Julgamento
O julgamento pertence a Deus. A Bíblia adverte contra o juízo precipitado entre irmãos e revela que Cristo é o juiz justo que julgará vivos e mortos com perfeita equidade.
Não julgueis
Jesus disse: não julgueis para que não sejais julgados. Com o juízo com que julgais, sereis julgados.
ବିନ୍ ଲକର୍ ଦସ୍ କଜି ବୁଲାନାଇ । ତାକର୍ ବିଚାରର୍ ଦସ୍ ନ ଦାର୍ଲେ, ପର୍ମେସର୍ ତମର୍ ଦସ୍ ନ ଦାରେ ।
ବିନ୍ ଲକର୍ ଦସ୍ କଜି ବୁଲାନାଇ । ତାକର୍ ବିଚାରର୍ ଦସ୍ ନ ଦାର୍ଲେ, ପର୍ମେସର୍ ତମର୍ ଦସ୍ ନ ଦାରେ । କାଇକେବଇଲେ ତମେ ବିନ୍ ଲକର୍ ଦସ୍ ଜେନ୍ତି ବିଚାର୍ କର୍ତେରଇସା, ସେନ୍ତାରିସେ ପର୍ମେସର୍ ତମର୍ ବିଚାର୍ କର୍ସି । ତମେ ବିନ୍ ଲକ୍ମନ୍କେ ଜନ୍ ନିୟମ୍ କର୍ସା, ପର୍ମେସର୍ ତମ୍କେ ସେ ନିୟମ୍ କର୍ସି ।
ବିନ୍ ଲକର୍ ଦସ୍ କଜି ବୁଲାନାଇ । ତାକର୍ ବିଚାରର୍ ଦସ୍ ନ ଦାର୍ଲେ, ପର୍ମେସର୍ ତମର୍ ଦସ୍ ନ ଦାରେ । କାଇକେବଇଲେ ତମେ ବିନ୍ ଲକର୍ ଦସ୍ ଜେନ୍ତି ବିଚାର୍ କର୍ତେରଇସା, ସେନ୍ତାରିସେ ପର୍ମେସର୍ ତମର୍ ବିଚାର୍ କର୍ସି । ତମେ ବିନ୍ ଲକ୍ମନ୍କେ ଜନ୍ ନିୟମ୍ କର୍ସା, ପର୍ମେସର୍ ତମ୍କେ ସେ ନିୟମ୍ କର୍ସି । ତମର୍ ଆଁକିତେଇ ବଡ୍ କାଚ୍ରା ରଇଲେ ମିସା, କାଇକେ ତମର୍ ବାଇର୍ ଆଁକିଟାନେ ରଇବା କାଚ୍ରା, ନିକସଙ୍ଗ୍ ଦେକ୍ଲାସ୍ନି ? ନିଜର୍ ଆଁକିତେଇ ବଡ୍ କାଚ୍ରା ରଉରଉ ତମେ କାଇ ସାଆସେ ତମର୍ ବାଇର୍ ଆଁକିତେଇ ରଇବା କାଚ୍ରା ବାର୍କରାଇ ଦେବି ବଲି କଇଲାସ୍ନି ? ଏରେ କୁଟିଆଲ୍ମନ୍ ! ଆଗେ ନିଜର୍ ଆଁକିତେଇ ରଇଲା କାଚ୍ରା ବାର୍କରାଇ ପାକା, ତାର୍ ପଚେ ନିଜର୍ ବାଇର୍ ଆଁକିତେଇ ରଇବା କାଚ୍ରା ବାର୍କରାଇବାକେ ନିମାନ୍ କରି ଦେକି ପାରାସ୍ ।
ତମର୍ ଆଁକିତେଇ ବଡ୍ କାଚ୍ରା ରଇଲେ ମିସା, କାଇକେ ତମର୍ ବାଇର୍ ଆଁକିଟାନେ ରଇବା କାଚ୍ରା, ନିକସଙ୍ଗ୍ ଦେକ୍ଲାସ୍ନି ?
"ବିନ୍ଲକର୍ ବିଚାର୍ କରାନାଇ, ସେନ୍ତାର୍କଲେ ପର୍ମେସର୍ ତମ୍କେ ବିଚାର୍ କର୍ସି । ଦସ୍ ନ ଦିଆସ୍, ସେନ୍ତାର୍କଲେ ପର୍ମେସର୍ ତମ୍କେ ଦସ୍ ନ ଦାରେ । କେମା କରା, ସେନ୍ତାର୍କଲେ ତମ୍କେ କେମା ମିଲ୍ସି ।
"ବିନ୍ଲକର୍ ବିଚାର୍ କରାନାଇ, ସେନ୍ତାର୍କଲେ ପର୍ମେସର୍ ତମ୍କେ ବିଚାର୍ କର୍ସି । ଦସ୍ ନ ଦିଆସ୍, ସେନ୍ତାର୍କଲେ ପର୍ମେସର୍ ତମ୍କେ ଦସ୍ ନ ଦାରେ । କେମା କରା, ସେନ୍ତାର୍କଲେ ତମ୍କେ କେମା ମିଲ୍ସି ।
"ବିନ୍ଲକର୍ ବିଚାର୍ କରାନାଇ, ସେନ୍ତାର୍କଲେ ପର୍ମେସର୍ ତମ୍କେ ବିଚାର୍ କର୍ସି । ଦସ୍ ନ ଦିଆସ୍, ସେନ୍ତାର୍କଲେ ପର୍ମେସର୍ ତମ୍କେ ଦସ୍ ନ ଦାରେ । କେମା କରା, ସେନ୍ତାର୍କଲେ ତମ୍କେ କେମା ମିଲ୍ସି । ବିନ୍ ଲକ୍କେ ଦାନ୍ କରା, ସେନ୍ତାର୍କଲେ ପର୍ମେସର୍ ତମ୍କେ ଦାନ୍ ଦେଇସି, ଲକ୍ମନ୍ ମାନ୍ଟାନେ କାଦି ପୁରୁନ୍କରି ତାକେ ଚାପି ଜୁଲାଇ, ଉଚ୍ଲାଇକରି, ତମର୍ ଅଁଟିତେଇ ଦେବାଇ, କାଇକେବଇଲେ ଜନ୍ ଇସାବେ ତମେ ନାପ୍ସା, ସେ ଇସାବେ ସେ ତମ୍କେ ନାପି ଦିଆଅଇସି ।"
Julgar com justiça
Quando precisar avaliar, julgue segundo a justa aparência. Não julgue pela carne, mas pelo Espírito e pela verdade.
