Poder
O poder de Deus opera nos que creem. A Bíblia revela que o cristão recebe poder do alto para viver, servir e vencer — não por força própria, mas pelo Espírito de Deus.
Poder do Espírito Santo
Jesus prometeu que seus seguidores receberiam poder ao descer sobre eles o Espírito Santo. Esse poder capacita para testemunho e serviço.
ମଃତର୍ ପବିତ୍ର ଆତ୍ମା ତୁମାର୍ ଉହ୍ରେ ଆୟ୍ଲେକ୍ ତୁମିମଃନ୍ ସଃକାତ୍ ହାଉଆସ୍ ଆର୍ ଜିରୁସାଲମ, ସଃବୁ ଜିଉଦା ରାଜି ଆର୍ ସମିରଣ୍, ଆରେକ୍ ହୁର୍ତିବିର୍ ସେସ୍ ସଃନ୍ଦି ହଃତେକ୍ ହେଁ ମର୍ ସାକି ଅଃଉଆସ୍ ।"
କାୟିତାକ୍ବଃଲେକ୍ ଇସ୍ୱର୍ ଅଃମିକ୍ ଡିର୍ତା ଆତ୍ମା ନଃଦ୍ୟ୍, ମଃତର୍ ସଃକ୍ତି, ଲାଡ୍ ଆର୍ ନିକ ବୁଦିର୍ ଆତ୍ମା ଦଃୟି ଆଚେ ।
ଦଃକା ମୁଁୟ୍ ତୁମିମଃନ୍କେ ସାହ୍ ଆର୍ ମିଚକାକ୍ଳା ଉହ୍ରେ ଇଣ୍ଡୁକ୍ ଅଃଦିକାର୍ ଦଃୟ୍ଆଚି, ଆରେକ୍ ସଃତ୍ରୁର୍ ସଃବୁ ସଃକ୍ତି ଉହ୍ରେ ହେଁ ତୁମିକେ ଅଃଦିକାର୍ ଦଃୟି ଆଚି, ଆର୍ କାୟିରି ହେଁ ତୁମିମଃନାର୍ ନଃସ୍ଟ୍ କଃରୁ ନାହାରେ ।
Poder na Palavra e na fé
A Palavra de Deus é viva e eficaz, mais cortante que espada de dois gumes. O poder não está em palavras, mas na demonstração do Espírito.
କାୟିତାକ୍ବଃଲେକ୍ ଇସ୍ୱରାର୍ କଃତା ଜିବନ୍ ଆର୍ କାମ୍ ହୁରା କଃର୍ତାର୍, ଆରେକ୍ ଦୁୟ୍ବାଟ୍ ଦାର୍ ରେତା କଃଣ୍ଡା ତଃୟ୍ହୁଣି ଅଃଦିକ୍ ଲାଗୁଣ୍, ଆର୍ ଜିବନ୍ ଆର୍ ଆତ୍ମା, ଗଃଟି ଆର୍ ଆଡ୍ ବିତ୍ରେ ରିଲା ସୁଇଁ ହଃତେକ୍ ବେଦି ଜାୟ୍ଦ୍ ଆରେକ୍ ମଃନାର୍ ଚିତା ଆର୍ ବାବାର୍ ନିକ ବିଚାର୍ କଃରେଦ୍ ।
କାୟିତାକ୍ବଃଲେକ୍ ଇସ୍ୱରାର୍ ରାଇଜ୍ କଃତାୟ୍ ହଃକା ନାୟ୍, ମଃତର୍ ସଃକାତ୍ ଜାଣାହ୍ଳେଦ୍,
