Luz do mundo
Jesus declarou: 'Eu sou a luz do mundo.' A luz é metáfora central da Bíblia — Deus é luz, Cristo é luz, e os cristãos são chamados a brilhar como filhos da luz neste mundo.
Jesus, a luz do mundo
Jesus disse: quem me segue não andará em trevas, mas terá a luz da vida. Ele é a verdadeira luz que ilumina todo homem.
ଜିସୁ ଦୁନିଆର୍ ଉଜଲ୍
ଜିସୁ ଆରିତରେକ୍ ପାରୁସିମନ୍କେ କଇଲା, "ମୁଇସେ ଏ ଦୁନିଆର୍ ଉଜଲ୍ । ଜନ୍ ଲକ୍ ମର୍ ପଚେ ପଚେ ଆଇସି, ସେ ଜିବନର୍ ଉଜଲ୍ ପାଇସି । ଆରି କେବେ ମିସା ଆନ୍ଦାରେ ନ ରଏ ।"
ଜିସୁ ଦୁନିଆର୍ ଉଜଲ୍
ଜିସୁ ଆରିତରେକ୍ ପାରୁସିମନ୍କେ କଇଲା, "ମୁଇସେ ଏ ଦୁନିଆର୍ ଉଜଲ୍ । ଜନ୍ ଲକ୍ ମର୍ ପଚେ ପଚେ ଆଇସି, ସେ ଜିବନର୍ ଉଜଲ୍ ପାଇସି । ଆରି କେବେ ମିସା ଆନ୍ଦାରେ ନ ରଏ ।"
ସେ ବାକିଅ ନ ସାର୍ବା ଜିବନର୍ ଦାନ୍ ଦେଲା ଆରି ସେ ଜିବନ୍ ଦୁନିଆର୍ ଲକ୍ମନ୍କେ ଉଜଲ୍ ଦେକାଇଦେଲା । ସେ ଉଜଲ୍ ଆନ୍ଦାର୍ ବିତ୍ରେ ସବୁବେଲେ ଉଜଲ୍ ଦେଇସି । ଆନ୍ଦାର୍ କେବେ ମିସା ସେ ଉଜଲ୍ ଲିବାଇ ନାପାରେ ।
ସେ ଉଜଲ୍ ଆନ୍ଦାର୍ ବିତ୍ରେ ସବୁବେଲେ ଉଜଲ୍ ଦେଇସି । ଆନ୍ଦାର୍ କେବେ ମିସା ସେ ଉଜଲ୍ ଲିବାଇ ନାପାରେ ।
ସେ ଉଜଲ୍ ଆନ୍ଦାର୍ ବିତ୍ରେ ସବୁବେଲେ ଉଜଲ୍ ଦେଇସି । ଆନ୍ଦାର୍ କେବେ ମିସା ସେ ଉଜଲ୍ ଲିବାଇ ନାପାରେ ।
ମୁଇ ଜେତେ ଦିନ୍ ଜାକ ଏ ଦୁନିଆଇ ରଇବି ସେତ୍କି ଦିନ୍ ଜାକ ଏ ଦୁନିଆର୍ ଉଜଲ୍ ।"
ମୁଇ ଜଗତର୍ ଉଜଲ୍ ଅଇ ଆଇଲିଆଚି । ଜେ ମକେ ବିସ୍ବାସ୍ କର୍ସି, ସେ ଆରି ଆନ୍ଦାରେ ନ ରଏ ।
ଆରି ସେ ବିଚାର୍ନା ଏନ୍ତି ଅଇସି, ସର୍ଗେ ଅନି ଉଜଲ୍ ଏ ଦୁନିଆଇ ଆସିରଇଲା । ମାତର୍ ଏ ଦୁନିଆର୍ ଲକ୍ମନ୍ ସେ ଉଜଲେଅନି ଆନ୍ଦାର୍କେ ବେସି ମନ୍ କଲାଇ । କାଇକେବଇଲେ ସେମନ୍ କର୍ବା କାମ୍ ସବୁ ବେସି କାରାପ୍ । ଜନ୍ଲକ୍ମନ୍ କାରାପ୍ କାମ୍ କଲାଇନି ସେମନ୍ ଉଜଲ୍କେ ଗିନ୍ କଲାଇନି । ଆରି ସେ ଉଜଲେ ନ ଆସତ୍ । କାଇକେବଇଲେ ସେମନର୍ ସବୁ କାରାପ୍ କାମ୍ ସେ ଉଜଲେ ଡିସ୍ସି । ମାତର୍ ଜନ୍ଲକ୍ ସତ୍ ଆରି ଟିକ୍ ଇସାବେ କାମ୍ କରି ଚଲାଚଲ୍ତି କଲାନି, ସେ ଉଜଲ୍ ଲଗେ ଆଇସି । ତେବେ, ସେ କର୍ବା କାମ୍ ପର୍ମେସରର୍ ମନ୍ କର୍ବା ଇସାବେ ଅଇଲାନି ।"
Deus é luz
Deus é luz e nele não há treva alguma. Se andarmos na luz, temos comunhão uns com os outros e o sangue de Jesus nos purifica.