ବାଇରର୍ ବିସଇ ଦେକିକରି କାଇ ବିଚାର୍ କରାନାଇ । ଜନ୍ଟା ଟିକ୍, ସେ ଇସାବେ ବିଚାର୍ କରା ।"
ଆରି ତମେ ମକେ ଲକ୍ମନର୍ ଇସାବେ ବିଚାର୍ କଲାସ୍ନି । ମାତର୍ ମୁଇ କାକେ ବିଚାର୍ ନ କରି । ଜଦି ମୁଇ ବିଚାର୍ କର୍ତି ବଇଲେ ମର୍ ବିଚାର୍ ପୁରାପୁରୁନ୍ ଟିକ୍ ଅଇତା । କାଇକେ ବଇଲେ ମୁଇ ଗଟେକ୍ ଲକ୍ ନାଇ, ମାତର୍ ମକେ ପାଟାଇରଇବା ମର୍ ବାବା ମିସା ମର୍ ସଙ୍ଗ୍ ମିସ୍ତେ ଆଚେ ।
ପର୍ମେସର୍ ତାର୍ ପିଲାକେ ଏ ଦୁନିଆଇ ବିଚାର୍ କର୍ବାକେ ପାଟାଏନାଇ, ମାତର୍ ତାର୍ ଲାଗି ଦୁନିଆ ରକିଆ ପାଅ ବଲି ପାଟାଇ ଆଚେ ।
କେ ପର୍ମେସରର୍ ପିଲାକେ ବିସ୍ବାସ୍ କଲାନି ତାର୍ ବିଚାର୍ନା ନଏଁଁ । ମାତର୍ ଜେ ପର୍ମେସରର୍ ପିଲାକେ ବିସ୍ବାସ୍ କରେନାଇ ତାର୍ ବିଚାର୍ନା ଅଇସାର୍ଲାବେ । କାଇକେବଇଲେ ସେ ଗଟେକ୍ ବଲି ପିଲାକେ ବିସ୍ବାସ୍ କରେନାଇ ।
କେ ପର୍ମେସରର୍ ପିଲାକେ ବିସ୍ବାସ୍ କଲାନି ତାର୍ ବିଚାର୍ନା ନଏଁଁ । ମାତର୍ ଜେ ପର୍ମେସରର୍ ପିଲାକେ ବିସ୍ବାସ୍ କରେନାଇ ତାର୍ ବିଚାର୍ନା ଅଇସାର୍ଲାବେ । କାଇକେବଇଲେ ସେ ଗଟେକ୍ ବଲି ପିଲାକେ ବିସ୍ବାସ୍ କରେନାଇ । ଆରି ସେ ବିଚାର୍ନା ଏନ୍ତି ଅଇସି, ସର୍ଗେ ଅନି ଉଜଲ୍ ଏ ଦୁନିଆଇ ଆସିରଇଲା । ମାତର୍ ଏ ଦୁନିଆର୍ ଲକ୍ମନ୍ ସେ ଉଜଲେଅନି ଆନ୍ଦାର୍କେ ବେସି ମନ୍ କଲାଇ । କାଇକେବଇଲେ ସେମନ୍ କର୍ବା କାମ୍ ସବୁ ବେସି କାରାପ୍ ।
ମିଚ୍କାତା ତେଇ ଅନି ନିଜ୍କେ ଦୁରିକେ ରୁଆ, ଦସ୍ ନ କଲା ଲକ୍କେ ଆରି ଦରମ୍ କର୍ବା ଲକ୍କେ ନସ୍ଟ କରାନାଇ, କାଇକେବଇଲେ କରାପ୍ ଲକ୍କେ ବଲ୍ ବିଚାର୍ ନ କରୁ ।
O tribunal de Cristo
Todos compareceremos diante do tribunal de Cristo para prestar contas. Cada um dará conta de si mesmo a Deus.
