A segunda vinda de Cristo
A segunda vinda de Cristo é a esperança suprema da Igreja. Jesus prometeu que voltará com poder e grande glória para julgar os vivos e os mortos e estabelecer seu Reino eterno.
A promessa do retorno
Jesus prometeu voltar. Os anjos declararam que Ele virá da mesma forma como ascendeu. A Igreja aguarda esse dia glorioso com expectativa.
ଆରେକ୍ ସେମଃନ୍ କୟ୍ଲାୟ୍, "ଏ ଗାଲିଲିର୍ ଲକ୍ କାୟିତାକ୍ ତୁମିମଃନ୍ ଅଃଗାସ୍କେ ଦଃକି ଟିଆ ଅୟି ଆଚାସ୍ ? ଇ ଜୁୟି ଜିସୁ ତୁମାର୍ ଚଃମେ ହୁଣି ସଃର୍ଗେ ନିଆ ଅୟ୍ଲା ତାକେ ତୁମିମଃନ୍ ଜୁୟି ରଃକମ୍ ସଃର୍ଗେ ଜାତାର୍ ଦଃକ୍ଲାସ୍, ସେ ସେରଃକମ୍ ସଃର୍ଗେହୁଣି ବାଉଳି ଆସେଦ୍ ।"
ଜିସୁ ଜଃଉଁଜଃଉଁ ଚେଲାମଃନ୍ ଅଃଗାସ୍କେ ଦଃକୁଲାୟ୍, ଅଃନ୍କା ବେଳାୟ୍ ଦବ୍ ବଃସ୍ତର୍ ହିନ୍ଦ୍ଲା ଦୁୟ୍ ଲକ୍ ସେମଃନାର୍ ଚଃମେ ଆୟ୍ଲାୟ୍ । ଆରେକ୍ ସେମଃନ୍ କୟ୍ଲାୟ୍, "ଏ ଗାଲିଲିର୍ ଲକ୍ କାୟିତାକ୍ ତୁମିମଃନ୍ ଅଃଗାସ୍କେ ଦଃକି ଟିଆ ଅୟି ଆଚାସ୍ ? ଇ ଜୁୟି ଜିସୁ ତୁମାର୍ ଚଃମେ ହୁଣି ସଃର୍ଗେ ନିଆ ଅୟ୍ଲା ତାକେ ତୁମିମଃନ୍ ଜୁୟି ରଃକମ୍ ସଃର୍ଗେ ଜାତାର୍ ଦଃକ୍ଲାସ୍, ସେ ସେରଃକମ୍ ସଃର୍ଗେହୁଣି ବାଉଳି ଆସେଦ୍ ।"
ଜିସୁ ସଃତ୍ ବାଟ୍
ଜିସୁ କୟ୍ଲା, "ତୁମିମଃନାର୍ ମଃନ୍ ନଃଡିର, ତୁମିମଃନ୍ ଇସ୍ୱର୍ ତଃୟ୍ ବିସ୍ୱାସ୍ କଃରା, ଆର୍ ମର୍ ତଃୟ୍ହେଁ ବିସ୍ୱାସ୍ କଃରା । ମର୍ ଉବାର୍ ଗଃରେ ଗାଦେକ୍ ବାସା କଃର୍ତା ଟାଣ୍ ଆଚେ; ସେରି ସଃତ୍ ଅୟ୍ନଃରିଲେକ୍, ମୁୟ୍ ତୁମିକେ ଇ କଃତା ନଃକୟ୍ଲେ ହୁଣି, ମୁୟ୍ ତୁମାର୍ ଗିନେ ଟାଣ୍ ଟିକ୍ କଃରୁକେ ଜଃଉଁଲେ; ଆର୍, ମୁୟ୍ ଜାୟ୍କଃରି ତୁମାର୍ ଗିନେ ଟାଣ୍ ଟିକ୍ କଃଲେକ୍ ଆରେକ୍ ଆସିନ୍ଦ୍, ଆର୍ ମୁୟ୍ ଜୁୟି ଟାଣେ ରଃୟ୍ନ୍ଦ୍ ତୁମିମଃନ୍ ହେଁ ଜଃନ୍କଃରି ସେ ଟାଣେ ରିଆସ୍, ସେତାର୍ଗିନେ ତୁମିକେ ନିଜାର୍ ତଃୟ୍ ନଃୟ୍ନ୍ଦ୍ ।
ଜେ ଇ ସଃବୁ ବିସୟେ ସାକି ଦେଉଁଲା, ସେ କଃଉଁଲା, "ଇରି ସଃତ୍କଃରି ଅୟ୍ଦ୍ । ମୁୟ୍ ବେଗି ଆସୁଲେ । ସେରି ସେ ଅଃଉଅ । ମାପୁର୍ ଜିସୁ ଆଉ ।"
ଜେ ଇ ସଃବୁ ବିସୟେ ସାକି ଦେଉଁଲା, ସେ କଃଉଁଲା, "ଇରି ସଃତ୍କଃରି ଅୟ୍ଦ୍ । ମୁୟ୍ ବେଗି ଆସୁଲେ । ସେରି ସେ ଅଃଉଅ । ମାପୁର୍ ଜିସୁ ଆଉ ।"
ଜିସୁ କଃଉଁଲା, "ସୁଣା, ମୁୟ୍ ବେଗି ଆସୁଲେ, ହଃତି ଲକ୍କେ ନିଜାର୍ ନିଜାର୍ କାମ୍ ହଃର୍କାରେ ହଃଳ୍ ଦେଉଁକ୍ ମୁୟ୍ ପୁରିସ୍କାର୍ ଦଃରି ଆସିନ୍ଦ୍ ।
Os sinais dos tempos
Jesus descreveu os sinais que precederão sua volta: falsos profetas, guerras, fome, terremotos e tribulação. Devemos discernir os tempos sem nos alarmar.