ପର୍ମେସର୍ ଆକା ଉଜଲ୍
ମାତର୍ ଜନ୍ ବିସଇ ଜିସୁକିରିସ୍ଟ ଆମ୍କେ କଇଲା, ଆରି ଜାଇଟା ତମ୍କେ ଆମେ ଜାନାଇ ଆଚୁ, ସେଟା ଅଇଲାନି ପର୍ମେସରର୍ ଉଜଲ୍ । ଆରି ତାର୍ଟାନେ ମୁଲ୍କେ ଆନ୍ଦାର୍ ନାଇ ।
ପର୍ମେସର୍ ଆକା ଉଜଲ୍
ମାତର୍ ଜନ୍ ବିସଇ ଜିସୁକିରିସ୍ଟ ଆମ୍କେ କଇଲା, ଆରି ଜାଇଟା ତମ୍କେ ଆମେ ଜାନାଇ ଆଚୁ, ସେଟା ଅଇଲାନି ପର୍ମେସରର୍ ଉଜଲ୍ । ଆରି ତାର୍ଟାନେ ମୁଲ୍କେ ଆନ୍ଦାର୍ ନାଇ । ତେବର୍ପାଇ ଆମେ ପର୍ମେସରର୍ ସଙ୍ଗ୍ ମିସିବିଡି ଆଚୁ ବଲି କଇକରି କାରାପ୍ କାମ୍ କରି ଆନ୍ଦାରେସେ ରଇବୁ ବଇଲେ, ଆମେ କଇବାଟା ମିଚ୍ । ଆରି ସତ୍ ବିସଇ ଆମେ ଚାଡିଦେଇଆଚୁ ବଲି ଆମର୍ ଚଲାଚଲ୍ତିଟାନେ ଜାନାପଡ୍ଲାନି । ମାତର୍ ଆମେ ସତ୍ କାମ୍ କରି ଉଜଲେ ରଇବୁ ଜେନ୍ତାରି କି ପର୍ମେସର୍ ସବୁବେଲେ ଉଜଲେଆଚେ । ସେନ୍ତାର୍ ଆଲେ ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସଙ୍ଗ୍ ମିସିବିଡି ଆଚୁ । ଆରି ପର୍ମେସରର୍ ପଅ ଜିସୁର୍ ବନି ଆମର୍ ସବୁ ପାପ୍କେ ଦଇଦେଇସି ।
ମାତର୍ ଆମେ ସତ୍ କାମ୍ କରି ଉଜଲେ ରଇବୁ ଜେନ୍ତାରି କି ପର୍ମେସର୍ ସବୁବେଲେ ଉଜଲେଆଚେ । ସେନ୍ତାର୍ ଆଲେ ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସଙ୍ଗ୍ ମିସିବିଡି ଆଚୁ । ଆରି ପର୍ମେସରର୍ ପଅ ଜିସୁର୍ ବନି ଆମର୍ ସବୁ ପାପ୍କେ ଦଇଦେଇସି ।
ମାତର୍ ଆମେ ସତ୍ କାମ୍ କରି ଉଜଲେ ରଇବୁ ଜେନ୍ତାରି କି ପର୍ମେସର୍ ସବୁବେଲେ ଉଜଲେଆଚେ । ସେନ୍ତାର୍ ଆଲେ ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସଙ୍ଗ୍ ମିସିବିଡି ଆଚୁ । ଆରି ପର୍ମେସରର୍ ପଅ ଜିସୁର୍ ବନି ଆମର୍ ସବୁ ପାପ୍କେ ଦଇଦେଇସି ।