ଆମେ ସବୁଲକ୍ କିରିସ୍ଟର୍ ମୁଆଟେ ଆଇବାକେ ପଡ୍ସି । କାଇକେବଇଲେ ସେ ଆମର୍ କାମ୍ ବିଚାର୍ କର୍ସି । ଏ ଜଗତେ ରଇକରି ଆମେ ଜନ୍ଟା କଲୁଆଚୁ, ସେଟା ନିକ ଅ କି ନ ଅ, ସେ ଇସାବେ ଆମ୍କେ ଗଟେକ୍ ଗଟେକ୍ ଲକ୍କେ ବୁତି ମିଲ୍ସି ।
ତେବେ ତମେ କାଇକେ ଅବ୍କା ସାଗ୍ଡାଲ୍ କାଇବା ବାଇମନ୍କେ ବିଚାର୍ କଲାସ୍ନି ? ଆରି ଜନ୍ଲକ୍ମନ୍ ସବୁ ରକାମ୍ କାଦି କାଇଲାସ୍ନି, ଅବ୍କା ସାଗ୍ଡାଲ୍ କାଇବା ଲକ୍ମନ୍କେ କାଇକେ ଗିନ୍ କଲାସ୍ନି ? କାଇକେବଇଲେ ଆମେ ସବୁଲକ୍ ପରମେସରର୍ ମୁଆଟେ ଟିଆ ଅଇଲେ, ସେ ଆମ୍କେ ବିଚାର୍ କର୍ସି । କାଇକେବଇଲେ ସାସ୍ତରେ ଲେକାଆଚେ,
"ମାପ୍ରୁ କଇଲାନି, ମୁଇ ଜିବନ୍ ରଇବା ପରମେସର୍, ତେବର୍ପାଇ ସବୁ ମୁନୁସ୍ଜାତି ମର୍ ମୁଆଟେ ମାଣ୍ଡିକୁଟା ଦେବାଇ ।
ମୁଇ ପରମେସର୍ ବଲି ସବୁ ଲକ୍ ନାମ୍ବାଇ ।"
ସେବେଲେ ଆମେ ସବୁ ଲକ୍ ପରମେସରର୍ ଲଗେ ଟିଆଅଇ ଆମେ କରିରଇବା କାମର୍ ଇସାବ୍ ଦେବାକେ ପଡ୍ସି ।
ସେଟାର୍ ପାଇ ତମର୍ ବିତ୍ରେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ବିଚାର୍ କରାନାଇ । ତାର୍ ବାଦୁଲେ ଆମର୍ ବାଇମନର୍ ଚଲାଚଲ୍ତିତେଇ ବିନ୍ ଲକ୍କେ ପାପ୍ କରାଇବା କାଇମିସା ବିସଇ ଆଚେ କି ନାଇ, ସେଟା ଆମେ ନିଜେ ଦେକ୍ବାର୍ ଆଚେ ।
ସେଟାର୍ ପାଇ ତମର୍ ବିତ୍ରେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ବିଚାର୍ କରାନାଇ । ତାର୍ ବାଦୁଲେ ଆମର୍ ବାଇମନର୍ ଚଲାଚଲ୍ତିତେଇ ବିନ୍ ଲକ୍କେ ପାପ୍ କରାଇବା କାଇମିସା ବିସଇ ଆଚେ କି ନାଇ, ସେଟା ଆମେ ନିଜେ ଦେକ୍ବାର୍ ଆଚେ ।
ବିନ୍ ଲକର୍ ଦାଙ୍ଗ୍ଡାମନ୍କେ ଆମେ ବିଚାର୍ କର୍ବାର୍ ନାଇ । କାଇକେବଇଲେ ସେମନ୍ କର୍ବା କାମ୍ କଲାଇ ଆଚତ୍ କି ନାଇ ବଲି ତାକର୍ ସାଉକାର୍ ଦେକ୍ସି । ଆରି ପର୍ମେସର୍ ଜନ୍ଟା ମନ୍ କଲାନି, ସେମନ୍ ସେଟା କର୍ବାଇ । କାଇକେବଇଲେ ପର୍ମେସର୍ ସେମନ୍କେ ସାଇଜ କଲାନି ।
ଜନ୍ ଲକ୍ମନ୍ ସବୁଜାକ କାଇବାଇ, ସେମନ୍ ଆମେ ଅବ୍କା ସାଗ୍ଡାଲ୍ କାଇବା ଲକର୍ଟାନେଅନି ବଡ୍ ବଲି ବାବ୍ବାର୍ ନାଇ । ସେନ୍ତାରିସେ ଜନ୍ଲକ୍ମନ୍ ଅବ୍କା ସାଗ୍ଡାଲ୍ସେ କାଇବାଇ, ସେମନ୍ ଆମେ ସବୁରକାମର୍ କାଦିକାଇବା ଲକ୍ମନର୍ଟାନେଅନି ବଡ୍ ବଲି ବାବ୍ବାର୍ନାଇ । କାଇକେବଇଲେ ପର୍ମେସର୍ ଦୁଇ ଦଲର୍ ଲକ୍ମନ୍କେ ମିସା ବାଚ୍ଲା ଆଚେ ।
ତେବେ ଏ ମର୍ ମଇତର୍ମନ୍, ତମେ କାଇ ବିନ୍ ଲକର୍ ବିଚାର୍ କଲାସ୍ନି କି ? ତମେ ଜେ ଅଇରଇଲେ ମିସା, ଏନ୍ତି କର୍ବାଟା ଟିକ୍ ନଏଁ । ବିନ୍ ଲକର୍ ଦସ୍ଦାରି ତମେ ଜଦି ନିଜେ ସେ ଦସ୍ କର୍ତେ ରଇସା ବଇଲେ, ତମେ ନିଜେ, ନିଜ୍କେ ଦସି ବଲାଇ ଅଇଲାସ୍ନି ।
ତେବେ ଏ ମର୍ ମଇତର୍ମନ୍, ତମେ କାଇ ବିନ୍ ଲକର୍ ବିଚାର୍ କଲାସ୍ନି କି ? ତମେ ଜେ ଅଇରଇଲେ ମିସା, ଏନ୍ତି କର୍ବାଟା ଟିକ୍ ନଏଁ । ବିନ୍ ଲକର୍ ଦସ୍ଦାରି ତମେ ଜଦି ନିଜେ ସେ ଦସ୍ କର୍ତେ ରଇସା ବଇଲେ, ତମେ ନିଜେ, ନିଜ୍କେ ଦସି ବଲାଇ ଅଇଲାସ୍ନି । ଆମେ ଜାନୁ, ପରମେସର୍ ଏନ୍ତି କର୍ତେ ରଇବା ଲକ୍ମନ୍କେ ଟିକ୍ ସଙ୍ଗ୍ ବିଚାର୍ କର୍ସି । ଜନ୍ କାରାପ୍ କାମର୍ ଲାଗି ତମେ ବିନ୍ ଲକ୍ମନର୍ ଦସ୍ ଦାର୍ଲାସ୍ନି, ସେଟା ତମେ ନିଜେ କର୍ତେ ରଇସା, ସେଟାର୍ ପାଇ ତମେ ପରମେସରର୍ ବିଚାର୍ ଜାଗାଇ ଟିଆ ନଉଁ ବଲି ବାବ୍ଲାସ୍ନି କି ?
