Paz
A paz é um dos frutos do Espírito e uma promessa central de Jesus: 'Deixo-vos a paz, a minha paz vos dou.' A Bíblia nos chama a buscar, cultivar e viver na paz de Deus.
A paz de Cristo
Jesus é o Príncipe da Paz. Antes de partir, prometeu aos discípulos uma paz que o mundo não pode dar nem tirar — paz sobrenatural em meio às tribulações.
"ମୁଇ ତମ୍କେ ସାନ୍ତି ଦେଇକରି ଗାଲିନି । ମର୍ ନିଜର୍ ସାନ୍ତି ତମ୍କେ ଦାନ୍ ଦେଇକରି ଗାଲିନି । ଏଟା ଦୁନିଆ ଦାନ୍ ଦେଲାପାରା ସାନ୍ତି ନଏଁ । ସେଟାର୍ ପାଇ ଚିନ୍ତା କରା ନାଇ କି କିଲ୍ବିଲ୍ ଅଇ ଡରା ନାଇ ।
"ମୁଇ ତମ୍କେ ସାନ୍ତି ଦେଇକରି ଗାଲିନି । ମର୍ ନିଜର୍ ସାନ୍ତି ତମ୍କେ ଦାନ୍ ଦେଇକରି ଗାଲିନି । ଏଟା ଦୁନିଆ ଦାନ୍ ଦେଲାପାରା ସାନ୍ତି ନଏଁ । ସେଟାର୍ ପାଇ ଚିନ୍ତା କରା ନାଇ କି କିଲ୍ବିଲ୍ ଅଇ ଡରା ନାଇ ।
ଜେନ୍ତାରି କି ତମେ ମର୍ତେଇ ରଇକରି ସାନ୍ତି ପାଇସା, ସେଟାର୍ପାଇଁ ମୁଇ ତମ୍କେ ଏ ସବୁ ବିସଇ କଇଆଚି । ଏ ଦୁନିଆଇ ତମର୍ପାଇ ବେସି ଦୁକ୍ କସ୍ଟ ଆଚେ, ମାତର୍ ଡାଟ୍ସଙ୍ଗ୍ ରୁଆ, ମୁଇ ଦୁନିଆର୍ କାରାପ୍ ବପୁ ନସାଇକରି ଜିତିଆଚି ।"
ଜେନ୍ତାରି କି ତମେ ମର୍ତେଇ ରଇକରି ସାନ୍ତି ପାଇସା, ସେଟାର୍ପାଇଁ ମୁଇ ତମ୍କେ ଏ ସବୁ ବିସଇ କଇଆଚି । ଏ ଦୁନିଆଇ ତମର୍ପାଇ ବେସି ଦୁକ୍ କସ୍ଟ ଆଚେ, ମାତର୍ ଡାଟ୍ସଙ୍ଗ୍ ରୁଆ, ମୁଇ ଦୁନିଆର୍ କାରାପ୍ ବପୁ ନସାଇକରି ଜିତିଆଚି ।"
କାଇକେ ବଇଲେ ଆମର୍ ପାଇଁ ବଲିକରି ଗଟେକ୍ ପିଲା ଜନମ୍ କଲା ଆଚେ, ଆରି ଆମ୍କେ ଗଟେକ୍ ପିଲା ଜାତ୍ ଅଇଲା ଆଚେ , ଆରି ତାର୍ କନ୍ଦେ ସାସନ୍ କର୍ବା ଅଜନ୍ ଲାଦା ଅଇସି; ଆରି ତାର୍ ନାଉଁ କାବା ଅଇଜିବାଟା, ସାସନ୍ କାରିଆ ,ସବୁବେଲର୍ ପର୍ମେସର୍ ସବୁବେଲର୍ ବାବା, ସାନ୍ତି ଦେବା ରାଜା ଅଇସି।
ଜିସୁ ତାର୍ ସିସ୍ମନ୍କେ ଦେକା ଅଇଲା
ସେ ଦୁଇଲକ୍ ଏନ୍ତି କଇବା ବେଲେ ଏଦେ ଦେକା ! ମାପ୍ରୁ ନିଜେ ସେମନର୍ ମଜାଇ ଟିଆଅଇଦେଲା । ଆରି ସେମନ୍କେ କଇଲା, "ତମ୍କେ ସାନ୍ତି ଅ ।"
Paz com Deus
Justificados pela fé, temos paz com Deus por meio de Cristo. Ele é a nossa paz, que derrubou a barreira e nos reconciliou.