ଦୁକ୍ ଆର୍ କଃସ୍ଟ
ତାର୍ହଃଚେ ଜିସୁ ଜିତ୍ ଡଙ୍ଗ୍ରେ ବଃସ୍ଲାକେ ଚେଲାମଃନ୍ ତାର୍ ଲଃଗେ ଲୁକ୍ଣେ ଆସି ତାକ୍ ହଃଚାର୍ଲାୟ୍, "ଅଃମିମଃନ୍କେ କଃଉ, ଇ ସଃବୁ ଗଃଟ୍ଣା କଃବେ ଗଃଟେଦ୍ ? ଆର୍ ତର୍ ଆସ୍ତାର୍ ଆର୍ ଜୁଗ୍ ସେସ୍ ଅଃଉତା ଚିନା କାୟିରି ସେରି ଅଃମିକ୍ କଃଉ ।"
ତଃବେ ଜିସୁ ସେମଃନ୍କେ କୟ୍ଲା, "ଜଃଗ୍ରାତ୍ ଅୟ୍ରିଆ, ଜଃନ୍କଃରି କେଏ ହେଁ ତୁମିକେ ନଃବୁଲ୍କାଉତି । ବଃଲେକ୍ କଃତେକ୍ ଲକ୍ମଃନ୍ ମର୍ ନାଉଁଏ ଆସି ‘ମୁଁୟ୍ କ୍ରିସ୍ଟ ବଃଲେକ୍ ମଃସିଆ !’ ବଃଲି କୟ୍କଃରି ଗାଦି ଲକ୍ମଃନ୍କେ ବୁଲ୍କାଉତି । ତୁମିମଃନ୍ ଜୁଜ୍ ଅଃଉତା କଃତା ସୁଣାସ୍ ଆର୍ ଜୁଜ୍ ଅଃଉତିରିଲାର୍ କବୁର୍ ସୁଣାସ୍, ମଃତର୍ ଜଃଗ୍ରାତ୍, ଡିରା ନାୟ୍, ବଃଲେକ୍ ଇ ସଃବୁ ବାୟ୍ଦ୍ରେ ଗଃଟେଦ୍, ମଃତର୍ ସଃଡେବଃଳ୍ ଜୁଗ୍ ନଃବୁଡେ ।
"ମଃତର୍ ସଃଡେବଃଳ୍ ଲକ୍ମଃନ୍ ତୁମିକେ କଃସ୍ଟ୍ବଗ୍ କଃରୁକେ ସଃହ୍ରି ଦେତି, ଆର୍ ସେମଃନ୍ ତୁମିକେ ମଃର୍ନେ ମାର୍ତି, ଆର୍ ମର୍ ନାଉଁଏ ବିସ୍ୱାସ୍ କଃର୍ତା ଗିନେ ସଃବୁ ଜାତିର୍ ଲକ୍ମଃନ୍ ତୁମିକେ ଗିଣ୍ କଃର୍ତି । ସଃଡେବଃଳ୍ ଗାଦେକ୍ ଲକ୍ମଃନ୍ ବାଦା ହାଉତି ଆର୍ ମାପୁର୍ ବିସ୍ୱାସ୍ ଚାଡି ସେମଃନ୍ ତାକାର୍ ତାକାର୍ ବିତ୍ରେ ଦଃରାୟ୍ଦେତି ଆର୍ ତାକାର୍ ତାକାର୍ ବିତ୍ରେ ଗିଣ୍ କଃରାକଃରି ଅଃଉତି । ଆର୍ ସଃଡେବଃଳ୍ ବୁତେକ୍ ବାମାଉତା ବାବ୍ବାଦିମଃନ୍ ବାରାୟ୍କଃରି ଗାଦେକ୍ ଲକ୍ମଃନ୍କେ ବୁଲ୍କାଉତି ।
ସଃଡେବଃଳ୍ ଅଃଦଃର୍ମ୍ କାମ୍ ଜଃବର୍ ଅୟ୍ଦ୍, ଇତାକ୍ ଇସ୍ୱରାର୍ ଗିନେ ଗାଦେକ୍ ଲକାର୍ ଲାଡ୍ ଉଣା ଅୟ୍ଦ୍ । ମଃତର୍ ଜେ ସେସ୍ ହଃତେକ୍ ସାସ୍ ଦଃରି ରଃୟ୍ଦ୍, ସେ ନିଜ୍କେ ବଚାଉ ହାରେ ।
ଆର୍ ସଃବୁ ବାସାର୍ ଲକ୍ମଃନାର୍ ତଃୟ୍ ସାକି ଦେଉଁକେ ସଃର୍ଗ୍ ରାଇଜାର୍ ଇ ନିକ କବୁର୍ ହୁର୍ତି ସଃରା ପର୍ଚାର୍ କଃରା ଅୟ୍ଦ୍, ତାର୍ହଃଚେ ଜୁଗ୍ ସେସ୍ ଅୟ୍ଦ୍ ।"