ଜିଉଦି ନଇଲା ଲକ୍ମନ୍, ମସା ଲେକ୍ଲା ନିୟମ୍ ପାଅତ୍ ନାଇ । ନିୟମ୍ ନ ପାଇ ପାପ୍ କଲାଇ, ସେମନ୍ ନିୟମ୍ ନ ଅଇତେ କୁରୁପ୍ନାସ୍ ଅଇବାଇ । ଆରି ଗଟେକ୍ବାଟେ ଜିଉଦିମନ୍ ନିୟମ୍ ଜାନିକରି ମିସା, ପାପ୍ କଲାଇ, ସେମନ୍ ସେ ନିୟମ୍ ଇସାବେ ଡଣ୍ଡ୍ ପାଇବାଇ ।
ଜନ୍ ଦିନେ ପରମେସର୍ ଜିସୁକିରିସ୍ଟର୍ ଟାନେଅନି ମୁନୁସର୍ ବିତ୍ରେ ଲୁଚ୍ଲା ବିସଇମନ୍ ବିଚାର୍ କର୍ସି, ସେ ଦିନେ ମୁଇ ଜାନାଇ ରଇଲା ସୁବ୍କବର୍ ଇସାବେ ଏ ସବୁ ଗଟ୍ସି ।
ତେବେ ଆମେ ଜେତ୍କି ଲକ୍ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ଆଚୁ, ଆମର୍ପାଇଁ ଆରି ପର୍ମେସରର୍ ଡଣ୍ଡ୍ ନାଇ । ଜିସୁ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ ସୁକଲ୍ଆତ୍ମା ଆମ୍କେ ନୁଆ ଜିବନ୍ ଦେଲାଆଚେ । ତେଇଅନି, ପାପ୍ କଲେ ମର୍ବା ନିୟମେଅନି, ଆମ୍କେ ମୁକ୍ଲାଇ ଆଚେ ।
ପାପ୍ କାମର୍ ବୁତି ଅଇଲାନି ମରନ୍, ମାତର୍ ପରମେସର୍ ଜାଚାଇକରି ଦାନ୍ ଦେଇଆଚେ । ସେଟା ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ମିଲାଇରଇବା ନ ସାର୍ବା ଜିବନ୍ ।
Deus é o juiz
O Senhor julgará o mundo com justiça. O juízo de Deus é verdadeiro e justo — Ele conhece todos os segredos do coração humano.
ଜେନ୍ତିକି ପର୍ମେସର୍ ସବୁଜାକ କରି ରଇବା କାମ୍, ବଲ୍କି ମନ୍ଦ୍ ସବୁଜାକ ମନର୍ ବିସଇକେ ବିଚାରେ ଆନ୍ସି ।
ମୁଇ ଦେକ୍ଲି, କେତେଟା ରାଜାର୍ ସିଆଁସନ୍ ତିଆର୍ ଅଇଲା,
ଆରି ବେସି ଦିନର୍ ଡକ୍ରା ଲକ୍ ତେଇ ବସ୍ଲା ।
ତାର୍ ପିନ୍ଦ୍ଲା ବସ୍ତର୍ ସୁକଲ୍ଟା,
ଆରି ତାର୍ ମୁଣ୍ଡର୍ ଚେଣ୍ଡି ଏକ୍ବାର୍ ନିର୍ମଲ୍ ରଇଲା ।
ତାର୍ ରାଜ୍ଗାଦି ଜଇ ଲାଗ୍ଲା ପାରା
ଆରି କିନ୍ଦର୍ବା ପାନି; ଜୟ୍ପାରା ।
ତାର୍ ଆଗ୍ତୁ ଜଇ ଗାଡ୍ପାରା ଅଇ ଆଇଲା;
ଅଜାର୍ ଅଜାର୍ ଲକ୍ ତାର୍ ସେବା କଲାଇ
ଲକିଅଲକିଅ ଲକ୍ ତାର୍ ଲଗେ ଆସି ଟିଆ ଅଇଲାଇ ।
ବିଚାର୍ ସବାଇ ବିଚାର୍ ଅଇଲା
ଆରି ବଇମନ୍ ଉଲ୍ଟାଇଲାଇ ।
ତାର୍ପଚେ ମୁଇ ଜେତ୍କି ମଲା ବଡ୍ ସାନ୍ ଲକ୍କେ ଦେକ୍ଲି । ସେମନ୍ ବସ୍ବା ଜାଗାର୍ ମୁଆଟେ ଟିଆଅଇରଇବାଟା ମୁଇ ଦେକ୍ଲି । ବଇମନ୍ ଉଗାଡି ଅଇଲା, ଜିବନ୍ ରଇବା ଲକ୍ମନର୍ ବଇ ମିସା ଉଗାଡି ଅଇଲା । ସେମନ୍ କଲା କାମ୍ ଇସାବେ ମଲା ଲକ୍ମନ୍କେ ବିଚାର୍ କଲାଇ । ସେମନ୍ କରିରଇବା କାମ୍ମନ୍ ବଇଟାନେ ଆଗ୍ତୁଅନି ଲେକା ଅଇରଇଲା ।