ପରମେସର୍ ସଙ୍ଗ୍ ମିସିବିଡିରଇବାଟା
ଏବେ ଆମେ ବିସ୍ବାସ୍ କଲାର୍ ପାଇ ପରମେସର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲାଇଅଇଲୁ ଆଚୁ ଆରି ମାପ୍ରୁ ଜିସୁ କିରିସ୍ଟର ଲାଗି ପରମେସର୍ ସଙ୍ଗ୍ ସାନ୍ତି ସଙ୍ଗ୍ ଆଚୁ ।
କାଇକେ ବଇଲେ ଜିଉଦି ଆରି ଜିଉଦି ନଇଲା ଲକ୍କେ ଗଟେକ୍ କରି, କିରିସ୍ଟ ନିଜେ ଆମର୍ ବିତ୍ରେ ସାନ୍ତି ଆନିଦେଇ ଆଚେ । ସେମନ୍କେ ବେଗ୍ଲାଇକରି ନିଜର୍ ନିଜର୍ ସତ୍ରୁ ପାରା କରି ସଙ୍ଗଇଅଇରଇବା ପାଚୁରି, ସେ ତାର୍ ଗାଗଡ୍ସଙ୍ଗ୍ ବାଙ୍ଗାଇଲା ଆଚେ । ସେ ଜିଉଦିମନ୍ ମାନିଆଇତେରଇବା ସବୁ ରିତିନିତି ନିୟମ୍ ବାଙ୍ଗାଇକରି, ଜିଉଦି ଆରି ଜିଉଦି ନଇଲା ଲକ୍ମନର୍ଟାନେଅନି ତାର୍ ସାଇଜ ପାଇତେରଇବା ଗଟେକ୍ ନୁଆ ମୁନୁସ୍ଜାତି ତିଆର୍ କଲାଆଚେ । ଏନ୍ତାରି କରି ଦୁଇ ଦଲ୍ ବିତ୍ରେ ସେ ସାନ୍ତି ଆନିଦେଇ ଆଚେ ।
ଆରି କିରିସ୍ଟର୍ଟାନେଅନି ସେ ତିଆର୍ କରିରଇବା ସବୁଜାକ, ତାର୍ଟାନେ ବାଉଡାଇ ଆନ୍ବି ବଲି ଟିକ୍ କରିରଇଲା । ଦର୍ତନିଟାନେ ରଇବାଟା ଅ କି ସର୍ଗେ ରଇବାଟା ଅ । ତାର୍ ପଅ କୁରୁସ୍କାଟେ ମରି ବନି ଜରାଇଲାର୍ପାଇ ସବୁ ବିସଇ ତାର୍ଟାନେ ସାନ୍ତିଅଇ ରଇସି ।
ରମେ ରଇବା ସବୁ ଲକ୍କେ ଏ ଚିଟି ଲେକ୍ଲିନି । କାଇକେବଇଲେ ତମ୍କେ ପରମେସର୍ ଆଲାଦ୍ କଲାନି । ଆରି ତାର୍ ନିଜର୍ ଲକ୍ ଅଇବାକେ ଡାକି ଆଚେ ।
ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
ଆମର୍ ବାବା ପର୍ମେସର୍ ଆରି ଜିସୁ କିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁ କିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
A paz que excede o entendimento
A paz de Deus, que excede todo entendimento, guarda nosso coração e mente. Ela vem da confiança no Senhor e da entrega total a Ele.
କାଇ ବିସଇ ନେଇକରି ମିସା ଚିନ୍ତା କରି ଦାନ୍ଦା ଉଆନାଇ । ତାର୍ ବାଦୁଲେ ସବୁ ଗଟ୍ନା ଅଇଲା ବେଲେ, ତମ୍କେ ଜାଇଟା ଲଡା ଆଚେ, ସେ ବିସଇ ପର୍ମେସର୍କେ ଗୁଆରି କରା । ଆରି ପାର୍ତନା କଲାବେଲେ, ତାକେ ଦନିଅବାଦ୍ ମିସା ଦିଆସ୍ । ଏନ୍ତାରି କଲେ, ପର୍ମେସର୍ ତମ୍କେ ସାନ୍ତି ଦେଇସି । ଏ ସାନ୍ତି ଲକ୍ମନ୍ ବୁଜ୍ବା ସାନ୍ତିର୍ପାରା ନାଇ । କିରିସ୍ଟ ଜିସୁର୍ ସଙ୍ଗ୍ ମିସ୍ଲାର୍ପାଇ ଜଦି ଏ ସାନ୍ତି ତମେ ପାଇଲେ, ତମର୍ ଜିବନେ କସ୍ଟ ଆଇଲେ ମିସା ନ ଡରିକରି, ଚିନ୍ତାକରି ଦାନ୍ଦା ନ ଅଇବାକେ ସାଇଜ କର୍ସି ।
ତମ୍କେ ମୁଇ ଜେତ୍କି ସବୁ ବିସଇ ସିକାଇରଇଲି, ଆରି ତମେ ମାନିରଇଲାସ୍ ସେଟା ସବୁ କର୍ତେରୁଆ । ମୁଇ ଜେତ୍କି ବିସଇ କଇତେରଇଲି, ସେଟା ସୁନ୍ତେରଇଲାସ୍ ଆରି ଜେତ୍କି ବିସଇ କର୍ତେରଇଲି, ସେଟା ଦେକିରଇଲାସ୍, ସେଟା ସବୁ କର୍ତେରୁଆ । ପର୍ମେସର୍ ତମର୍ସଙ୍ଗ୍ ରଇ ତମ୍କେ ସାନ୍ତି ଦେଇସି ।