ସବୁ ନିକ ଆରି ସିଦ୍ ରଇବା ଦାନ୍ ପର୍ମେସର୍ ଦେଲା ଆଚେ । ବାଦ୍ଲେ ଉଜଲ୍ ଅଇବା ସବୁଜାକ ସେ ତିଆର୍କଲା ଆଚେ । ସେଟାମନ୍ ବାଦ୍ଲେ ବୁଲ୍ବାବେଲେ ବାଦଲ୍ସି ଆରି ଚାଇଁ ଏନେତେନେ ଅଇସି । ମାତର୍ ପର୍ମେସର୍ ଅଲପ୍ ମିସା ସେନ୍ତାରି ନ କରେ ।
ସବୁ ନିକ ଆରି ସିଦ୍ ରଇବା ଦାନ୍ ପର୍ମେସର୍ ଦେଲା ଆଚେ । ବାଦ୍ଲେ ଉଜଲ୍ ଅଇବା ସବୁଜାକ ସେ ତିଆର୍କଲା ଆଚେ । ସେଟାମନ୍ ବାଦ୍ଲେ ବୁଲ୍ବାବେଲେ ବାଦଲ୍ସି ଆରି ଚାଇଁ ଏନେତେନେ ଅଇସି । ମାତର୍ ପର୍ମେସର୍ ଅଲପ୍ ମିସା ସେନ୍ତାରି ନ କରେ ।
Vós sois a luz do mundo
Jesus disse aos discípulos: vós sois a luz do mundo. Não se esconde uma cidade edificada sobre um monte. Brilhem a vossa luz!
ତମେ ଗୁଲାଇ ଜଗତର୍ ପାଇ ଉଜଲ୍ ପାରା । ଜନ୍ ଗଡ୍ ଡଙ୍ଗର୍ ଉପ୍ରେ ତିଆର୍ ଅଇଲାଆଚେ, ସେଟା କେବେ ମିସା ଲୁଚି ରଇ ନାପାରେ । କେ ମିସା ବତି ଡସାଇକରି ଆଣ୍ଡିଡାବି ନ ସଙ୍ଗଅତ୍ । ସେଟା ବତିକୁଦ୍ରା ଉପ୍ରେ ସଙ୍ଗଇବାଇ ଆରି ଗରେ ରଇଲା ସବୁ ଲକ୍କେ ଉଜଲ୍ ଦେଇସି । ସେନ୍ତାରିସେ ତମର୍ ଉଜଲ୍ ଲକ୍ମନର୍ଟାନେ ଉଜଲ୍ ଡିସ । ସେନ୍ତାର୍ଆଲେ ତମର୍ ସତ୍କାମ୍ ଦେକି ସେମନ୍ ସର୍ଗେ ରଇବା ବାବା ପର୍ମେସରର୍ ଡାକ୍ପୁଟା କର୍ବାଇ ।
ତମେ ଗୁଲାଇ ଜଗତର୍ ପାଇ ଉଜଲ୍ ପାରା । ଜନ୍ ଗଡ୍ ଡଙ୍ଗର୍ ଉପ୍ରେ ତିଆର୍ ଅଇଲାଆଚେ, ସେଟା କେବେ ମିସା ଲୁଚି ରଇ ନାପାରେ ।