ତାର୍ପଚେ ମୁଇ ଜେତ୍କି ମଲା ବଡ୍ ସାନ୍ ଲକ୍କେ ଦେକ୍ଲି । ସେମନ୍ ବସ୍ବା ଜାଗାର୍ ମୁଆଟେ ଟିଆଅଇରଇବାଟା ମୁଇ ଦେକ୍ଲି । ବଇମନ୍ ଉଗାଡି ଅଇଲା, ଜିବନ୍ ରଇବା ଲକ୍ମନର୍ ବଇ ମିସା ଉଗାଡି ଅଇଲା । ସେମନ୍ କଲା କାମ୍ ଇସାବେ ମଲା ଲକ୍ମନ୍କେ ବିଚାର୍ କଲାଇ । ସେମନ୍ କରିରଇବା କାମ୍ମନ୍ ବଇଟାନେ ଆଗ୍ତୁଅନି ଲେକା ଅଇରଇଲା । ତାର୍ ପଚେ ସମ୍ଦୁରେ ଜେତ୍କିଲକ୍ ମରିରଇଲାଇ, ସେମନ୍ ବାରଇଆଇଲାଇ । ମରନ୍ ଆରି ପାତାଲ୍ ମିସା ସେମନ୍ ଦାରିରଇବା ମଲାଲକ୍ମନ୍କେ ଚାଡିଦେଲାଇ । ସେମନ୍କେ ସବୁକେ କରିରଇବା କାମ୍ ଇସାବେ ବିଚାର୍ନା କଲାଇ ।
Discernimento e graça
Temos um advogado junto ao Pai — Jesus Cristo. Não há condenação para os que estão em Cristo. Prove os espíritos.
ଏ ମର୍ ପିଲାଟକି ପାରା ଅଇରଇବା ଲକ୍ମନ୍, ତମ୍କେ ମୁଇ ଏଟା ଲେକ୍ଲିନି । ଜେନ୍ତିକି ତମେ ପାପ୍ ନ କରାସ୍ । ମାତର୍ କେ ଜଦି ପାପ୍ କଲେ ଆମର୍ ବାବା ପର୍ମେସରର୍ ମୁଆଟେ ଟିଆଅଇରଇବା ଗଟେକ୍ ଲକ୍ ଆମର୍ ପାଇ ଗୁଆରି କଲାନି । ସେ ଅଇଲାନି ଜିସୁକିରିସ୍ଟ । ପର୍ମେସର୍ ଦେକ୍ବା ଇସାବେ ସେ ପୁରାପୁରୁନ୍ ସତ୍ଆଚେ ।
ଏ ଆଲାଦର୍ ବାଇବଇନିମନ୍, ଜଦି କେ ମିସା ପର୍ମେସରର୍ ଆତ୍ମା ମର୍ଟାନେ ଆଚେ, ବଲି କଇବା ଲକ୍ମନର୍ କାତା ବିସ୍ବାସ୍ କର୍ବାର୍ ନାଇ । ମାତର୍ ସେନ୍ତାରି ଲକର୍ଟାନେ ସତଇସେ ପର୍ମେସରର୍ ଆତ୍ମା ଆଚେ କି ନାଇ ଜାନ୍ବାକେ ମନ୍ଦିଆନ୍ ଦେଇ ସେ କଇବା କାତା ପରିକା କର୍ବାର୍ ଆଚେ । କାଇକେବଇଲେ ମିଚ୍ କାତା ସିକାଉମନ୍ ବେସି ଲକ୍ ବାରଇଆଚତ୍ । ପର୍ମେସରର୍ ଟାନେଅନି ମିଲାଇଲା କବର୍ ବଲି ସବୁବାଟେ ଗାଲାଇ ଆଚତ୍ ।
ସେଟାର୍ପାଇଁ ତମେ କାକେ ମିସା କାଇ ବିସଇ ନେଇ ବିଚାର୍ କରାନାଇ । କାଇକେବଇଲେ ବିଚାର୍ନା କର୍ବାକେ ବେଲା ଅଏ ନାଇତା । ମାପ୍ରୁ ବିଚାର୍ନା କର୍ବାକେ ଆଇବାଜାକ ଜାଗା । ମାପ୍ରୁ ଆଇଲେ ଆକା ସାରାସାରି ବିଚାର୍ନା ଅଇସି । ସେ ଆନ୍ଦାର୍ ବିତ୍ରେ ଲୁଚ୍ତେ ରଇଲା ସବୁ ବିସଇ ଉଜଲେ ଦେକାଇ ଦେଇସି । ଆରି ଲକ୍ମନର୍ ମନ୍ ବିତ୍ରର୍ କାତା ସବୁ ଦେକାଇ ଦେଇସି । ସେଡ୍କି ବେଲେ ସବୁଲକ୍ ପର୍ମେସରର୍ ଟାନେଅନି ଲାଡ୍ ପାଇବାଇ ।