ତମ୍କେ ମୁଇ ଜେତ୍କି ସବୁ ବିସଇ ସିକାଇରଇଲି, ଆରି ତମେ ମାନିରଇଲାସ୍ ସେଟା ସବୁ କର୍ତେରୁଆ । ମୁଇ ଜେତ୍କି ବିସଇ କଇତେରଇଲି, ସେଟା ସୁନ୍ତେରଇଲାସ୍ ଆରି ଜେତ୍କି ବିସଇ କର୍ତେରଇଲି, ସେଟା ଦେକିରଇଲାସ୍, ସେଟା ସବୁ କର୍ତେରୁଆ । ପର୍ମେସର୍ ତମର୍ସଙ୍ଗ୍ ରଇ ତମ୍କେ ସାନ୍ତି ଦେଇସି ।
ଏ ମାପ୍ରୁ ଜାର୍ମନ୍ ତମର୍ ଲଗେ ରଇସି , ତମେ ତାକେ ପୁରାପୁରୁନ୍ ବାବ୍ରେ ସାନ୍ତି ସଙ୍ଗେ ସଙ୍ଗଇସା ; କାଇକେ ବଇଲେ ସେ ତମ୍କେ ଆସା କରି ଆଚେ ।
ଏ ମାପ୍ରୁ ଜାର୍ମନ୍ ତମର୍ ଲଗେ ରଇସି , ତମେ ତାକେ ପୁରାପୁରୁନ୍ ବାବ୍ରେ ସାନ୍ତି ସଙ୍ଗେ ସଙ୍ଗଇସା ; କାଇକେ ବଇଲେ ସେ ତମ୍କେ ଆସା କରି ଆଚେ ।
ତମେ ସବୁଲକ୍ ଗଟେକ୍ ଗାଗ୍ଡେ ରଇବା ବିନ୍ ବିନ୍ଟା ଅଇଲାର୍ ପାଇ, କର୍ବା ସବୁ କାମେ କିରିସ୍ଟ ତମ୍କେ ବାଟ୍ ଦେକାଅ । ସେ ତମ୍କେ ସାନ୍ତି ଦେଲା ଆଚେ । ତମେ ସାନ୍ତି ସଙ୍ଗ୍ ରଇବାକେ ସେ ତମ୍କେ ବାଚ୍ଲାଆଚେ । ଆରି ପର୍ମେସର୍କେ ଦନିଅବାଦ୍ ଦେଇତେରୁଆ ।
ତମେ ସବୁଲକ୍ ଗଟେକ୍ ଗାଗ୍ଡେ ରଇବା ବିନ୍ ବିନ୍ଟା ଅଇଲାର୍ ପାଇ, କର୍ବା ସବୁ କାମେ କିରିସ୍ଟ ତମ୍କେ ବାଟ୍ ଦେକାଅ । ସେ ତମ୍କେ ସାନ୍ତି ଦେଲା ଆଚେ । ତମେ ସାନ୍ତି ସଙ୍ଗ୍ ରଇବାକେ ସେ ତମ୍କେ ବାଚ୍ଲାଆଚେ । ଆରି ପର୍ମେସର୍କେ ଦନିଅବାଦ୍ ଦେଇତେରୁଆ ।
Promotores da paz
Bem-aventurados os pacificadores, porque serão chamados filhos de Deus. A Escritura nos chama a buscar e promover a paz em todos os relacionamentos.
ସାନ୍ତିର୍ ପାଇ କାମ୍ କର୍ବା ଲକ୍ମନର୍ କେଡେକ୍ ନିକ କରମ୍,
କାଇକେବଇଲେ ସେମନ୍ ପର୍ମେସରର୍ ପିଲାଟକି ବଲି ନାମାଇ ଅଇବାଇ ।
ସାନ୍ତିର୍ ପାଇ କାମ୍ କର୍ବା ଲକ୍ମନର୍ କେଡେକ୍ ନିକ କରମ୍,
କାଇକେବଇଲେ ସେମନ୍ ପର୍ମେସରର୍ ପିଲାଟକି ବଲି ନାମାଇ ଅଇବାଇ ।
ସବୁ ଲକର୍ ସଙ୍ଗ୍ ସୁସାରେ ଜିଇବାକେ ଜେତେକ୍ ପାରାସ୍, ସେତେକ୍ ଚେସ୍ଟା କରା ।
ସେଟାର୍ ପାଇ ଆସା, ଆମେ ଏନ୍ତାରି ଚଲାଚଲ୍ତି କରୁ, ଜେନ୍ତାରିକି ଆମର୍ ଆମର୍ ବିତ୍ରେ ସୁକ୍ ସାନ୍ତିସଙ୍ଗ୍ ରଇଅଇସି । ଆରି ଆମର୍ ବିସ୍ବାସ୍ ଡାଟ୍ ରଇସି ।
ପରମେସରର୍ ରାଇଜର୍ ସାସନ୍ ଅବ୍କା ନ କାଇବା କାଦିପିଦିର୍ ନିଅମର୍ପାଇ ନାଇ । ମାତର୍ ତାର୍ ମୁଆଟେ ଦରମ୍ ବଲାଇଅଇବାଟା, ବିନ୍ ଲକ୍ମନର୍ ସଙ୍ଗ୍ ମିସି ସୁକ୍ସାନ୍ତିସଙ୍ଗ୍ ରଇବାଟା, ଆରି ସୁକଲ୍ଆତ୍ମା ଦେଇରଇବା ସାର୍ଦା ବିସଇ ଆଚେ ।
ସବୁ ଲକର୍ ସଙ୍ଗ୍ ସୁସାରେ ଆରି ସୁକଲ୍ ସଙ୍ଗ୍ ରଇବାକେ ଚେସ୍ଟା କରା, ଆରିକେ ସୁକଲ୍ ନ ଅଇକରି ମାପ୍ରୁକେ ଦେକି ନାପାରତ୍ ।
