O papel da mulher
A Bíblia honra a mulher como colaboradora essencial no plano de Deus. De Provérbios 31 às mulheres do Novo Testamento, a Escritura celebra a sabedoria, a força e a fé feminina.
A mulher virtuosa
Mulher virtuosa, quem a achará? Seu valor excede o de rubis. Ela é sábia, trabalhadora, generosa e temida pelo Senhor.
ଗୁଣ୍କାରି ମାୟିଜି
ଗୁଣ୍କାରି ମାୟିଜି କାକେ ମିଳିଆଚେ ? ମୁକ୍ତାତଃୟିହୁଣି ସେରି ବେସି ମଲ୍।
ତାର୍ ଡକ୍ରାସିର୍ ହୁର୍ଦୟ୍ ତାର୍ ଉହ୍ରେ ଆସ୍ରକଃରେଦ୍, ଆର୍ ତାର୍ ଅଃନେକ୍ ଲାବ୍ ଅୟିଦ୍।
ସେ ଜିବନ୍ଜାକ ଅଃଣ୍ଡ୍ରାର୍ ନଃସ୍ଟ୍ ନଃକେରି ଉହ୍କାର୍ କଃରେଦ୍।
ସେ ମେଣ୍ଡାରମେ ବଃସ୍ତର୍ ଆର୍ ମସିଣା ତିଆର୍ କଃରୁକେ ଲାଗିହଃଳି ରଃୟିଦ୍।
ସେ ବେପାରି ଜାଜ୍ହର୍, ସେ ଦୁରିହୁଣି ନିଜାର୍ କାଦି ଆଣେଦ୍।
ଆରେକ୍ ରାତି ରେଉଁରେଉଁ ଉଟେଦ୍ ଆର୍ ନିଜାର୍ ସଃବୁଲକାର୍ ଗିନେ କାଦି ତିଆର୍ କଃରେଦ୍ ଆର୍ ଦାସିମଃନ୍କେ କାୟିରି କଃରୁକେ ହଃଳେଦ୍ ସେ କାମ୍ ତିଆରେଦ୍।
ସେ ଜଃମି ବିସୟେ ବୁଜି ସେରି ଗେନେଦ୍, ସେ ନିଜାର୍ ଅଙ୍ଗୁର୍ ଗଃଚ୍ ଲାଗାୟିଦ୍ ଆର୍ ସେତି ହଃଳ୍ ହଃଳେଦ୍।
ସେ ଗଟେକ୍ କାମିକା ଲକ୍, ସେ କାମ୍କଃରୁକେ ଅଃଟାବିଳା ବାନ୍ଦେଦ୍।
ନିଜାର୍ ବେପାର୍ ଜେ ଲାବ୍କଃତା, ଇରି ସେ ବୁଜେଦ୍ ;ଆର୍ ରାତିକାଳେ ତାର୍ କୁପି ଲିବିନଃକେରେ।
ସେ ନିଜାର୍ ଆତେ ତାକୁଡ଼ି ଦଃରି ଆର୍ ଚର୍କା ବୁଲାୟ୍ ସୁତାକାଟି ନିଜେ ହଃଚ୍ୟା ବୁଣେଦ୍।
ସେ ଦୁକିଲକେ ସଃର୍ଦାୟି ଦଃୟିଦ୍, ଆର୍ ଗଃରିବ୍ ଲକେ ନିଜାର୍ ଆତ୍ ଲାମାୟିଦ୍।
ସେ ହାତୁଳ୍ ବଃସ୍ତର୍ ତିଆର୍କଃରି ବିକେଦ୍, ଆର୍ ଅଃଟାବାନ୍ଦୁଣ୍ ତିଆର୍ କଃରି ବେପାରିମଃନ୍କେ ବିକେଦ୍।
ବଃଳ୍ ଆର୍ ମାୟିନ୍ ତାର୍ ବଃସ୍ତର୍ ହର୍; ଆର୍ ଆସୁଲା ଦିନାର୍ ଗିନେ ନଃଡିରେ।
ସେ ଗିଆନେ ନିଜାର୍ ଟଣ୍ଡ୍ ହୁଟାୟିଦ୍; ତାର୍ ଜିବେ ଦଃୟାର୍ ବିଦି ରଃୟିଦ୍।
ସେ ଗଃରାର୍ ଲକାର୍ ଗିନେ ମଃନ୍ଦିଆନ୍ ଦଃୟିଦ୍, ଆରେକ୍ ଅଃଳ୍ସେ ନଃରେୟ୍ କାମ୍କଃରି ହଃକା କାୟିଦ୍।
ବୁଦିରିଲା ମାୟ୍ଜି ନିଜାର୍ ଗଃର୍କେ ବୁଦିର୍ ସଃଙ୍ଗ୍ ବଃନାୟିଦ୍; ମଃତର୍ ବୁଦି ନଃରିଲା ମାୟ୍ଜି ନିଜାର୍ ଆତେ ଗଃର୍କେ ନଃସ୍ଟ୍ କଃରେଦ୍।
ଏ ମଃର୍ ହ, ତୁମାର୍ ଉବାଦିର୍ ଗିଆନାର୍ ସିକ୍ୟା ସୁଣା ଆର୍ ତୁମାର୍ ଆୟ୍ଦିର୍ ଆଦେସ୍ ଦୁର୍ କଃରାନାୟି।
Beleza interior
A beleza verdadeira não é exterior, mas o caráter incorruptível de um espírito manso e tranquilo. Isso tem grande valor diante de Deus.