ଜଦି ତମର୍ ବିତ୍ରେ ଗଟେକ୍ ବିସ୍ବାସି ବାଇକେ ଆରି ଗଟେକ୍ ବିସ୍ବାସି ବାଇର୍ ବିରୁଦେ କାତା ରଇଲେ, ସେଟା ବିଚାର୍ କର୍ବାକେ ବିସ୍ବାସ୍ ନ କଲା ବିଚାର୍କାରିଆର୍ ଲଗେ ଜାଆ ନାଇ । ତାର୍ ବାଦୁଲେ ବିସ୍ବାସିମନ୍ ସେଟା ବିଚାର୍ କରତ୍ । ମନେ ରଅ, ପର୍ମେସରର୍ ଲକ୍ମନ୍ ଜଗତର୍ ଲକ୍ମନର୍ ବିଚାର୍ କର୍ବାଇ । ସେନ୍ତାର୍ଆଲେ, ଏ ଗଟେକ୍ ସାନ୍ ବିସଇ ବିଚାର୍ କରିନାପାରାସ୍ କି ? ଏଦେ ସୁନା ! ଦିନେକ୍ ଆମେ ସରଗର୍ ଦୁତ୍ମନ୍କେ ବିଚାର୍ କର୍ବୁ । ତେବେ ଏ ଜିବନେ ଆଇବା ସାନ୍ ସାନ୍ ବିସଇ ବିଚାର୍ କର୍ବାକେ ଅଦିକ୍ ସଅଜ୍ ନଏଁ କି ? ଜଦି ବିନ୍ ବିସ୍ବାସି ମନର୍ ସଙ୍ଗ୍ ଲାଗାଜଡା ଅଇଲେ ରାଜିନାମା କର୍ବାକେ ତମର୍ ମଣ୍ଡଲି ବିତ୍ରେ ବିସ୍ବାସ୍ ଇସାବେ ସନ୍ମାନ୍ ନ ପାଇବା ଲକର୍ଟାନେ କାଇକେ ଗାଲାସ୍ନି ? ମୁଇ ତମ୍କେ ଲାଜ୍କରାଇବାକେ ଏ କାତା ଲେକିଆଚି । ବିସ୍ବାସି ବାଇ ବାଇ ବିତ୍ରେ କିରମାର ଅଇଲାଟା ରାଜିନାମା କର୍ବାକେ ସତଇସେ ତମର୍ ବିତ୍ରେ ଗଟେକ୍ ମିସା ବୁଦି ରଇଲା ଲକ୍ ନାଇ କି ?
ମନେ ରଅ, ପର୍ମେସରର୍ ଲକ୍ମନ୍ ଜଗତର୍ ଲକ୍ମନର୍ ବିଚାର୍ କର୍ବାଇ । ସେନ୍ତାର୍ଆଲେ, ଏ ଗଟେକ୍ ସାନ୍ ବିସଇ ବିଚାର୍ କରିନାପାରାସ୍ କି ? ଏଦେ ସୁନା ! ଦିନେକ୍ ଆମେ ସରଗର୍ ଦୁତ୍ମନ୍କେ ବିଚାର୍ କର୍ବୁ । ତେବେ ଏ ଜିବନେ ଆଇବା ସାନ୍ ସାନ୍ ବିସଇ ବିଚାର୍ କର୍ବାକେ ଅଦିକ୍ ସଅଜ୍ ନଏଁ କି ?
ମୁଇ କସ୍ଟ ମୁର୍ଚିକରି ଗାଗଡ୍ ମେଲା ଚାଡିନାଇ । କାଇକେ ବଇଲେ ବିନ୍ ଲକ୍ମନର୍ ଲଗେ ସୁବ୍କବର୍ ଜାନାଇରଇଲେ ମିସା ମକେ ଜେନ୍ତିକି ନାଇବଲିକରି ନ କଅତ୍ ।
ଆରାଜିତାଟାନେ ମୁଇ ନିକସଙ୍ଗ୍ ଜୁଇଦ୍ କଲିଆଚି । ଜେତ୍କି ପାଲାଇବାର୍ ରଇଲା ମୁଇ ନିକସଙ୍ଗ୍ ସାରାଇଲି । ଆରି ମୁଇ ମର୍ ବିସ୍ବାସ୍ ଆରାଇନାଇ । ଏବେ ସର୍ଗେ ମର୍ପାଇ ଜିତ୍ଲା ମୁକୁଟ୍ ସଙ୍ଗଇଆଚେ । ଏ ମୁକୁଟ୍ ପର୍ମେସରର୍ ମୁଆଟେ ମୁଇ ଦରମ୍ ସଙ୍ଗ୍ ଚଲାଚଲ୍ତି କଲାର୍ପାଇ ଆଚେ । ମାପ୍ରୁ ଜେ କି କାକେ ଅନିଆଇ ନ କରି ବିଚାର୍ କର୍ସି, ତାର୍ ବିଚାର୍ନା ଦିନେ ସେ ମୁକୁଟ୍ ମକେ ପୁରୁସ୍କାର୍ ଇସାବେ ଦେଇସି । ସେଟା ଅବ୍କା ମର୍ପାଇ ନାଇ, ମାତର୍ ଜେତ୍କି ଲକ୍ ସେ ବାଉଡି ଆଇବାଟା ଜାଗିଆଚତ୍, ସେମନ୍କେ ସବୁକେ ଦେଇସି ।
ସେନ୍ତାର୍ ଆଲେ ଦରମ୍ ଲକ୍ମନ୍କେ ପର୍ମେସର୍ ତାକର୍ ଦୁକ୍ କସ୍ଟ ତେଇଅନି ଆରି ଆଇବା ପରିକାଇ ଅନି ରକିଆ କର୍ସି । ଆରି କାରାପ୍ ଲକ୍ମନ୍କେ ସେ ସବୁ ଲକ୍କେ ବିଚାର୍ କର୍ବା ଦିନ୍ ଜାକ ଡଣ୍ଡ୍ଦେଇ ସଙ୍ଗଇସି ।