ସବୁ ଲକର୍ ସଙ୍ଗ୍ ସୁସାରେ ଆରି ସୁକଲ୍ ସଙ୍ଗ୍ ରଇବାକେ ଚେସ୍ଟା କରା, ଆରିକେ ସୁକଲ୍ ନ ଅଇକରି ମାପ୍ରୁକେ ଦେକି ନାପାରତ୍ ।
ସାସ୍ତରେ ଲେକା ଅଇଲାପାରା,
"ଗଟେକ୍ ଲକ୍ ଜଦି ତାର୍ ଜିବନେ ସାର୍ଦାର୍ ଦିନ୍
ଆରି ମଙ୍ଗଲର୍ ଦିନ୍ ଦେକ୍ବିବଲି ମନ୍କଲେ,
ସେ କାରାପ୍ କାତା ନ କଅ
ଆରି ମିଚ୍ କାତା ନ କଅ।
"ସେ କରାପ୍ କାମ୍ ଚାଡିକରି, ନିକ ବିସଇ କର୍ବାର୍ ଆଚେ ।
ତାର୍ ସଙ୍ଗର୍ ଲକର୍ ସଙ୍ଗ୍ ସୁସାରେ ରଇବାର୍ଆଚେ ।"
"ସେ କରାପ୍ କାମ୍ ଚାଡିକରି, ନିକ ବିସଇ କର୍ବାର୍ ଆଚେ ।
ତାର୍ ସଙ୍ଗର୍ ଲକର୍ ସଙ୍ଗ୍ ସୁସାରେ ରଇବାର୍ଆଚେ ।"
O fruto da paz
A sabedoria que vem do alto é pacífica. O fruto da justiça se semeia em paz por aqueles que cultivam a paz com mansidão.
ଜନ୍ ଲକ୍ମନ୍ ସାନ୍ତିର୍ପାଇ କାମ୍ କର୍ବାଇ, ସାନ୍ତି ସଙ୍ଗ୍ ରଇକରି ଦରମର୍ ବିଅନ୍ ବୁନ୍ବାଇ, ସେନ୍ତାରି ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ, ନିକ କାମର୍ ଦାନ୍ କାଟ୍ବାଇ ।
ଜନ୍ ଲକ୍ମନ୍ ସାନ୍ତିର୍ପାଇ କାମ୍ କର୍ବାଇ, ସାନ୍ତି ସଙ୍ଗ୍ ରଇକରି ଦରମର୍ ବିଅନ୍ ବୁନ୍ବାଇ, ସେନ୍ତାରି ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ, ନିକ କାମର୍ ଦାନ୍ କାଟ୍ବାଇ ।
ମାତର୍ ପର୍ମେସର୍ ସିକାଇବା ଗିଆନ୍ ଜନ୍ଲକ୍ମନ୍କେ ଆଚେ, ତାକର୍ ଗୁନ୍ଚଲନେ ସେମନ୍ ସୁକଲ୍ ଅଇରଇବାଇ, ସାନ୍ତିସଙ୍ଗ୍ ରଇବାଇ, ସୁଆଲେ ରଇବାଇ, ଦୟା ଦେକାଇବାଇ, ଜିବନ୍ଦୁକାଇବାଇ ଆରି ତାକର୍ ସବୁ କାମ୍ ନିକ ରଇସି । ସେମନ୍ ଲକ୍ମନ୍କେ ବଡ୍ ସାନ୍ ଇସାବେ ନ ଦେକତ୍ ଆରି ଚଲାନିକାତା ନ କଅତ୍ ।
ମାତର୍ ଆତ୍ମାର୍ ପଲ୍ ଅଇଲାନି, ଆଲାଦ୍ କରାକରି ଅଇବାଟା, ସାର୍ଦାସଙ୍ଗ୍ ରଇବାଟା, ସାନ୍ତିସଙ୍ଗ୍ ରଇବାଟା, ମୁର୍ଚିକରି ରଇବାଟା, ବିନ୍ଲକ୍କେ ଉପ୍କାର୍ କର୍ବାଟା, ନିମାନ୍ ଚଲାଚଲ୍ତି କର୍ବାଟା, ବିସ୍ବାସେ କାମ୍କର୍ବାଟା, ସଲଦ୍ ଅଇବାଟା, ଆତ୍ମାଇ ସାଆସ୍ ଦାରି ଚଲାଚଲ୍ତି କର୍ବାଟା,
ଆରି, ଦରମ୍ ଲକର୍ କାମ୍ ସାନ୍ତି ଅଇସି ଆରି ଦରମ୍ ଲକର୍ କାମ୍ ସବୁବେଲେ ସାନ୍ତିସଙ୍ଗେ ନ ଡର୍ତେ କାମ୍ ଅଇସି ।
ଜେଡେବେଲେ ଡଣ୍ଡ୍ ପାଇବୁ, ଆମେ ସାର୍ଦା ନ ଅଉଁ, ମାତର୍ ଦୁକ୍ ଅଇବୁ । ସେଟା ସତ୍, ମାତର୍ ସେ ଡଣ୍ଡ୍ ପାଇଲାତେଇଅନି କାଇକାଇଟା ସିକ୍ଲା ପଚେ, ସେଟା ନିକ ବଲି ବାବ୍ବୁ । କାଇକେବଇଲେ ସେଟା ଆମ୍କେ ସାନ୍ତିସଙ୍ଗ୍ ରଇବା ମନ୍ ଆରି ଗଟେକ୍ ଦରମ୍ ଚଲାଚଲ୍ତି କର୍ବାକେ ସାଇଜ କର୍ସି ।
Paz interior e descanso
Aquietai-vos e sabei que Eu sou Deus. A paz do Senhor acalma tempestades, silencia medos e sustenta a alma em todo tempo.