ବଃଲେକ୍ ସଃଡେବଃଳ୍ ଇ ରଃକମ୍ ଜଃବର୍ ଡଃଣ୍ଡ୍ ଗଃଟେଦ୍ ଜେ, ଜଃଗତାର୍ ଆରୁମେ ହୁଣି ଆଜି ହଃତେକ୍ ନଃଗେଟେ, ଆର୍ କଃବେ ହେଁ ନଃଗେଟେ । ମଃତର୍ ଇସ୍ୱର୍ ସେ କଃସ୍ଟାର୍ ଦିନ୍ ଉଣା କଃରି ନଃରିଲେକ୍ କେହେଁ ମୁକ୍ତି ହାଉଁକେ ନଃହାର୍ଲାୟ୍ ହୁଣି । ମଃତର୍ ଇସ୍ୱର୍ ବାଚ୍ଲାର୍ ଲକ୍ମଃନାର୍ ଗିନେ ସେ ଦିନ୍କେ ଉଣା କଃରାଅୟ୍ଦ୍ ।"
"ଆର୍ ସଃଡେବଃଳ୍ କେଏ ତୁମିମଃନ୍କେ ‘କ୍ରିସ୍ଟ ଇତି ଆଚେ,’ କି, ‘ସେତିଆଚେ,’ ବଃଲି କୟ୍ଲେକ୍, ତୁମି ତାକ୍ ବିସ୍ୱାସ୍ କଃରାନାୟ୍ । ବଃଲେକ୍ ସଃଡେବଃଳ୍ ବାମାଉତା କ୍ରିସ୍ଟ ଆର୍ ବାମାଉତା ବାବ୍ବାଦିମଃନ୍ ଉଟି ବଃଡ୍ ବଃଡ୍ ଚିନା ଆର୍ କାବା ଅଃଉତା କାମ୍ମଃନ୍ ଦଃକାଉତି, ଜଦି ଅଃଉଁ ହାରେ ଇସ୍ୱର୍ ବାଚ୍ଲା ଲକ୍ମଃନ୍କେ ହେଁ ବୁଲ୍କାଉତି । ଦଃକା, ମୁଁୟ୍ ଗଃଟ୍ଣା ଗଃଟ୍ତା ଆଗ୍ତୁ ତୁମିମଃନ୍କେ ସଃବୁ ଜାଣାୟ୍ଲେ ।"
"ଆର୍ ସଃଡେବଃଳ୍ କେଏ ତୁମିମଃନ୍କେ ‘କ୍ରିସ୍ଟ ଇତି ଆଚେ,’ କି, ‘ସେତିଆଚେ,’ ବଃଲି କୟ୍ଲେକ୍, ତୁମି ତାକ୍ ବିସ୍ୱାସ୍ କଃରାନାୟ୍ । ବଃଲେକ୍ ସଃଡେବଃଳ୍ ବାମାଉତା କ୍ରିସ୍ଟ ଆର୍ ବାମାଉତା ବାବ୍ବାଦିମଃନ୍ ଉଟି ବଃଡ୍ ବଃଡ୍ ଚିନା ଆର୍ କାବା ଅଃଉତା କାମ୍ମଃନ୍ ଦଃକାଉତି, ଜଦି ଅଃଉଁ ହାରେ ଇସ୍ୱର୍ ବାଚ୍ଲା ଲକ୍ମଃନ୍କେ ହେଁ ବୁଲ୍କାଉତି । ଦଃକା, ମୁଁୟ୍ ଗଃଟ୍ଣା ଗଃଟ୍ତା ଆଗ୍ତୁ ତୁମିମଃନ୍କେ ସଃବୁ ଜାଣାୟ୍ଲେ ।"
"ତଃବେ ଦଃକା, ଲକ୍ମଃନ୍ ତୁମିକେ ମାପୁର୍ ବଃଟାୟ୍ ଆଚେ ବଃଲି କଃଉତି, ତଃବେ ବାରାୟ୍ ଜାହା ନାୟ୍, ଦଃକା ସେ ବିତୁର୍ ଗଃରେ ଲୁକି ଆଚେ ବଃଲି କଃଉତି, ତଃବେ ତାକାର୍ କଃତା ବିସ୍ୱାସ୍ କଃରା ନାୟ୍ ।
ଗଃଚ୍ ଆର୍ ତାର୍ ହଃଳ୍