କେ ମିସା ବତି ଡସାଇକରି ଆଣ୍ଡିଡାବି ନ ସଙ୍ଗଅତ୍ । ସେଟା ବତିକୁଦ୍ରା ଉପ୍ରେ ସଙ୍ଗଇବାଇ ଆରି ଗରେ ରଇଲା ସବୁ ଲକ୍କେ ଉଜଲ୍ ଦେଇସି । ସେନ୍ତାରିସେ ତମର୍ ଉଜଲ୍ ଲକ୍ମନର୍ଟାନେ ଉଜଲ୍ ଡିସ । ସେନ୍ତାର୍ଆଲେ ତମର୍ ସତ୍କାମ୍ ଦେକି ସେମନ୍ ସର୍ଗେ ରଇବା ବାବା ପର୍ମେସରର୍ ଡାକ୍ପୁଟା କର୍ବାଇ ।
ଆନ୍ଦାରେ ରଇବା ଲକ୍ମନ୍ ବଡ୍ ଉଜଲର୍ ଦର୍ସନ୍ ଦେକ୍ବାଇ
ଆରି ମରନର୍ ଆନ୍ଦାରେ ରଇଲା
ଲକ୍ମନର୍ ଉପ୍ରେ ସେ ଉଜଲ୍ ଉଦ୍ସି ।"
ମାତର୍ ତମେ, ବାଚି ଅଇରଇବା ପର୍ମେସରର୍ କୁଟୁମ୍ । ଆରି ଆମର୍ ରାଜାର୍ ପୁଜାରି ଦଲ୍ । ପର୍ମେସରର୍ ଚକିତ୍ ଅଇଜିବା କାମ୍ ଜାନାଇବାକେ ସେ ବାଚିରଇବା ତାର୍ ନିଜର୍ ଲକ୍ ଅଇଆଚାସ୍ । ଆନ୍ଦାର୍ ବିତ୍ରେ ଅନି ତାର୍ କାବା ଅଇଜିବା ଉଜଲେ ଜିବାକେ ସେ ତମ୍କେ ଡାକି ଆଚେ ।
ମାତର୍ ତମେ, ବାଚି ଅଇରଇବା ପର୍ମେସରର୍ କୁଟୁମ୍ । ଆରି ଆମର୍ ରାଜାର୍ ପୁଜାରି ଦଲ୍ । ପର୍ମେସରର୍ ଚକିତ୍ ଅଇଜିବା କାମ୍ ଜାନାଇବାକେ ସେ ବାଚିରଇବା ତାର୍ ନିଜର୍ ଲକ୍ ଅଇଆଚାସ୍ । ଆନ୍ଦାର୍ ବିତ୍ରେ ଅନି ତାର୍ କାବା ଅଇଜିବା ଉଜଲେ ଜିବାକେ ସେ ତମ୍କେ ଡାକି ଆଚେ ।
ତମେ ସବୁଲକ୍ ଉଜଲ୍ ଆରି ଦିନ୍ ବେଲର୍ ପିଲାମନ୍ । ଆମେ ରାତିଆଇ କି ଆନ୍ଦାରେ ରଉନାଇ ।
A luz nas Escrituras
A Palavra de Deus é lâmpada para nossos pés e luz para o caminho. Ela ilumina, revela e nos guia na verdade.
Luz versus trevas
A luz brilha nas trevas e as trevas não a venceram. Cristãos são chamados a não ter comunhão com as trevas, mas a expô-las.