ସେଡ୍କିବେଲେ ଜିସୁ ଉଟି ପବନ୍କେ ଦମ୍କାଇ ଦେଇ ଲଅଡିକେ କଇଲା, "ତବିର୍ ଅଇ ଚୁପ୍ ର ।" ସେଡ୍କି ବେଲେ ପବନ୍ ବନ୍ଦ୍ ଅଇଲା, ଆରି ସବୁ ତବିର୍ ଅଇଲା ।
ଜିସୁ ତାକେ କଇଲା, "ନୁନି, ମର୍ଟାନେ ବିସ୍ବାସ୍ କଲାକେ ତୁଇ ନିମାନ୍ ଅଇ ଆଚୁସ୍, ସାନ୍ତିଅଇ ଜା ଆରି ତର୍ ରଗେଅନି ନିମାନ୍ ଅଇ ର ।"
"ନୁନ୍ ଗଟେକ୍ ନିମାନ୍ ଜିନିସ୍ । ମାତର୍ ନୁନ୍ ଜଦି ତାର୍ କରିଆ ଅଇବାଟା ଆରାଇସି ବଇଲେ ସେ ଆରି ତରେକ୍ କେନ୍ତାର୍ କରିଆ ଅଇପାର୍ସି ? ତମେ ନୁନ୍ ପାରା ନିମାନ୍ ଗୁନେ ପୁରାପୁରୁନ୍ ଅଇ ସବୁଲକ୍ମନର୍ ସଙ୍ଗ୍ ମିସି ବିଡି କରି ସୁଆଲେ ରୁଆ" ବଲି କଇଲା ।
Anunciadores da paz
Como são formosos os pés dos que anunciam boas novas de paz! O evangelho é a mensagem de paz para todos os povos.
ଆରି କବର୍ ନେଉକେ ନ ପାଟାଇଲେ କେନ୍ତି ଜାନାଇସି ? ଏ ବିସଇ ସାସ୍ତରେ ଲେକା ଆଚେ "ସୁବ୍କବର୍ ଜାନାଉମନ୍ ଆଇବାଟା, କେଡେ ସାର୍ଦାର୍ କାତା !"
ଜନ୍ ଲକ୍ ସୁବ୍ କବର୍ ବିସଇରେ ଆନ୍ଲାଇନି, ଜନ୍ ଲକ୍ ସାନ୍ତି ବିସଇରେ ଜାନାଇଲାନି , ଜନ୍ ଲକ୍ ମଙ୍ଗଲର୍ ବିସଇରେ ସୁବ୍ କବର୍ ଆନ୍ଲାନି , ଜନ୍ ଲକ୍ ଉଦାର୍ କର୍ବା ବିସଇରେ କଇଲାନି, ଜେ ସିଅନ୍ ଦେସ୍କେ ପର୍ମେସରର୍ ରାଇଜ୍ ବିସଇରେ କଇଲାନି , ତାର୍ ପାଦ୍ ଡଙ୍ଗର୍ ଉପ୍ରେ କେନ୍ତି ସୁନ୍ଦର୍ ଡିସ୍ସି
"ସର୍ଗେ ରଇବା ପର୍ମେସରର୍ ଜୟ ଜୟ କରୁ,
ଆରି ଦର୍ତନିଟାନେ ରଇବା ଜନ୍ ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ ସେମନ୍କେ ସାନ୍ତି ମିଲ ।"
"ପର୍ମେସରର୍ ନାଉଁ ନେଇକରି ଜନ୍ ରାଜା ଆଇଲାନି ତାକେ ସେ ଆସିର୍ବାଦ୍ କର । ସର୍ଗେ ସାନ୍ତି ଅ, ଆରି ସବୁର୍ଟାନେ ଅନି ବଡ୍ ପର୍ମେସରର୍ ମଇମା ଅ ।"
ସୁବ୍କବରେଅନି ଆଇବା ସାନ୍ତିର୍ ପାଣ୍ଡଇ ପିନ୍ଦି ସାଜାଡି ଉଆ ।
O Deus da paz
Que o Deus da paz esteja com todos vocês. Ele nos santifica por completo e nos guarda irrepreensíveis para a vinda do Senhor.