"ବାମାଉତା ମିଚ୍ ବାବ୍ବାଦିମଃନାର୍ ତଃୟ୍ହୁଣି ଜଃଗ୍ରାତ୍ ଅୟ୍ରିଆ; ସେମଃନ୍ ମେଣ୍ଡା ବେସ୍ ଦଃରି ତୁମାର୍ ଚଃମେ ଆସ୍ତି, ମଃତର୍ ସେମଃନ୍ ମଃନ୍ ବିତ୍ରେ ଗଟେକ୍ ଗଟେକ୍ ଗଃଦବାଗ୍ ହର୍ ।
କାୟିତାକ୍ବଃଲେକ୍ ଲକ୍ ବିରୁଦେ ଲକ୍ ଜୁଜ୍ ଲାଗ୍ତି, ରାଇଜ୍ ବିରୁଦେ ରାଇଜ୍ ଉଟେଦ୍ ଆର୍ ଟାଣେ ଟାଣେ ଦଃର୍ତି ଲଃଦ୍ବଃଦେଦ୍, ଦୁର୍ବିକ୍ୟା ଅୟ୍ଦ୍; ମଃତର୍ ଇ ସଃବୁ ହିଲା ଜଃଲମ୍ କଃର୍ତା ମାୟ୍ଜିଟକିର୍ ଆରୁମ୍ ଦୁକା ହର୍ ।"
"ମଃତର୍ ତୁମିମଃନ୍ ନିଜାର୍ ନିଜାର୍ ବିସୟେ ଜଃଗ୍ରାତ୍ ଅୟ୍ରିଆ; ଲକ୍ମଃନ୍ ତୁମିମଃନ୍କେ ବେରାଣ୍ ମଃଣ୍ଡାୟ୍ ସଃହ୍ରି ଦେତି, ଆର୍ ତୁମିମଃନ୍କେ ପାର୍ତ୍ନା ଗଃରେ ନଃୟ୍ ମାଡ୍ ମାର୍ତି, ଆରେକ୍ ମର୍ ଗିନେ ସଃର୍କାର୍ ଲକ୍ମଃନାର୍ ତଃୟ୍ ଆର୍ ରଃଜାମଃନାର୍ ତଃୟ୍ ସେମଃନାର୍ ଗିନେ ସାକି ଅଃଉଁକେ ଟିଆ ଅଃଉଆସ୍ । ମଃତର୍ ଜୁଗ୍ ବୁଡ୍ତା ଆଗ୍ତୁ ବାୟ୍ଦ୍ରେ ସଃବୁ ଜାତିର୍ ଲକ୍ମଃନାର୍ ବିତ୍ରେ ନିକ କବୁର୍ ପର୍ଚାର୍ ଅୟ୍ଦ୍ ।
ଲକ୍ମଃନ୍ ଅଃହ୍ଣାର୍ ବାୟ୍ ବାୟ୍କ୍, ଉବାସି ହୟ୍ସିକେ, ମଃର୍ନ୍ ଡଃଣ୍ଡ୍ ହାଉଁକ୍ ସଃହ୍ରି ଦେତି, ଆରେକ୍ ହିଲାମଃନ୍ ଉବାସି ଆୟ୍ସି ବିରୁଦେ ଉଟ୍ତି ଆର୍ ସେମଃନ୍କେ ମଃର୍ନେ ମାର୍ତି । ଆର୍ ମର୍ ନାଉ ଗିନେ ତୁମିମଃନ୍ ସଃବୁଲକାର୍ ତଃୟ୍ହୁଣି ଗିଣ୍କଃରାୟ୍ ଅଃଉଆସ୍, ମଃତର୍ ଜୁୟି ମାନାୟ୍ ସେସ୍ ହଃତେକ୍ ବିସ୍ୱାସେ ତିର୍ ଅୟି ରଃୟ୍ଦ୍, ସେ ହାହେ ହୁଣି ନିଜ୍କେ ବଚାଉ ହାରେଦ୍ ।"
ଆର୍ ବଃଡ୍ବଃଡ୍ ବୁଇଁକମ୍ପ୍, ଆର୍ ଟାଣେ ଟାଣେ ମଃର୍ଡି ଦଃରେଦ୍ ଆର୍ କଃତାର୍ ଅୟ୍ଦ୍, ଆର୍ ଅଃଗାସ୍ ଉହ୍ରେ ବୟଃଙ୍କାର୍ ଗଃଟ୍ଣାମଃନ୍ ଦଃକାୟ୍ ଅୟ୍ଦ୍ ଆର୍ ବଃଡେ ବଃଡେ ଚିନ୍ମଃନ୍ ଡିସେଦ୍ ।
A vinda gloriosa
Cristo virá nas nuvens com poder e grande glória, enviará seus anjos e reunirá seus escolhidos dos quatro ventos.