ଏ ଜଗତର୍ କାରାପ୍ ସାସନ୍କାରିଆ ତାକର୍ ମନ୍ ଆନ୍ଦାର୍ କରି ଦେଇଆଚେ ଜେ, ସେମନ୍ ବିସ୍ବାସ୍ କରତ୍ ନାଇ । ଜନ୍ ଉଜଲ୍ ତାକର୍ ଉପ୍ରେ ଉଜଲ୍ ଦେଲାନି, ସେଟା ନ ଦେକ୍ବାକେ ସେ ଆଗ୍ଟିଦେଲାନି । କିରିସ୍ଟର୍ ମଇମାର୍ ଉଜଲ୍ ତାର୍ ସୁବ୍କବରେଅନି ଆଇସି । କିରିସ୍ଟ ସମାନ୍ ପର୍ମେସରର୍ ପାରାସେ ଆଚେ । କାଇକେବଇଲେ ଆମେ ନିଜର୍ ବିସଇ ଜାନାଇ ଅଉନାଇ । ମାତର୍ ଜିସୁ କିରିସ୍ଟ ଜେ କି ମାପ୍ରୁ, ତାର୍ ବିସଇ ଜାନାଇଲୁନି । ଜିସୁର୍ ଲାଗି ତମର୍ ଗତିଦାଙ୍ଗ୍ଡା ଇସାବେ ଆମେ ନିଜେ ଜାନାଇଅଇଲୁନି । ପର୍ମେସର୍ ଜେ କି କଇଲା "ଉଜଲ୍ ଆନ୍ଦାରେ ଅନି ଉଜଲ୍ ଦେଇସି ।" ସେ ସମାନ୍ ପର୍ମେସର୍ କିରିସଟର୍ ମୁଏ ଅନି ତାର୍ ଉଜଲ୍ ଆମର୍ ବିତ୍ରେ ଉଜଲ୍ କରାଇଲା । ଜେନ୍ତାରି କି କିରିସ୍ଟ ତେଇ ରଇବା ପର୍ମେସରର୍ ମଇମା, ଆମେ ବୁଜି ପାର୍ବୁ ।
ପର୍ମେସର୍ ଜେ କି କଇଲା "ଉଜଲ୍ ଆନ୍ଦାରେ ଅନି ଉଜଲ୍ ଦେଇସି ।" ସେ ସମାନ୍ ପର୍ମେସର୍ କିରିସଟର୍ ମୁଏ ଅନି ତାର୍ ଉଜଲ୍ ଆମର୍ ବିତ୍ରେ ଉଜଲ୍ କରାଇଲା । ଜେନ୍ତାରି କି କିରିସ୍ଟ ତେଇ ରଇବା ପର୍ମେସରର୍ ମଇମା, ଆମେ ବୁଜି ପାର୍ବୁ ।
ବିସ୍ବାସ୍ ନ କଲା ଲକ୍ମନର୍ ଟାନେ ଜାଚାଇ ଉଆନାଇ
ତମେ ବିସ୍ବାସ୍ ନ କର୍ବା ଲକ୍ମନର୍ ସଙ୍ଗ୍ ମିସିକରି କାମ୍ କରାନାଇ । ସେ କାମ୍ କେବେମିସା ନ ଅଏ । କାଇକେବଇଲେ ସତ୍ ଆରି ମିଚ୍ ମିସାଇ ନ ଅଏ । ଉଜଲ୍ ଆରି ଆନ୍ଦାର୍ ନ ମିସତ୍ ।
ମୁଇ ପାର୍ତନା କଲିନି, ଜେନ୍ତାରିକି ତାର୍ ଉଜଲ୍ ଦେକ୍ବାକେ ତମର୍ ଆତ୍ମାର୍ ଆଁକି ଡିସ । ଜେନ୍ତିକି ଜନ୍ ଆସା ନେଇକରି ତମେ ତାର୍ ଲଗେ ଆସି ଆଚାସ୍, ସେଟା ଜାନିପାରାସ୍ ।
ଜନ୍ କୁଟୁମ୍ ଆନ୍ଦାର୍ ବାଟେ ଗାଲାଇ ସେମନ୍ ବେସି ଉଜଲ୍ ଦେକ୍ଲାଇ ଆଚତ୍; ଜନ୍ ଲକ୍ମନ୍ ମରନର୍ ଚାଇଁର୍ ପାରା ଦେସେ ବାସା କଲାଇ, ସେମନର୍ ଉପ୍ରେ ଉଜଲ୍ ପଡ୍ଲା ଆଚେ।
ଇସ୍ରାଏଲର୍ ମଇମା