ସାନ୍ତିଦେବା ପରମେସର୍ ତମର୍ ସବୁ ଲକର୍ ସଙ୍ଗ୍ ରଅ । ଆମେନ୍ ।
ସାରାସାରି କାତା
ଜନ୍ମାପ୍ରୁ ଆମ୍କେ ସାନ୍ତି ଦେଲାନି, ସେ ତମ୍କେ ସବୁବେଲେ ଆରି ସବୁରକାମ୍ ସାନ୍ତିଦେଅ । ମାପ୍ରୁ ତମର୍ ସବୁର୍ଲଗେ ରଅ ।
ସାରାସାରିର୍ ପାର୍ତନା
ଆମର୍ ମାପ୍ରୁ ଜିସୁକେ ପର୍ମେସର୍ ମଲାତେଇଅନି ଉଟାଇଲା । ସେ ଗଟେକ୍ ଗଉଡ୍ପାରା ଆମ୍କେ ଜାଗିରଇସି । ଆମେ ପର୍ମେସର୍ ସଙ୍ଗ୍ ସବୁଦିନର୍ପାଇ ଗଟେକ୍ ଅଇବାଟାକେ ତାର୍ ବନି ଜରାଇଲା ।
କାଇକେବଇଲେ ପର୍ମେସର୍ ଆଗାପଚା ନ ଅଇକରି ସବୁ ବିସଇ ଅର୍ସା ସଙ୍ଗ୍ ଅ, ବଲି ମନ୍ କଲାନି ।
ପର୍ମେସରର୍ ବିନ୍ ଉପାସନା ମଣ୍ଡଲିତେଇ ଜେନ୍ତାରି,
ତମର୍ ପିଲାଟକିମନ୍ ସବୁବେଲର୍ ମାପ୍ରୁ ଲାଗି ସିକିତ୍ ଅଇବାଇ ଆରି ତମର୍ ପିଲାଟକି ମନ୍ ବେସି ସାନ୍ତି ଅଇବାଇ ।
ତେବେ ତମେ ସାର୍ଦା ସଙ୍ଗ୍ ବାରଇ ସାନ୍ତିସଙ୍ଗ୍ ଆଗେ ଆଗେ ନେବାଇ; କୁପ୍ଲି ଆରି ଡଙ୍ଗର୍ମନ୍ ତମର୍ ମୁଆଟେ ଆଉଲି ଅଇ ଗିତ୍ ଗାଇବାଇ ଆରି ସବୁ ବୁଇଁର୍ ଗଚ୍କୁଟ୍ ସବୁ ତାପ୍ଲି ମାର୍ବାଇ ।
ଆମର୍ ପର୍ମେସର୍ କଇଲାନି, କାରାପ୍ ଲକ୍ମନ୍କେ ମୁଲ୍କେ ସାନ୍ତି ନାଇଁ।
Paz, santidade e unidade
A paz exige esforço: guardar a unidade do Espírito, evitar contendas e buscar a santidade. Sem paz e santidade, ninguém verá o Senhor.
ଜନ୍ଟା କି ଗଟେକ୍ ମନ୍ ଅଇକରି ରଇବାକେ ସୁକଲ୍ଆତ୍ମା ଆମ୍କେ ବାନ୍ଦିଆଚେ, ସେନ୍ତାରି ସାନ୍ତି ଅଇକରି ରୁଆ ।
ଜନ୍ଟା କି ଗଟେକ୍ ମନ୍ ଅଇକରି ରଇବାକେ ସୁକଲ୍ଆତ୍ମା ଆମ୍କେ ବାନ୍ଦିଆଚେ, ସେନ୍ତାରି ସାନ୍ତି ଅଇକରି ରୁଆ ।
ମାତର୍ ଦାଙ୍ଗ୍ଡା ବଇସେ ରଇବା ଗାଗଡର୍ ମନ୍କର୍ବାଟାନେଅନି ତୁଇ ଦୁରିକେ ର । ଟିକ୍ ବିସଇ କର୍ବାକେ ଚେସ୍ଟା କର୍ । ବିସ୍ବାସେ ଡାଁଟ୍ ରଅ । ବିନ୍ ଲକ୍ମନ୍କେ ଆଲାଦ୍ କର୍ । ଆରି ତାକର୍ ସଙ୍ଗ୍ ସାନ୍ତିସଙ୍ଗ୍ ର । ମନ୍କେ ସୁକଲ୍ କରି ଜେତ୍କି ସବୁଲକ୍ ମାପ୍ରୁକେ ପୁଜା କଲାଇନି, ସେମନର୍ ସଙ୍ଗ୍ ଏ ସବୁଜାକ କର୍ ।
ତମର୍ ତମର୍ ବିତ୍ରେ ଦସ୍ ଦାରାଦାରି ଅଇ ବୁଲ୍କଲେ କେମା ଦିଆଦିଇ ଉଆ । ବିନ୍ ଲକର୍ ବିରଦ୍ କାତା ରଇଲେ ମୁର୍ଚିକରି କେମା ଦିଆଦିଇ ଉଆ । ମାପ୍ରୁ ତମ୍କେ କେମା ଦେଲାପାରା ତମର୍ ବିତ୍ରେ କେମା କରାକରି ଉଆ ।
ନର୍ଲକର୍ ଇଣ୍ଡ୍ବା ବାଟ୍କେ ସବୁବେଲର୍ ମାପ୍ରୁର୍ ସାର୍ଦା ଅଇଲେ, ସେ ତାର୍ ସତ୍ରୁମନ୍କେ ସେ ତାର୍ ସଙ୍ଗ୍ ସାନ୍ତିରେ ବାସା କରାଇସି ।
ଜେ ଦାପ୍ରେ ରିସା ନ ଅଏ, ସେ ଜୁଇଦ୍ କାରିଆ ଟାନେଅନି ବଡ୍; ଆରି, ଜେ ନିଜର୍ ଆତ୍ମା ଉପ୍ରେ ସାସନ୍ କର୍ସି, ସେ ଦେସ୍ ଜିତ୍ଲା ଲକର୍ ଟାନେ ଅନି ନିମାନ୍ ।
ଲାଗାଜଡା ଟାନେ ଅନି ଦୁରିକେ ଅଇବାଟା ଅଇଲାନି ଲକ୍ମନର୍ ପାଇଁ ନିକ, ମାତର୍ ବୁଦି ନ ରଇଲା ଲକ୍ମନ୍ ସବୁ କୁଟ୍ କାତା କଇବାଇ ।
ଜନ୍ ଲକ୍ମନ୍ ନିଜର୍ ଜିବନେ ଏ କାତା ଦାର୍ବାଇ, ସେମନ୍ ସବୁ ଲକ୍ ଆରି ପରମେସରର୍ ସବୁ ଲକ୍ମନ୍ ଜିବ୍ନେ ସାନ୍ତି ଆରି ଜିବନ୍ ଦୁକାନି ପାଇବାଇ ।
ପର୍ମେସର୍ ତମ୍କେ ଦୟା ଦେକାଅ, ତାର୍ ସାନ୍ତି ଆରି ଆଲାଦ୍ ତମ୍କେ ଜବର୍ ଅଇତେ ମିଲ ।
Paz e fé
O Deus da esperança nos encha de paz e alegria no crer. Quem mantém o pensamento firme no Senhor experimenta paz perfeita.