ନଃରାର୍ ହୟିସି ଆସ୍ତାର୍
"ମଃତର୍ ସେ ଦିନାର୍ ଡଃଣ୍ଡ୍ ହଃଚେ, ସେଦାହ୍ରେ ବେଳ୍ ଅଃନ୍ଦାର୍ ଅୟ୍ଦ୍ ଆର୍ ଜଃନ୍ ଉଜାଳ୍ ନଃଦେୟ୍, ତାରାମଃନ୍ ସଃର୍ଗେ ହୁଣି ଅଦୁର୍ତି ଆର୍ ଅଃଗାସାର୍ ସଃବୁ ସଃକ୍ତିମଃନ୍ ଏଣେ ତେଣେ ଅଃଉତି । ସଃଡେବଃଳ୍ ଅଃଗାସ୍ ଉହ୍ରେ ନଃରାର୍ ହୟ୍ସିର୍ ଚିନ୍ମଃନ୍ ଡିସେଦ୍ ଆର୍ ସଃଡେବଃଳ୍ ହୁର୍ତିବିର୍ ସଃବୁ ବାସାର୍ ଲକ୍ମଃନ୍ କାନ୍ଦ୍ତି ଆର୍ ନଃରାର୍ ହୟ୍ସିକେ ସଃକ୍ତି ଆର୍ ବଃଡେ ଜଃଜ୍ମାନ୍ ସଃଙ୍ଗ୍ ଅଃଗାସାର୍ ମେଗେ ଆସ୍ତାର୍ ଦଃକ୍ତି । ଆର୍ ତୁରି ହୁକି ଅଃହ୍ଣାର୍ ସଃର୍ଗ୍ ଦୁତ୍ମଃନ୍କେ ହଃଟାୟ୍ଦ୍ ଆର୍ ଦୁତ୍ମଃନ୍ ହୁର୍ତିବିର୍ ଗଟ୍ କନେହୁଣି ଆରେକ୍ ଗଟ୍ କଃନ୍ ହଃତେକ୍ ଚାରିହଃକାର୍ ତାର୍ ବାଚ୍ଲା ଲକ୍ମଃନ୍କେ ରୁଣ୍ଡାଉତି ।"
ଡୁମ୍ବୁର୍ ଗଃଚାର୍ ସିକ୍ୟା
"ଡୁମ୍ବୁର୍ ଗଃଚାର୍ ଗଟେକ୍ କଃତା ସିକା, ଜଃଡେବଃଳ୍ ତାର୍ କଃନ୍ଦାୟ୍ କଃଉଁଣା ହଃତାର୍ ଦଃରେଦ୍ ଆର୍ ଡାଳ୍ ହଃତାର୍ ଅୟି ବାଡି ଆସେଦ୍, ସଃଡେବଃଳ୍ ତୁମି କଃରା ଦିନ୍ ଆସୁଲି ବଃଲି ଜାଣାସ୍ । ସେରଃକମ୍ ତୁମିମଃନ୍ ଜଃଡେବଃଳ୍ ଇ ସଃବୁ ଗଃଟ୍ଣା ଦଃକ୍ଲେକ୍, ନଃରାର୍ ହୟିସି ଦୁଆର୍ ଚଃମେ ବଃଲି ଜାଣା ।
ଆରେକ୍ ନଃରାର୍ ହୟିସି ଅଃହ୍ଣାର୍ ଉବାସିର୍ ଜଃଜ୍ମାନ୍ ସଃଙ୍ଗ୍ ଅଃହ୍ଣାର୍ ଦୁତ୍ମଃନାର୍ ସଃଙ୍ଗ୍ ଆରେକ୍ ଗଟ୍ତର୍ ଆସେଦ୍ ଆର୍ ସଃଡେବଃଳ୍ ସେ ହଃତି ଲକ୍ମଃନ୍କେ ତାର୍ କାମ୍ ହଃର୍କାରେ ହଃଳ୍ ଦଃୟଃଦ୍ ।
ନଃରାର୍ ହୟିସି ଆସ୍ତା ଦିନ୍
"ଆରେକ୍ ବେଳ୍, ଜଃନ୍ ତାରାମଃନାର୍ ତଃୟ୍ ଚିନା ଦଃକାଜାୟ୍ଦ୍ ଆର୍ ହୁର୍ତିବିଜାକ ଲକ୍ ମଃନାର୍ ବିତ୍ରେ ବିପ୍ତି ଗଃଟେଦ୍; ସଃମ୍ନ୍ଦ୍ ଆର୍ ଉଲାଳାର୍ ଗଃର୍ଜାଣେ ସେମଃନାର୍ ବୁଦି ବାଣା ଅୟ୍ଦ୍ । ଆରେକ୍ ହୁର୍ତିବି ଉହ୍ରେ ଆସ୍ତି ରିଲା ଗଃଟ୍ଣା ମଃନ୍ ଡିରିକଃରି ଲକ୍ମଃନ୍ ମୁର୍ଚା ହର୍ ଅଃଉତି, ବଃଲେକ୍ ଅଃଗାସ୍ ଉହ୍ରାର୍ ସଃକ୍ତିମଃନ୍ ଜଃତ୍କଃତ୍ ଅଃଉତି । ସଃଡେବଃଳ୍ ଲକ୍ମଃନ୍ ନଃରାର୍ ହୟ୍ସିକେ ବଃଡେ ସଃକ୍ତି ଆର୍ ଜଃଜ୍ମାନ୍ ସଃଙ୍ଗ୍ ମେଗେ ଆସ୍ତାର୍ ଦଃକ୍ତି । ମଃତର୍ ଇ ସଃବୁ ଗଃଟ୍ଣା ଆରୁମ୍ ଅୟିଲେକ୍ ତୁମିମଃନ୍ ମୁଣ୍ଡ୍ ଟେକି ଉହ୍ରେ ଦଃକା, ବଃଲେକ୍ ତୁମିମଃନାର୍ ମୁକୁଳ୍ତାର୍ ଚଃମେ ଅୟ୍ଲି ।"