ମାଇଜି ଆର୍ ଅଃଣ୍ଡ୍ରା ମଃନ୍କେ ସିକ୍ୟା
ସେରଃକମ୍, ଏ ମାୟ୍ଜିମଃନ୍, ତୁମିମଃନ୍ ନିଜାର୍ ନିଜାର୍ ଡକ୍ରାଦିମଃନାର୍ କଃତା ମାନା ଜଃନ୍କଃରି ସେମଃନାର୍ ବିତ୍ରେ କେଏ କେଏ ମାପୁରାର୍ କଃତାକ୍ ନଃମାନ୍ଲେ ହେଁ ତୁମିମଃନାର୍ ଡିରାର୍ ସଃଙ୍ଗ୍ ନିକ ବେବାର୍ ଦଃକି ମାପୁରାର୍ କଃତାୟ୍ ନୟ୍ଲେକ୍ହେଁ ଅଃହ୍ଣା ଅଃହ୍ଣାର୍ ଡକୁର୍ସି ମନାର୍ ବେବାର୍ ଦଃକି ବାଦୁଲ୍ତି । କାୟିତାକ୍ ବଃଲେକ୍ ତୁମାର୍ ନିକଗୁଣ୍ କଃଡେ ନିକ ଦଃକି ସେମଃନ୍ ସିକ୍ତି । ଆର୍ ସୁନ୍ଦୁର୍କଃରି କସା ବାନ୍ଦ୍ତାର୍, ସନାର୍ ମାଳି, ସୁନ୍ଦୁର୍ ହଃଚ୍ୟା ହିନ୍ଦ୍ତାର୍, ଅଃନ୍କଃରି ଜୁୟି ହଃଦାର୍ ବେସ୍, ସେରି ତୁମିମଃନାର୍ ବେସ୍ ନଃଉଅ । ମଃନ୍ ବିତ୍ରାର୍ ଜୁୟି କଃଉଁଣା ଆର୍ ସାନ୍ତି ରିଲା ଗୁପ୍ତ ମଃନ୍ବାବ୍ ଇସ୍ୱରାର୍ ଆକାୟ୍ ବଃଡେ ମଲ୍, ସେରି ହଃକା ତୁମିମଃନାର୍ ନଃସ୍ଟ୍ ନଃଉତା ବେସ୍ ଅଃଉଅ । ବଃଲେକ୍ ହୁର୍ବ୍ କାଳାର୍ ଦଃର୍ମି ମାୟ୍ଜିମଃନ୍ ଇସ୍ୱରାର୍ ତଃୟ୍ ଆସା କଃରି ଅଃହ୍ଣା ଅଃହ୍ଣାର୍ ଡକ୍ରାସିମଃନାର୍ କଃତା ମାନି ଇ ରଃକମ୍ ଅଃହ୍ଣା ଅଃହ୍ଣାକ୍ ବେସ୍ ବାନ୍ଦ୍ତି ରିଲାୟ୍ । ସାରା ସେରଃକମ୍ ଗଟେକ୍ ମାୟ୍ନ୍କାରି ମାୟ୍ଜି ରିଲି । ସେ ଅବ୍ରାହାମାର୍ କଃତା ମାନି ତାକ୍ ମାପୁର୍ ବଃଲି କଃଉତି ରିଲି । ତୁମିମଃନ୍ ଜଦି କୁୟି ବିସୟେ ହେଁ ନଃଡିରି ନିକ ନିକ ମାନ୍ତିର୍ କାମ୍ କଃରାସ୍, ତଃବେ ତୁମିମଃନ୍ ହେଁ ତାର୍ ଜିସି ।
ଏ ଅଃଣ୍ଡ୍ରାମଃନ୍, ସେନ୍କଃରି ତୁମାର୍ ମାୟ୍ଜିମଃନ୍କେ ଦୁର୍ବଳ୍ ବଃଲି ଜାଣି ସେମଃନ୍କେ ସଃମ୍ବାଳି କଃରି ବାସା କଃରା । ସେମଃନ୍କେ ମାୟ୍ନ୍ କଃରା । ସେମଃନ୍ ହେଁ ତୁମିମଃନାର୍ ସଃଙ୍ଗ୍ ଇସ୍ୱରାର୍ ତଃୟ୍ ଜିବନ୍ ହର୍ ଦାନ୍ ହାଉତି । ତୁମିମଃନ୍ ସେମଃନ୍କେ ଟିକ୍ ବେବାର୍ କଃଲେକ୍, ତୁମିମଃନାର୍ ପାର୍ତନାୟ୍ ବାଦା ନାସେ ।