ପରମେସର୍ ଜେକି ସବୁ ଆସାର୍ ମୁଲ୍ଡେଲି । ତମର୍ ବିସ୍ବାସର୍ ଲାଗି ସେ ତମ୍କେ ସବୁ ସାନ୍ତି ସାର୍ଦା ଦେଅ । ସୁକଲ୍ ଆତ୍ମାର୍ ବପୁ ସଙ୍ଗ୍ ତମର୍ ଆସା ଅଦିକ୍ ଅଇଜାଅ ।
ମୁନୁସର୍ ଚଲାଚଲ୍ତି ଇସାବେ ଗାଲେ ମରନର୍ ଦସା ଅଇସି, ସୁକଲ୍ଆତ୍ମାର୍ ଚାଲ୍ନା ଇସାବେ ଗାଲେ ଜିବନ୍ ଆରି ସାନ୍ତି ମିଲ୍ସି ।
ମୁନୁସର୍ ଚଲାଚଲ୍ତି ଇସାବେ ଗାଲେ ମରନର୍ ଦସା ଅଇସି, ସୁକଲ୍ଆତ୍ମାର୍ ଚାଲ୍ନା ଇସାବେ ଗାଲେ ଜିବନ୍ ଆରି ସାନ୍ତି ମିଲ୍ସି ।
ସେମନ୍ ଜନ୍ବାଟେ ଗାଲାଇନି, ତେଇ କୁରୁପ୍ନାସ୍ ଅଇବାଟା ଆରି କସ୍ଟ ଅଇବାଟା ଉବଜ୍ଲାନି ।
ସେମନ୍ ସାନ୍ତିର୍ ବାଟ୍ ନାଜାନତ୍,
କି ପରମେସର୍କେ ଡର୍ବାଟା ସିକତ୍ ନାଇ ।
ମାତର୍ ଜିସୁ ସେ ମାଇଜିକେ କଇଲା, "ତୁଇ ମକେ ବିସ୍ବାସ୍ କଲାର୍ପାଇ ବଲି ରକିଆ ପାଇଆଚୁସ୍, ସାନ୍ତିସଙ୍ଗ୍ ଉଟିଜା ।"
ଜାର୍ ଗରେ ତମେ କେଟ୍ଲେ, ପର୍ତୁମ୍ କରା, ଏ ଗରେ ସାନ୍ତି ମିଲ ।
ଜଦି ସେ ରାଜା ଜିତି ନଏଁ ବଲି ବାବ୍ଲେ ସେମନ୍ ଦୁରିକେ ରଇଲା ବେଲେସେ, ଏ ରାଜା ତାର୍ କେତେଟା ଲକ୍କେ ପାଟାଇ କରି, ଜୁଇଦ୍ ନ କରି ସାନ୍ତିର୍ ରାଜିନାମା କର୍ବାକେ କଇସି ।
ସେମନ୍ ଜଦି ତମ୍କେ ଗତିଆ କରି ଡାକ୍ବାଇ, ତମେ କଇଲା ସାନ୍ତିର୍ କାତା ପୁରୁନ୍ ଅଇସି । ମାତର୍ ସେମନ୍ ଜଦି ତମ୍କେ ଗତିଆ କରି ନ ଡାକତ୍ ବଇଲେ, ତମେ କଇଲାଟା ତମର୍ ଲଗେ ବାଉଡି ଆଇସି ।
ସାନ୍ତିର୍ ବାଦୁଲେ କାଣ୍ଡା
"ମୁଇ ଏ ଦୁନିଆଇ ସାନ୍ତି ଦେବାର୍ ଆସିଆଚି ବଲି ତମେ ବାବା ନାଇ । ନାଇ, ସାନ୍ତି ଦେବାକେ ଆସି ନାଇ, କାଣ୍ଡା ଦେବାକେ ଆଇଲିଆଚି ।
ଏବେ ଏ ମର୍ ବାଇବଇନିମନ୍ ମୁଇ ରଇଲିନି । ତମର୍ ଚଲାଚଲ୍ତି ସିଦ୍ କର୍ବାକେ ଜବର୍ ଚେସ୍ଟା କରା । ମର୍ ଆଦେସ୍ ସବୁ ମାନିକରି ରୁଆ । ସବୁଲକ୍ ଗଟେକ୍ ମନ୍ ଅଇକରି ସାନ୍ତିଅଇ ରୁଆ । ତେବେ ଆଲାଦ୍ ଆରି ସାନ୍ତିର୍ ପର୍ମେସର୍ ତମର୍ ସଙ୍ଗ୍ ରଇସି ।
ସେ ପୁରାପୁରୁନ୍ ଆଲାଦର୍ ଦୟାର୍ଲାଗି ମାପ୍ରୁର୍ ଲକ୍ମନ୍କେ, ସେମନର୍ ପାପ୍ଟାନେଅନି ମୁକ୍ଲାଇବା ଗିଆନ୍ ଦେଇସୁ । ତାର୍ ବାଟ୍ ତିଆର୍ କର୍ବାକେ ମୁଲିଆଇସୁ ।"