ସଃଡେବଃଳ୍ ଲକ୍ମଃନ୍ ନଃରାର୍ ହୟ୍ସିକେ ବଃଡେ ସଃକ୍ତି ଆର୍ ଜଃଜ୍ମାନ୍ ସଃଙ୍ଗ୍ ମେଗେ ଆସ୍ତାର୍ ଦଃକ୍ତି ।
ସଃଡେବଃଳ୍ ନଃରାର୍ ହୟିସି ବଃଡେ ବଃଳ୍ ସଃକାତ୍ ଆର୍ ଜଃଜ୍ମାନ୍ ସଃଙ୍ଗ୍ ମେଗ୍ ଉହ୍ରେ ହୁଣି ଉତ୍ରି ଆସ୍ତାର୍ ସଃବୁ ଲକ୍ମଃନ୍ ଦଃକ୍ତି । ସଃଡେବଃଳ୍ ସେ ଦୁତ୍ମଃନ୍କେ ହଃଟାୟ୍କଃରି ହୁର୍ତିବିର୍ ସେସ୍ ସଃନ୍ଦିହୁଣି ଅଃଗାସାର୍ ସେସ୍ ସଃନ୍ଦି ହଃତେକ୍ ଚାରି ଦିଗାର୍ ଅଃହ୍ଣା ବାଚ୍ଲା ଲକ୍ମଃନ୍କେ ରୁଣ୍ଡାୟ୍ଦ୍ ।"
କାୟିତାକ୍ବଃଲେକ୍ ମାପୁର୍ ନିଜେ ଆଦେସ୍ ଦଃୟି ବଃଡ୍ ଦୁତାର୍ କଃଟ୍ ଆର୍ ଇସ୍ୱରାର୍ ତୁରିବାଜା ସଃଙ୍ଗ୍ ସଃର୍ଗେ ହୁଣି ଉତ୍ରି ଆସେଦ୍, ସେତାକ୍ ଜୁୟି ଲକ୍ମଃନ୍ କ୍ରିସ୍ଟକେ ବିସ୍ୱାସ୍ କଃରି ମଃରି ଆଚ୍ତି, ସେମଃନ୍ ଆଗ୍ତୁ ଉଟ୍ତି । ହଃଚେ ଅଃମିମଃନ୍ ଜଃତେକ୍ ଲକ୍ ଜିବନ୍ ରଃୟ୍ ଉବ୍ରି ରେଉଁନ୍ଦ୍, ମାପୁରାର୍ ସଃଙ୍ଗ୍ ବେଟ୍ ଅଃଉଁକେ ଅଃମିମଃନ୍ ସେମଃନାର୍ ସଃଙ୍ଗ୍ ମଃଜି ଅଃଗାସେ ଜିସୁର୍ ବେଟ୍ ଅଃଉଁକେ ମେଗ୍ମାଳେ ଜଃଉନ୍ଦ୍; ଆର୍ ଇରଃକମ୍ ଅଃମିମଃନ୍ ସଃବୁବଃଳ୍ ମାପୁରାର୍ ସଃଙ୍ଗ୍ ରେଉଁନ୍ଦ୍ । ତଃବାର୍ଗିନେ ଇ ସଃବୁ କଃତା କୟ୍ ତୁମିମଃନ୍କେ ନିଜାର୍ ନିଜାର୍ ବିତ୍ରେ ଦୁକ୍ ହାସ୍ରାଉଆ ।
Vigilância e preparo
Ninguém sabe o dia nem a hora. Jesus nos ordena a vigiar, orar e estar prontos, pois Ele virá quando menos esperamos.
"ଇତାର୍ ଗିନେ ତୁମିମଃନ୍ ଜଃଗ୍ରାତ୍ ଅୟ୍ରିଆ, ବଃଲେକ୍ ତୁମାର୍ ମାପୁର୍ କୁୟି ଦିନ୍ ଆସେଦ୍ ସେରି ତୁମିମଃନ୍ ନଃଜାଣାସ୍ ।
"ଇତାର୍ ଗିନେ ତୁମିମଃନ୍ ଜଃଗ୍ରାତ୍ ଅୟ୍ରିଆ, ବଃଲେକ୍ ତୁମାର୍ ମାପୁର୍ କୁୟି ଦିନ୍ ଆସେଦ୍ ସେରି ତୁମିମଃନ୍ ନଃଜାଣାସ୍ ।
ତଃବାର୍ଗିନେ ତୁମିମଃନ୍ ହେଁ ଜଃଗ୍ରାତ୍ ଅୟ୍ରିଆ ବଃଲେକ୍ ଜୁୟି ବେଳାୟ୍ ତୁମିମଃନ୍ ମଃନେ ବାବି ନଃରିଆସ୍ ସେ ବେଳାୟ୍ ନଃରାର୍ ହୟିସି ଆସେଦ୍ ।"
ଜଃଗ୍ରାତ୍ ରେତାର୍ ଲଳା