ମାୟ୍ଜିମଃନ୍କେ ହେଁ ମର୍ ଗଃଉଆରି ସେମଃନ୍ ବେସି ମଲାର୍ ଚଃଉଁରିକସା ଆର୍ ସନାମାଳି ଆର୍ ହିରା ହିନ୍ଦି ନିଜଃକେ ସୁନ୍ଦୁର୍ ନଃକେରି ନିକ କାମେ ଦଃର୍ମି ବାବେ ଜାଣା ହଃଳତ୍ ।
ସେରଃକମ୍ ସେମଃନାର୍ ମାୟ୍ଜିମଃନ୍ ହେଁ ବିନ୍ ଲକ୍କେ ଲିନ୍ଦାକାରି ନଃୟ୍କଃରି ଦିର୍ ସୁସ୍ତାୟ୍, ସୁଆଦ୍ କଃତା ଆର୍ ସଃବୁ କଃତାୟ୍ ମାୟ୍ନ୍କାରିଣି ବିସ୍ୱାସି ଅଃଉତା ଲଳା ।
Parceria e dignidade
Deus criou homem e mulher à sua imagem. A mulher não é inferior, mas parceira e co-herdeira da graça da vida.
ଇତାର୍ ହଃଚେ ଇସ୍ୱର୍ ଅଃହ୍ଣାର୍ ମୁର୍ତିୟେ ମାନାୟ୍କେ ଉବ୍ଜାଣ୍ କଃଲା; ଇସ୍ୱର୍ ନିଜାର୍ ମୁର୍ତିୟେ ସେ ମାନାୟ୍ ତିଆର୍ କଃଲା; ଅଃଣ୍ଡ୍ରା ଆର୍ ମାୟିଜି କଃରି ସେ ସେମଃନ୍କେ ତିଆର୍ କଃଲା। ଆରେକ୍ ଇସ୍ୱର୍ ସେମଃନ୍କେ ଆସିର୍ବାଦ୍ କଃଲା; ଆର୍ ସେମଃନ୍କେ କୟ୍ଲା, "ହଅ ହିଲା ଜାତ୍ କଃରା ଆର୍ ବୁତେକ୍ ବଃଉଁସ୍ ଅଃଉଆ, ଆର୍ ହୁର୍ତିବିକେ ହୁର୍ନ୍କଃରି ନିଜାର୍ ତଃଳ୍ୟା କଃରା ଆର୍ ହାଣିୟେ ବାଚ୍ତା ମାଚ୍ମଃନ୍ ଆର୍ ଉହ୍ରେ ଉଡ୍ତା ଚେଳେମଃନ୍ ଆର୍ ବୁୟେଁ ରାଙ୍ଗ୍ତା ଜଃତୁମଃନାର୍ ଉହ୍ରେ ଅଃଦିକାର୍ କଃରା।"
ଇସ୍ୱର୍ କୟ୍ଲା, "ମାନାୟ୍ ଅଃବ୍କା ଗଟେକ୍ ଲକ୍ ରେତାର୍ ନିକ ନାୟ୍, ମୁୟ୍ ତାର୍ ଗିନେ ତାର୍ ରୁହ୍ ହର୍ ସଃଙ୍ଗ୍ଉଆଳି ମାୟ୍ଜି ହାଜିନ୍ଦ୍।"
ତଃବେ ସେ ଟକିକେ କୟ୍ଲା, "ମୁୟିଁ ତର୍ ହିଲାହାଉତା ଦୁକା ଅଃଦିକ୍ କଃରି ବାଡାୟିନ୍ଦ୍, ତୁଇ ଦୁକାୟ୍ ହିଲା ଜଃଲମ୍ କଃର୍ସି;" ଆର୍ ଅଃଣ୍ଡ୍ରାର୍ ଉହ୍ରେ ତର୍ ଇଚା ରଃୟ୍ଦ୍, ସେ ତର୍ ଉହ୍ରେ ଅଃଦିକାର୍ କଃରେଦ୍।