ମାତର୍ ତମେ ନିମାନ୍ ସଙ୍ଗେ ନିଜର୍ ଆନିଦାଦିମନର୍ ଲଗେ ଜାଇସା ଆରି ଡକ୍ରା ଅଇ ମଲା ବେଲେ ସମାଦି ପାଇସା।
ଲାଡ୍ମୁଆଁସ୍ କର୍ବା ସମୟ୍ ଆରି ଗିନ୍ କର୍ବା ସମୟ୍; ଜୁଇଦ୍ କର୍ବା ସମୟ୍ ଆରି ସାନ୍ତିରେ ରଇବା ସମୟ୍ ଆଚେ ।
ସାନ୍ତିର୍ ବାଟ୍ ସେମନ୍ ନାଜାନତ୍ ଆରି ସେମନର୍ ବାଟେ କାଇମିସା ବିଚାର୍ ନାଇଁ; ସେମନ୍ ନିଜର୍ ପାଇଁ କାରାପ୍ ବାଟ୍ କରିଆଚତ୍; ଜେକି ସେବାଟେ ଇଣ୍ଡ୍ସି, ସେ ସାନ୍ତି ନାଜାନେ ।
ଆରି, ତାର୍ ନିଜର୍ ବୁଦି ସଙ୍ଗେ ତାର୍ ଆତେ ଚଲ୍ନାର୍ ସପଲ୍ ଅଇସି, ଆରି ସେ ନିଜର୍ ବୁଦି ସଙ୍ଗେ ବଡ୍ ଅଇସି, ଆରି ସେ ନିରାପଦ୍ ବେଲେ ସବୁକେ ବିନାସ୍ କର୍ସି; ଆରି, ସେ ଦୁତ୍ମନର୍ ମୁକିଆ ବିରୁଦେ ଉଟ୍ସି; ମାତର୍ ସେ କେ ନ ମାର୍ତେ ମର୍ସି ।
ସେ ଟିକ୍ ବେଲାଇ ଦେସର୍ ବଲ୍ ଜାଗାଇ ପୁର୍ସି ଆରି ତାର୍ ଆନିଦାଦି ଆରି ବାବାମନ୍ ଜାଇଟା କରି ନ ରଇଲାଇ, ସେଟା ସେ କର୍ସି; ସେ ସେମନର୍ ଜିକି ନେଇ ରଇଲା ଜିନିସ୍ ଆରି କେତେକ୍ ବସ୍ତୁ ଆରି ଦନ୍ ବିଚି ଦେଇସି ଆରି ଡାଟ୍ ଗଡ୍ସବୁର୍ ବିରୁଦେ ସେ କେତେକ୍ ବଲ୍ ଚିନ୍ତା କର୍ସି ।
ସେ ଜାଇଟା ମିସା ଅ, ଜଦି ଗଟେକ୍ ବିସ୍ବାସ୍ ନ କଲା ଲକ୍ ତାର୍ ବିସ୍ବାସି ମାଇଜି କି ମୁନୁସର୍ ଟାନେଅନି ବିନେ ଅଇବାକେ ମନ୍ କଲାନି ବଇଲେ, ସେ ବିନେ ଅ । ଏନ୍ତାରି ଅଇଲେ କିରିସ୍ଟକେ ବିସ୍ବାସ୍ କର୍ବା ମାଇଜି କି ମୁନୁସ୍ ବିବା ବନ୍ଦ୍ନେ ଅନି ମୁକ୍ଲି ଆଚେ । ପର୍ମେସର୍ ତମ୍କେ ସାନ୍ତିସଙ୍ଗ୍ ମିସି ବିଡି ଜିଇବାକାଇବାକେ ଡାକ୍ଲା ଆଚେ ।
ଆରି ଏଦେ ଦେକା ! ଆରିଗଟେକ୍ ରଙ୍ଗ୍ ରଇବା ଗଡା ବାରଇଲା । ଜଗତେ ଜୁଇଦ୍ କରାଇବାକେ ସେ ଗଡା ଚାଲାଉକେ ଦିଆଅଇରଇଲା । ଜେନ୍ତାରିକି, ଲକ୍ମନ୍ ତାକର୍ ତାକର୍ ବିତ୍ରେ ମାରାମାରିଅଇ ମର୍ବାଇ । ତାକେ ଗଟେକ୍ ବଡେଟା କାଣ୍ଡା ଦିଆଅଇଲା ।
Este artigo te tocou? Faça uma oração!
+581 estão orando agora.
Junte-se à corrente de oração.