"ତୁମିମଃନ୍ ନିଜାର୍ ନିଜାର୍ ବିସୟେ ଜଃଗ୍ରାତ୍ ଅୟ୍ରିଆ, ଚଃନେମଃନେ ତୁମାର୍ ମଃନ୍ ମାତୁଆଳି ଆର୍ ମଃଦ୍ କାଉଁକେ ଆରେକ୍ ଜିବ୍କାର୍ ଗିନେ ଚିତାୟ୍ ବୁଡି ରେତା ବଃଳ୍ ସେ ଦିନ୍ ଲୁକ୍ଣେ ତୁମାର୍ ଉହ୍ରେ ଆସେଦ୍; କାୟିତାକ୍ବଃଲେକ୍ ସେରି ହାନ୍ଦା ହର୍ ସଃରା ହୁର୍ତିବି ସଃବୁଲକାର୍ ଉହ୍ରେ ଆସେଦ୍ । ମଃତର୍ ଜଃନ୍କଃରି ଇ ସଃବୁ ଆଗ୍ତୁ ଗଃଟ୍ଣା ତଃୟ୍ହୁଣି ବଚୁକେ ଆର୍ ନଃରାର୍ ହୟିସି ଚଃମେ ଟିଆ ଅଃଉଁକେ ହାରାସ୍ ଇତାକ୍ ସଃବୁ ବଃଳ୍ ଗଃଉଆରି କଃରି ଜାଗି ରିଆ ।"
ଇସ୍ୱର୍ ଦିଲା ଦାନ୍ମଃନାର୍ ନିକ ବଃଣ୍ଡାର୍ଗଃରିଆ
ମଃତର୍ ସଃବୁ ବିସୟାର୍ ସଃରାସଃରି ଦିନ୍ ଲଃଗେ ଅୟ୍ଲିବେ । ବଃଲେକ୍ ନିକ ବୁଦିର୍ ଅଃଉଆ ଆର୍ ପାର୍ତ୍ନା କଃରୁକେ ମଃନ୍ ତିର୍ କଃରି ଜଃଗ୍ରାତ୍ ରିଆ ।
ଜୁୟି ଇସ୍ୱର୍ ନିଜେ ଅଃମିମଃନ୍କେ ସୁସ୍ତା ଦଃୟ୍ଦ୍, ସେ ତୁମିମଃନ୍କେ ସଃର୍ନେ ପବିତ୍ର କଃର, ଆରେକ୍ ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟ ଆସ୍ତାବଃଳ୍ ତୁମିମଃନାର୍ ଆତ୍ମା, ଜିବନ୍, ଆର୍ ଗଃଗାଳ୍ ନିର୍ଦସି ଅୟି ରେଉଅ ।
ସେତାର୍ଗିନେ ତୁମିମଃନ୍କେ ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟର୍ ଆସ୍ତାର୍ ଜାଗିରଃୟ୍ ପବିତ୍ର ଆତ୍ମାର୍ ଦାନେ ହେଁ ଉଣା ନଃହେଳାସ୍ । ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟର୍ ଦିନେ ଜଃନ୍କଃରି ତୁମିମଃନ୍ ଲିନ୍ଦା ନଃହାଉଆସ୍, ଇତାର୍ ଗିନେ ସେ ତୁମିମଃନ୍କେ ସେସ୍ଦିନ୍ ହଃତେକ୍ ବାଚାୟ୍ଦ୍ ।
A esperança bendita
A aguardamos a bendita esperança e a manifestação da glória do nosso grande Deus e Salvador Jesus Cristo.
ବଃଲେକ୍ ସଃବୁ ମାନାୟ୍ର୍ ମୁକୁଳ୍ତାର୍ ଗିନେ ଇସ୍ୱରାର୍ ଦଃୟା ଜାଣା ହଃଳିଆଚେ । ଆର୍ ଅଃମିମଃନ୍ ଜଃନ୍କଃରି ଅଃଦଃର୍ମ୍ ଆର୍ ଜଃଗତାର୍ ଲାଳସା ଚାଡିକଃରି ଇ ଆଜିର୍ ଜଃଗତେ ନିକବୁଦି, ଦଃର୍ମି ଇସ୍ୱର୍କେ ସଃର୍ଦାକଃର୍ତା ଜିବନ୍ କାଟୁନ୍ଦ୍ । ବଃଡ୍ ଇସ୍ୱର୍ ଆର୍ ଅଃମିମଃନାର୍ ମୁକ୍ଳାଉତାର୍ କ୍ରିସ୍ଟଜିସୁର୍ ଜଃଜ୍ମାନ୍ ଦଃକୁକ୍ ଜାଗିରେଉନ୍ଦ୍, ଇତାର୍ ଗିନେ ବଃର୍ସା କଃରି ସିକ୍ୟା ଦେଉଁଲେ । ସେ ଜିସୁ କ୍ରିସ୍ଟ ଅଃମିମଃନ୍କେ ସବୁ ହାହେ ହୁଣି ମୁକ୍ଳାଉଁକେ ଆର୍ ଅଃହ୍ଣାର୍ ଗିନେ ସଃତ୍କାମେ କାମିକା ନିଜାର୍ ଲକ୍ହର୍ ନିର୍ମୁଳ୍ କଃରୁକେ ଅଃମିମଃନାର୍ ହାଁୟ୍ ଅଃହ୍ଣାକ୍ ଦିଲା ।