ଅୟିଲେକ୍ ହେଁ ମାପୁରାର୍ ମିସାଣ୍ ତଃୟ୍ ଅଃଣ୍ଡ୍ରାର୍ ତଃୟ୍ ହୁଣି ମାୟ୍ଜି ବିନ୍ ନାୟ୍ କି ମାୟ୍ଜି ତଃୟ୍ହୁଣି ଅଃଣ୍ଡ୍ରା ବିନ୍ ନାୟ୍ । ବଃଲେକ୍ ମାୟ୍ଜି ଜଃନ୍କଃରି ଅଃଣ୍ଡ୍ରାର୍ ତଃୟ୍ହୁଣି ଉବ୍ଜି ଆଚେ । କାୟିତାକ୍ବଃଲେକ୍ ମାୟ୍ଜି ଅଃଣ୍ଡ୍ରା ତଃୟ୍ହୁଣି ଉବ୍ଜି ଆଚେ ଆର୍ ଅଃଣ୍ଡ୍ରା ମାୟ୍ଜି ତଃୟ୍ହୁଣି ଜଃଲମ୍ ଅୟିଆଚେ । ମଃତର୍ ସଃବ୍କେ ଉବ୍ଜାଉତା ଲକ୍ ଇସ୍ୱର୍ ।
ଏ ମାୟ୍ଜିମଃନ୍ ତୁମିମଃନ୍ ଜଃନ୍କଃରି ମାପୁରାର୍ ତଃଳିଆ, ସେନ୍କଃରି ନିଜାର୍ ନିଜାର୍ ଅଃଣ୍ଡ୍ରାର୍ ତଃଳିଆ ଅଃଉଆ । ବଃଲେକ୍ କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିର୍ ମୁଣ୍ଡ୍ ହର୍, ଅଃଣ୍ଡ୍ରା ହେଁ ମାୟ୍ଜିର୍ ମୁଣ୍ଡ୍ ହର୍, ଆରେକ୍ କ୍ରିସ୍ଟ ଅଃହ୍ଣାର୍ ଗଃଗାଳ୍ହର୍ ମଣ୍ଡ୍ଳିର୍ ମୁକ୍ତିକାରି । ହେଁ ମଣ୍ଡ୍ଳି ଜଃନ୍କଃରି କ୍ରିସ୍ଟର୍ ତଃଳିଆ, ସେନ୍କଃରି ମାୟ୍ଜିମଃନ୍ ହେଁ ସଃବୁ ବିସୟେ ଅଃହ୍ଣା ଅଃହ୍ଣାର୍ ଅଃଣ୍ଡ୍ରାର୍ ତଃଳିଆ ଅଃଉଅତ୍ ।
ଆରେକ୍ ଅଃଦିକ୍ ବଃୟ୍ଁସାର୍ ମାୟ୍ଜିମଃନ୍କେ ସେରଃକମ୍ ଲକାର୍ ଲିନ୍ଦାକାରି, ମଃଦେ ଗତି ନଃକେଟି ବେବାରେ ନିକ ଆର୍ ନିକ ସିକ୍ୟା ଦେଉଁକେ ଗଃଉଆରି କଃରା; ଇସ୍ୱରାର୍ କଃତା ଜଃନ୍କଃରି ଲିନ୍ଦା ନଃହାୟ୍, ଇତାକ୍ ସେମଃନ୍ ଦଃଙ୍ଗ୍ଲିମଃନ୍କେ ଡକ୍ରାସିର୍ କଃତା ମାନୁକ୍, ହିଲାକ୍ ଲବଦ୍ କଃରୁକେ ସିକାଉଁ ହାର୍ତି । ନିକବୁଦି, ଅଃଣ୍ଡ୍ରାକେ ପବିତ୍ର ବାବେ ମାନ୍ତାର୍, ଗଃର୍ ସଃମ୍ବାଳ୍ତାର୍ ମାୟ୍ଜି, ଦିର୍ସୁସ୍ତାର୍, ଆର୍ ଅଃହ୍ଣା ଅଃହ୍ଣାର୍ ଡକ୍ରାସି ମଃନ୍କାର୍ କଃତା ମାନି ଚାଲୁକ୍ ସିକାଉ । ତଃବେ ଅଃମିକ୍ ଦିଆ ଅୟ୍ଲା ଇସ୍ୱରାର୍ କଃତାକ୍ ଲିନ୍ଦା ନଃକେର୍ତି ।