ସଃତ୍ ବିସ୍ୱାସିମଃନାର୍ ଇ ସଃବୁ ଚିନା ଅୟ୍ଦ୍, ସେମଃନ୍ ମର୍ ନାଉଁଏ ବୁତ୍ ଚାଡାଉତି ଆର୍ ନଃଉଆଁ ନଃଉଆଁ ବାସାୟ୍ କଃତା କଃଉତି । ସେମଃନ୍ ଆତେ ସାହ୍ ଦଃର୍ତି, ଆର୍ ବିସ୍ ମିସ୍ଲାର୍ କାୟିରି କାୟ୍ଲେକ୍ ହେଁ ସେମଃନାର୍ କାୟି ହେଁ ନୟ୍; ସେମଃନ୍ ଜଃର୍ ଦୁକାର୍ ଲକ୍ମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲେକ୍, ସେମଃନ୍ ନିକ ଅଃଉତି ।"
ମୁୟ୍ ତୁମିକେ ସଃତ୍କଃରି କଃଉଁଲେ, ମର୍ତଃୟ୍ ଜେ ବିସ୍ୱାସ୍ କଃରେଦ୍, ମୁୟ୍ ଜୁୟି ଜୁୟି କାମ୍ କଃରୁଲେ, ସେ ହେଁ ସେରିସଃବୁ କଃରେଦ୍, ଆରେକ୍ ସେସଃବୁ ତଃୟ୍ହୁଣି ହେଁ ଅଃଦିକ୍ ବଃଡ୍ କାମ୍ କଃରେଦ୍, ବଃଲେକ୍ ମୁୟ୍ ଉବାର୍ ହାକ୍ ଜଃଉଁଲେ ।
Fortalecidos pelo Senhor
Tudo posso naquele que me fortalece. O cristão encontra poder não em si mesmo, mas na força do Senhor e na sua armadura espiritual.
ମର୍ ବଃଳ୍କାରିର୍ କ୍ରିସ୍ଟର୍ ଉହ୍କାରେ ମୁୟ୍ଁ ସଃବୁ କଃରୁହାରି ।
ସଃରାସଃରି କଃତା ଇରି, ମାପୁରାର୍ ସଃକ୍ତି ହାୟ୍ଁ ତାର୍ ବଃଳେ ତିଆର୍ ଅୟି ସଃକ୍ତିମାନ୍ ଅଃଉଅ ।
ଆର୍ ସଃବୁ ବିସୟେ ସାସ୍ବାନ୍ଦ୍ତାର୍ ଆର୍ ଦିର୍ସୁସ୍ତାୟ୍ ଅଃଉଁକେ ତାର୍ ଜଃଜ୍ମାନ୍ ସଃକ୍ତି ହଃର୍କାରେ ସଃକ୍ତି ଅଃଉଆ ।
ତଃବେ ତୁମିମଃନ୍ ଇସ୍ୱରାର୍ ତଃଳେ ନିଜ୍କେ ସଃହ୍ରି ଦିଆସ୍, ସୟ୍ତାନ୍କେ ଟାଣ୍ ଦିଆସ୍ ନାୟ୍, ତଃନ୍ଅୟ୍ଲେକ୍ ସେ ତୁମାର୍ ତଃୟ୍ହୁଣି ହଃଳାୟ୍ ଜାୟ୍ଦ୍ ।
ଜିସୁ ଉଟିକଃରି ବାଉହାଣିକେ ଦଃକା ଦଃୟି ସଃମ୍ନ୍ଦ୍କେ କୟ୍ଲା, "ତୁନ୍ହାଳ୍, ଚୁପ୍ଅଃଉ ।" ସେତାକ୍ ବାଉ ତେବ୍ଲି ଆର୍ ସଃବୁ ତିର୍ ଅୟ୍ଲି । ତାର୍ହଃଚେ ଜିସୁ ଚେଲାମଃନ୍କେ କୟ୍ଲା, "ତୁମିମଃନ୍ କାୟିତାକ୍ ଅଃତେକ୍ ଡିରୁଲାସ୍, ଅଃବେ ହଃତେକ୍ କାୟି ତୁମାର୍ ବିସ୍ୱାସ୍ ନାୟ୍ ?"
ସେତାକ୍ ସେମଃନ୍ ଅଃପର୍ବଳ୍ ଡିରିକଃରି ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉଁକେ ଦଃର୍ଲାୟ୍, "ଏ ତଃବେ କେଏ ଜେ, ବାଉ ଆର୍ ସଃମ୍ନ୍ଦ୍ ହେଁ ଆର୍ କଃତା ମାନୁଲାୟ୍ ।"