ଉଟା, ଉଜଲ୍ ଉଆ, କାଇକେ ବଇଲେ ତମର୍ ଉଜଲ୍ କେଟ୍ଲା ଆରି ସବୁବେଲର୍ ମାପ୍ରୁର୍ ଉଜଲ୍ ତମର୍ ଲଗେ ଆଇଲା ଆଚେ ।
ଇସ୍ରାଏଲର୍ ମଇମା
ଉଟା, ଉଜଲ୍ ଉଆ, କାଇକେ ବଇଲେ ତମର୍ ଉଜଲ୍ କେଟ୍ଲା ଆରି ସବୁବେଲର୍ ମାପ୍ରୁର୍ ଉଜଲ୍ ତମର୍ ଲଗେ ଆଇଲା ଆଚେ । କାଇକେ ବଇଲେ, ଦେକା, ଆନ୍ଦାର୍ ପୁର୍ତିବିକେ ଡାବି ଆଚେ ଆରି ବିଙ୍ଗ୍ ଆନ୍ଦାର୍ କୁଟୁମ୍କେ ଡାବି ଆଚେ; ମାତର୍ ତମର୍ ଉପ୍ରେ ସବୁବେଲର୍ ମାପ୍ରୁ ଦେକା ଅଇସି ଆରି ତାର୍ ଉଜଲ୍ ତମର୍ ଲଗେ ଡିସ୍ସି । ଆରି, ଅଲ୍ଗା ଦେସର୍ କୁଟୁମ୍ ଆରି ରାଜାମନ୍ ତମର୍ ବେଲ୍ ଉଦ୍ଲା ଉଜଲ୍ ଲଗେ ଆଇବାଇ ।
ଏ ମର୍ ଲକ୍ମନ୍, ମର୍ ବାକିଅକେ ମନ୍ଦିଆନ୍ ଦେଇକରି ସୁନା; ଏ ମର୍ ଦେସର୍ ଲକ୍ମନ୍ , ମର୍ କାତାକେ କାନ୍ ଡେରି କରି ସୁନା, କାଇକେ ବଇଲେ ମର୍ ତେଇଅନି ଗଟେକ୍ ନିଅମ୍ ଆଇସି ଆରି ମୁଇଁ ଗସ୍ଟିର୍ ଲକ୍ମନର୍ ଉଜଲ୍ କର୍ବାକେ ଆମର୍ ବିଚାର୍ ତିଆର୍ କରା ଜାଇସି ।
Proclamar a luz
Os cristãos são embaixadores da luz, chamados a proclamar as virtudes daquele que nos chamou das trevas para a sua maravilhosa luz.
କାଇକେ ବଇଲେ ମାପ୍ରୁ ଆମ୍କେ ଏ ଆଦେସ୍ ଦେଲା ଆଚେ ।"
ଆନ୍ଦାରେ ଉଜଲ୍ ଅଇଲାପାରା
ଜିଉଦି ନ ଅଇଲା ଲକ୍ମନ୍କେ ମର୍ ବିସଇ ଜାନାଇବାକେ ମୁଇ ତମ୍କେ ବାଚିଆଚି ।
ଜେନ୍ତାରି କି ମୁଇ ସେମନ୍କେ ରକିଆ କରି ପାର୍ବି ବଲି ଦୁନିଆର୍ ସବୁ ଲକ୍ମନ୍କେ ତମେ କଇପାରାସ୍ ।
କାଇକେ ବଇଲେ ମାପ୍ରୁ ଆମ୍କେ ଏ ଆଦେସ୍ ଦେଲା ଆଚେ ।"
ଆନ୍ଦାରେ ଉଜଲ୍ ଅଇଲାପାରା
ଜିଉଦି ନ ଅଇଲା ଲକ୍ମନ୍କେ ମର୍ ବିସଇ ଜାନାଇବାକେ ମୁଇ ତମ୍କେ ବାଚିଆଚି ।
ଜେନ୍ତାରି କି ମୁଇ ସେମନ୍କେ ରକିଆ କରି ପାର୍ବି ବଲି ଦୁନିଆର୍ ସବୁ ଲକ୍ମନ୍କେ ତମେ କଇପାରାସ୍ ।