ଏ ମର୍ ବାଇବଇନିମନ୍, ନିଜର୍ ନିଜର୍ ବିତ୍ରେ କୁଟ୍ କାତା କୁଆ ନାଇ । ଜଦି ବିସ୍ବାସି ବାଇମନର୍ ବିରୁଦେ କୁଟ୍ କାତା କଇ ତାକେ ଦସ୍ ଦେଇସା, ତମେ ପର୍ମେସରର୍ ନିୟମ୍ ବିରୁଦେ କାତା ଅଇଲାସ୍ନି । ଆରି ତାର୍ ନିୟମ୍କେ ବିଚାର୍ କଲାସ୍ନି । ପର୍ମେସରର୍ ନିୟମ୍ ବିଚାର୍ କଲେ, ତମେ ତାର୍ ଆଦେସ୍ ମାନାସ୍ ନାଇ । ମାତର୍ ବିଚାର୍କାରିଆ ଇସାବେ ରଇଲାସ୍ନି । ପର୍ମେସର୍ସେ ନିୟମ୍ ଦେଇପାର୍ସି । ସେ ସେ ଆମ୍କେ ବିଚାର୍ କରିପାର୍ସି । ସେ ସେ ଲକ୍ମନ୍କେ ରକିଆ କରିପାର୍ସି ଆରି ସେ ସେ କୁରୁପ୍ନାସ୍ କରିପାର୍ସି । ମାତର୍ ତମେ କେ ଜେ, ବିନ୍ ଲକର୍ ବିଚାର୍ କରିପାରାସ୍ ?
ଏ ମର୍ ବାଇବଇନିମନ୍, ତମେ କାତା ଦେଲା ବେଲେ ରାନ୍ ନିୟମ୍ ପାକାଆ ନାଇ । ସରଗର୍ କି ଏ ଜଗତର୍ ନାଉଁ ଦାରିକରି କାଇ ବିସଇ ରାନ୍ ପାକାଆ ନାଇ । ତମର୍ ଅଇବା କାତାଆଲେ " ଉଁ " ଆରି, ନ ଅଇବା କାତା ଆଲେ " ନାଇ " ବଲିକୁଆ । ସେନ୍ତାର୍ ରଇଲେ, ତମେ ପର୍ମେସରର୍ ବିଚାର୍ନାଟାନେ ଡଣ୍ତ୍ ନ ପାଆସ୍ ।
କାଇକେବଇଲେ ଜେ ମିସା ସବୁ ନିଅମ ମାନିକରି ଗଟେକ୍ ନିୟମ୍ ଚାଡିଦେଲେ, କାଇ ନିୟମ୍ ନ ମାନ୍ଲା ଲକର୍ ପାରା ଦସିଅଇ ଡଣ୍ଡ୍ ପାଇସା । କାଇକେବଇଲେ ପର୍ମେସର୍ କଇଲାଆଚେ "ତମେ ବେସିଆ କାମ୍ କର୍ବାର୍ନାଇ, ଆରି ନର୍ ମାର୍ବାର୍ ନାଇ" ବଲିକରି । ତେବେ ତମେ ଜଦି ବେସିଆ କାମ୍ ନ କରି, ଲକ୍ମନ୍କେ ମାର୍ସା, ତେବେ ତାର୍ ନିଅମ୍ ମାନାସ୍ ନାଇ । ପର୍ମେସର୍ ବିଚାର୍ନା କର୍ସି ବଲି ଜାନିକରି ସେନ୍ତାରି କାତା କଇ କାମ୍ କରି ଦେକାଆ । ଜନ୍ ନିୟମ୍ ଆମ୍କେ ମୁକ୍ଲାଇସି, ସେ ନିୟମ୍ ଇସାବେ ଆମ୍କେ ବିଚାର୍ନା କର୍ସି ।
ତେବର୍ପାଇ ତମର୍ କାଇବା, ପିଇବା, ବିସଇ ଅ କି ତାକର୍ କେତେଟା ପରବ୍ଚନ୍ଦ୍ଟାନେ କି ଉଆଁସ୍ରାତି ବେଲେ କି ବିସ୍ରାମ୍ବାରେ ତମେ ମିସାସ୍ନାଇ, ବଲି କାକେ ବିଚାର୍ କର୍ବାକେ ଦିଆସ୍ନାଇ ।
ତେବର୍ପାଇ ତମର୍ କାଇବା, ପିଇବା, ବିସଇ ଅ କି ତାକର୍ କେତେଟା ପରବ୍ଚନ୍ଦ୍ଟାନେ କି ଉଆଁସ୍ରାତି ବେଲେ କି ବିସ୍ରାମ୍ବାରେ ତମେ ମିସାସ୍ନାଇ, ବଲି କାକେ ବିଚାର୍ କର୍ବାକେ ଦିଆସ୍ନାଇ । ଏ ସବୁ ନିୟମ୍ ପର୍ମେସର୍ ଆମ୍କେ ଦେବିବଲି କାତାଦେଇରଇବା ବିସଇର୍ ଚିନ୍ । ଏ ସବୁ ନିୟମର୍ ଚିନ୍ କିରିସ୍ଟର୍ଟାନେ ପୁରାପୁରୁନ୍ ସିଦ୍ ଅଇସି ।
