେ ହେଁ ନଃର୍ ଅଃତ୍ୟା କଃରାନାୟ୍ ବଃଲି କୟ୍ରିଲା, ତଃବେ ତୁମି ଜଦି ଦାରିକାମ୍ ନଃକେରି ନଃର୍ ଅଃତ୍ୟା, କଃରାସ୍ ତଃବେ ତୁମି ବିଦି ନଃମାନ୍ତା ଲକ୍ ଅୟି ଆଚାସ୍ । ଜୁୟି ମୁକ୍ତି ସାଦୁନ୍ କାରି ମସାର୍ ବିଦି ଦଃୟି ଜେ ତୁମିମଃନ୍ ବିଚାର୍ କଃରାୟ୍ ଅଃଉଆସ୍, ଇରି ଜାଣି ସେବାନ୍ୟା କଃତା କଃଉଆ ଆର୍ କାମ୍ କଃରା ।
କାଉଆ ହିଉଆ କି ହଃର୍ବ୍, ଦଃର୍ମ୍ଦିନ୍ କି କଃଉଁଣାଜନ୍ ହଃର୍ବ୍ କି ବିସାଉଁଣି ବାରାର୍ କଃତାୟ୍ କେଏ ତୁମିକେ ଦଃସି ବିଚାର୍ ନଃକେରତ୍ ।
କାଉଆ ହିଉଆ କି ହଃର୍ବ୍, ଦଃର୍ମ୍ଦିନ୍ କି କଃଉଁଣାଜନ୍ ହଃର୍ବ୍ କି ବିସାଉଁଣି ବାରାର୍ କଃତାୟ୍ କେଏ ତୁମିକେ ଦଃସି ବିଚାର୍ ନଃକେରତ୍ । ସେରିମଃନ୍ ଅୟ୍ଲି ଆସୁଲା ଦିନେ ଗଃଟ୍ତା ବିସୟାର୍ ହାଁୟ୍ ଗଃଗାଳ୍ ହର୍, ମଃତର୍ କ୍ରିସ୍ଟ ହଃକା ସଃବୁ ବିସୟାର୍ ମୁଳ୍ ।
ଜୁୟି ଅଃସ୍ତର୍ ହେଁ ତୁମାର୍ ବିରୁଦେ ତିଆର୍ ଅୟ୍ଦ୍, ସେରି କାମେ ନଃଲାଗେ, ଜେ ହଃତି ଜିବ୍ ତୁମାର୍ ବିରୁଦେ ଉଟେଦ୍ ତୁମି ତାକେ ଦସି କଃରାସ୍। ଇସ୍ୱର୍ ଦାସ୍ମଃନାର୍ ଅଃଦିକାର୍ ଆର୍ ମୁୟ୍ ଦିଲା ସେମଃନାର୍ ଦଃର୍ମ୍, ଇରି ଇସ୍ୱର୍ କଃଉଁଲା।
ରାତିବଃଳ୍ ମର୍ ଜିବନ୍ ତକେ ଆସା କଃରୁଲି ଆର୍ ମର୍ ବିତ୍ରାର୍ ଆତ୍ମା ସଃଙ୍ଗ୍ ତକେ କଜେଦ୍; କାୟିତାକ୍ ବଃଲେକ୍ ହୁର୍ତିବିୟେ ତର୍ ସାସନ୍ ସଃବୁ ଦଃକାଜାୟିଦ୍ ଜଃଗତ୍ବାସିମଃନ୍ ଦଃର୍ମ୍ ସିକ୍ୟା କଃର୍ତି।