ମାତର୍ ପର୍ମେସର୍ ମକେ ଆଜିକେଜାକ ରକିଆ କଲାଆଚେ ଆରି ସେଟାର୍ପାଇଁ ଆଜି ସାନ୍ ବଡ୍ ସବୁ ଲକର୍ ଲଗେ ସମାନ୍ ଇସାବେ ମର୍ ସାକିଦେବାକେ ଟିଆକରାଇଆଚେ । ବବିସତ୍ବକ୍ତା ଆରି ମସା ଜାଇଟା ଗଟ୍ସି ବଲି କଇରଇଲାଇ, ଟିକ୍ ସେ କାତା ମୁଇ କଇଲିନି । ମସିଅ ଦୁକ୍ ପାଇସି ଆରି ମଲାଲକ୍ମନର୍ ବିତ୍ରେଅନି ସିଗ୍ ପର୍ତୁମେ ଉଟି, ଜିଉଦି ଆରି ଜିଉଦି ନଇଲା ଲକ୍ମନର୍ ଲଗେ ମୁକ୍ତିର୍ ଉଜଲ୍ ଦେକାଇସି ।"
ତାର୍ପଚେ ପର୍ମେସର୍ କଇଲା, ଉଜଲ୍ ଅ, ତେବର୍ ପାଇ ଉଜଲ୍ ଅଇ ଗାଲା।
ସେ, ମନର୍ କାତା ଆରି ଚାପି ଅଇ ରଇବା ବିସଇ କଇସି; ଆନ୍ଦାର୍ ବିତ୍ରେ ଜାଇଟା ଆଚେ, ସେଟା ସେ ଜାନେ ଆରି ତାର୍ ଲଗେ ଉଜଲ୍ ବାସା ଅଇସି ।
ସେ ନଅର୍ ଉପ୍ରେ ଉଜଲ୍ ଦେବାକେ ବେଲ୍ କି ଜନ୍ ଦର୍କାର୍ ନ ରଇଲା । କାଇକେବଇଲେ, ପର୍ମେସରର୍ ମଇମା ତେଇ ଉଜଲ୍ ଦେଇତେରଇଲା ଆରି ମେଣ୍ଡାପିଲା ତେଇର୍ ବତି ରଇଲା ।
ତେଇ ଆରି ରାତି ନ ରଏ । ବତିର୍ ଉଜଲ୍ କି ବେଲର୍ ଉଜଲ୍ ଦର୍କାର୍ ନ ପଡେ । କାଇକେବଇଲେ ମାପ୍ରୁ ପର୍ମେସର୍ ତାକର୍ ଉଜଲ୍ ରଇସି । ସେମନ୍ ରାଜା ଇସାବେ କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ବାଇ ।
ମାନ୍ ତଲେ ବତି
"ବତି ଡସାଇ କରି କେ ମିସା ଡାଲାଡାବି ନ ସଙ୍ଗଅତ୍ । କି କଟ୍ ତଲେ ନ ସଙ୍ଗଅତ୍ । ମାତର୍ ବତି କୁଦ୍ରା ଉପ୍ରେ ସଙ୍ଗଇବାଇ । ଜେନ୍ତାରିକି ଆଇଲା ଲକ୍ମନ୍ ଉଜଲ୍ ଦେକିପାରତ୍ ।"
ତମର୍ ଆଁକି, ଗାଗଡର୍ ବତି । ଜେଡେବଲ୍ ତମର୍ ଆଁକି ନିକ ରଇସି, ସେଡେବେଲେ, ତମର୍ ଗୁଲାଇ ଗାଗଡ୍ ମିସା ଉଜଲ୍ ଅଇସି । ମାତର୍ ଜେଡେବେଲେ ସେଟା ମୁର୍କି ରଇସି, ସେଡ୍କିବେଲା ତମର୍ ଗାଗଡ୍ ମିସା ଆନ୍ଦାର୍ ଅଇଜାଇସି ।
ତେବର୍ପାଇ, ତମେମନ୍ ଜନ୍ ଜନ୍ଟା ଆନ୍ଦାରେ କଇଆଚାସ୍, ସେ ସବୁଜାକ ଉଜ୍ଲେ ସୁନ୍ବାଇ, ଆରି ଜନ୍ ଜନ୍ଟା ବିତର୍ଗରେ, କେ ନ ସୁନ୍ତେ କଇଆଚାସ୍, ସେଟା ଗରର୍ ଚାନିଉପ୍ରେ ଅନି ସୁନାଇଅଇସି ।"
Este artigo te tocou? Faça uma oração!
+581 estão orando agora.
Junte-se à corrente de oração.