କାୟିତାକ୍ବଃଲେକ୍ ଜେ ତୁମିମଃନାର୍ ମଃନ୍ବିତ୍ରେ ନିକ କାମ୍ କଃରି ଆଚ୍ତି, ସେ କ୍ରିସ୍ଟ ଜିସୁର୍ ଆସ୍ତା ଦିନ୍ ହଃତେକ୍ ସେରି ସାଦୁନ୍ କଃରି ସିଦ୍ କଃରେଦ୍, ଇରି ତ ମୁୟ୍ ଅଃଟୁଆ ବାବେ ବିସ୍ୱାସ୍ କଃରୁଲେ;
ଇସ୍ୱରାର୍ ପବିତ୍ର ଆତ୍ମାକେ ଦୁକ୍ ଦିଆସ୍ ନାୟ୍ । ବଃଲେକ୍ ପବିତ୍ର ଆତ୍ମା ତୁମାର୍ ଉହ୍ରେ ଇସ୍ୱରାର୍ ମୁଦ୍ରାଚିନ୍ ହର୍, ବାୟ୍ଦ୍ରେ ଗଟ୍ଦିନ୍ ଆସେଦ୍, ଇସ୍ୱର୍ ତୁମାର୍ ମୁକ୍ତି ସାଦୁନ୍ କଃରେଦ୍ ସେ ଆତ୍ମା ଇସ୍ୱର୍ ଅଃଦିକାର୍ କଃର୍ତା ଚିନା ।
ସେବାନ୍ୟା କ୍ରିସ୍ଟ ହେଁ ଗାଦେକ୍ ଲକାର୍ ହାହ୍ ବୟ୍ନେଉଁକେ ତରେକ୍ ହଃକା ସଃହ୍ରି ଅୟିଆଚେ, ଆରେକ୍ ତରେକ୍ ହାହ୍ ଗିନେ ନାୟ୍, ମଃତର୍ ଜୁୟି ଲକ୍ମଃନ୍ ତାକେ ଜାଗି ଆଚ୍ତି, ସେମଃନାର୍ ମୁକ୍ତିର୍ ଗିନେ ଦଃକାୟ୍ ଅଃଉତି ।
ଆରେକ୍ ଲାଡ୍ ଆର୍ ସଃତ୍ କାମେ କଃତା ସିକାଉଁକ୍ ଏକ୍ଆରେକାର୍ ବିସୟେ ମଃନ୍ ଦେଉଁଆ । ଆର୍ କେକେ ଜଃନ୍କଃରି ମଣ୍ଡ୍ଳିର୍ ପାର୍ତ୍ନା ଚାଡି ରେତି, ଅଃମିମଃନ୍ ସେବାନ୍ୟା କଃରୁ ନଃଚୁଆଁ, ମଃତର୍ ଏକ୍ଆରେକ୍କେ ସାସ୍ ଦେଉଁଆ, ମୁଳ୍କଃରି ଜଃଡେବଃଳ୍ ତୁମିମଃନ୍ ମାପୁରାର୍ ଦିନ୍ ଚଃମେ ଅୟି ଆସୁଲି ବଃଲି ଦଃକୁଲାସ୍ ।
ମାପୁର୍ ସଃବ୍କେ ସଃକ୍ତିମାନ୍ ସେ ଇସ୍ୱର୍ କଃଉଁଲା, "ମୁଁୟ୍ ଆରୁମ୍ ଆର୍ ସେସ୍ ।" ସେ ଅଃବେ ଆଚେ, ହୁର୍ବେ ରିଲା ଆର୍ ସେ ଆସ୍ତା ଦିନ୍ ଆସେଦ୍ ।
ମୁଁୟ୍ ବେଗି ଆସୁଲେ, ତୁମାର୍ ଜିଣ୍ଲା ମୁକୁଟ୍କେ ଜଃନ୍କଃରି କେଏ ଚରିକଃରି ନଃନେୟ୍, ଇତାର୍ ଗିନେ ତୁମାର୍ ତଃୟ୍ ଜାୟ୍ରି ଆଚେ ସେରି ଅଃଟୁଆ କଃରି ଦଃରି ରିଆ ।
ଏ ଲାଡାର୍ମଃନ୍, ମାପୁରାର୍ ତଃୟ୍ ଗଟେକ୍ ଦିନ୍ ଜେ ଅଃଜାର୍ ବଃର୍ସ୍ ହର୍ ଆର୍ ଅଃଜାର୍ ବଃର୍ସ୍ ଜେ ଗଟେକ୍ ଦିନ୍ ହର୍, ମୁଳ୍କଃରି ଇ କଃତା ତୁମିମଃନ୍ ହାସ୍ରା ନାୟ୍ ।
ତଃବେ ଏ ହିଲାମଃନ୍ କ୍ରିସ୍ଟର୍ ତଃୟ୍ ମିସିରିଆ, ତଃବେ ସେ ଜଃଡେବଃଳ୍ ଆସେଦ୍, ତାର୍ ଆସ୍ତା ବଃଳ୍ ତାର୍ ମୁଏଁ ଅଃମିମଃନ୍ ଲାଜ୍ ନଃହାୟ୍ ସାସ୍ ସଃଙ୍ଗ୍ ବେଟ୍ ଅଃଉଁନ୍ଦ୍ ।