ବିବା ସଃବୁ ଲକାର୍ ବିତ୍ରେ ମାନ୍ତିର୍ ଅଃଉଅ ଆର୍ ମାୟ୍ଜିଅଃଣ୍ଡ୍ରା ସଃଉତାର୍ ନିର୍ମୁଳ୍ ଅଃଉଅ, କାୟିତାକ୍ବଃଲେକ୍ ଇସ୍ୱର୍ ଗଃଗାଳାର୍ ସୁକ୍ ଲଳ୍ତା ଲକାର୍ ଆର୍ ଦାରିମଃନାର୍ ବିଚାର୍ କଃରେଦ୍ ।
ମାନାୟ୍ର୍ ସଃବୁ ବାଟ୍ ତାର୍ ଆକାୟ୍ ଟିକ୍, ମଃତର୍ ଇସ୍ୱର୍ ମଃନାର୍ କଃତା ତୁଳେଦ୍।
ହୁଜାଦେତା ବାଦୁଲେ ନ୍ୟାୟି ବଃଲ୍ବିଚାର୍ ମାପୁର୍ ଅଃଦିକ୍ ବଃଲ୍ହାୟିଦ୍।
"ମୁଁୟ୍ ତୁମିକେ କଃଉଁଲେ, ଲକ୍ମଃନ୍ ଜଃତେକ୍ ଅଃଳ୍ସିଆ ଲାବ୍ ନୟ୍ଲା କଃତା କଃଉତି, ବିଚାର୍ ଦିନ୍ ସେମଃନ୍ ସେତିର୍ ଉତୁର୍ ଦେତି ।
ଜୁୟ୍ଲକ୍ ସଃତ୍ କଃରି ବାପ୍ତିସମ୍ ନଃୟ୍ଦ୍, ସେ ହାହେହୁଣି ମୁକ୍ତି ହାୟ୍ଦ୍; ମଃତର୍ ଜୁୟ୍ଲକ୍ ଅବିସ୍ୱାସ୍ କଃରେଦ୍, ସେ ଦସି ଆର୍ ଦଃଣ୍ଡ୍ ହାୟ୍ଦ୍ ।
ଏ ବେଣ୍ଡିଆଲକ୍, ତୁମି ତୁମାର୍ ବେଣ୍ଡିଆବଃଳ୍ ସଃର୍ଦାକଃରା ଆର୍ ବେଣ୍ଡିଆବଃଳ୍ ତୁମାର୍ ହୁର୍ଦ୍ ତୁମିକେ ସଃର୍ଦାକଃରା, ଆରେକ୍ ନିଜାର୍ ଚାଲ୍ତିୟେ ଆର୍ ନିଜାର୍ ଆକିୟେ ଦଃକ୍ଣେ ଚାଲା; ମଃତର୍ ମାପୁର୍ ଇ ସଃବୁ ବିସୟ୍କେ ଦଃରି ତୁମିକେ ବିଚାରେ ଆଣେଦ୍, ଇରିସଃବୁ ତୁମି ଜାଣିରିଆ।
ବଃଲେକ୍ ଉବା ଜଃନ୍କଃରି ନିଜେ ଜିବନ୍, ସେରଃକମ୍ ହୟ୍ସିକ୍ ହେଁ ନିଜେ ଜିବନାର୍ ମୁଳ୍ ଅଃଉଁକେ ଦଃୟ୍ଆଚେ । ଆର୍ ସେ ନଃରାର୍ ହୟିସି ଅୟ୍ଲାକ୍, ଇସ୍ୱର୍ ତାକ୍ ବିଚାର୍ କଃରୁକେ ଅଃଦିକାର୍ ଦିଲା ।
"ଆରେକ୍, ବିନ୍ ଲକାର୍ ବିଚାର୍ କଃରାନାୟ୍, ତଃବେ ଇସ୍ୱର୍ ତୁମିକେ ବିଚାର୍ ନଃକେରେ; ଦସି କଃରା ନାୟ୍, ତଃବେ ମାପୁର୍ ହେଁ ତୁମିକେ ଦସି ନଃକେରେ । କେମା କଃରା, ତଃବେ ତୁମିକେ ହେଁ ଇସ୍ୱର୍ କେମା କଃରେଦ୍;