ଜନ୍ ଅସ୍ତର୍ ମିସା ତର୍ ବିରଦ୍ରେ ତିଆର୍ ଅଇସି, ସେଟା ସପଲ୍ ନ ଅଏ ଆରି ଜନ୍ସବୁ ଜିବ୍ ବିଚାର୍ ଲଗେ ତମର୍ ବିରଦ୍ରେ ଉଟ୍ସି, ତୁଇ ତାକେ ଦସ୍ ଦାର୍ସା । ସବୁବେଲର୍ ମାପ୍ରୁର୍ ଦାସ୍ ମନର୍ ଅଦିକାର୍ ଆରି ମର୍ ପୁରସ୍କାର୍ ସେମନର୍ ଦରମ୍ କାମ୍ ଏଟା, ଏଟା ସବୁବେଲର୍ ମାପ୍ରୁ କଇଲାନି ।
ରାତିର୍ ବେଲେ ମୁଇଁ ମର୍ ଜିବନ୍ ପରାନ୍ ଦେଇକରି ତକେ ଏତାଇଲିନି; ଜେଡେବେଲେ ତୁଇ ପୁର୍ତିବିକେ ଆରି ତାର୍ ଲକ୍ମନର୍ ବିଚାର୍ନା କର୍ସି, ସେଡ୍କି ବେଲେ ସେ ସବୁଲକ୍ମନ୍ ଜାନ୍ବାଇଜେ ଦରମର୍ ସିକିଆ ବଇଲେ କାଇଟା ।
ବିବା ଅଇବାଟା ସବୁଲକ୍ ନିକ ବଲି ମାନତ୍ । ସବୁ ମାଇଜିମନସ୍ ମନ୍ ଗଟେକ୍ ମାଇଜି ଆରି ଗଟେକ୍ ମନସ୍ ଅଇକରି ସତ୍ସଙ୍ଗ୍ ରଇବାର୍ଆଚେ । ଜନ୍ ଲକ୍ମନ୍ ବେସିଆ କାମ୍ କରି ରଇବାଇ, ସେମନ୍କେ ପର୍ମେସର୍ ଡଣ୍ଡ୍ ଦେଇସି ।
ଲକ୍ମନ୍ ନିଜର୍ ଇଚାରେ ଚାଲା ବୁଲା କର୍ବାଇ, ମାତର୍ ସବୁବେଲର୍ ମାପ୍ରୁ ମନର୍ କାତାକେ ଜାନେ ।
ବଲି ସରପ୍ବା ବାଦୁଲେ ନିଆଇ ନିକ ଆରି ନିମାନ୍ ବାବ୍ନାକେ ସବୁବେଲର୍ ମାପ୍ରୁ ବେସି ମନ୍ କର୍ସି ।
"ତମେ କଇରଇଲା କାଇ ଲଡାକେ ନଇବା ସବୁ କାତା, ବିଚାର୍ନା ଦିନେ ତମ୍କେ ଇସାବ୍ ଦେବାକେ ଅଇସି ।
ଜେ ଜେ ଏ ନିମାନ୍ କାତା ବିସ୍ବାସ୍ କରି ଡୁବନ୍ ନେବାଇ, ସେମନ୍ ପାପେଅନି ରକିଆ ପାଇବାଇ, ମାତର୍ ଜେ ଜେ ଏ ନିମାନ୍ କାତା ବିସ୍ବାସ୍ ନ କରତ୍, ପର୍ମେସର୍ ସେମନ୍କେ ଡଣ୍ଡ୍ ଦେଇସି ।
ଏ ଦାଙ୍ଗ୍ଡାମନ୍, ତମେ ଦାଙ୍ଗ୍ଡାବେଲେ ସାର୍ଦା କରା ଆରି ଦାଙ୍ଗ୍ଡା ବେଲେ ତମର୍ ମନ୍ ନିକ ରଅ, ଆରି ତମର୍ ମନ୍ ନିକ ରଅ ଆରି ଦେକି ଚାଇଁ କରି ଚାଲା; ମାତର୍ ପର୍ମେସର୍ ଏ ସବୁ ବିସୟ୍କେ ନେଇକରି ଗଟେକ୍ ଦିନେ ବିଚାର୍ ଜାଗାଇ ଡାକ୍ସି, ସେଟାର୍ପାଇଁ ତମେ ଜାଗର୍ତା ସଙ୍ଗେ ରୁଆ।
ବାବା ଜେନ୍ତିକି ଜିବନର୍ ମୁଲ୍, ସେନ୍ତାରିସେ ତାର୍ ପିଲା ମୁଇ ମିସା ଜିବନର୍ ମୁଲ୍ । ଆରି ମୁଇ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ଅଇଲାର୍ଲାଗି, ସବୁ ଲକ୍ମନ୍କେ ବିଚାର୍ କର୍ବା ଅଦିକାର୍ ସେ ମକେ ଦେଲାଆଚେ ।
"ବିନ୍ଲକର୍ ବିଚାର୍ କରାନାଇ, ସେନ୍ତାର୍କଲେ ପର୍ମେସର୍ ତମ୍କେ ବିଚାର୍ କର୍ସି । ଦସ୍ ନ ଦିଆସ୍, ସେନ୍ତାର୍କଲେ ପର୍ମେସର୍ ତମ୍କେ ଦସ୍ ନ ଦାରେ । କେମା କରା, ସେନ୍ତାର୍କଲେ ତମ୍କେ କେମା ମିଲ୍ସି ।