Ser de confiança
A confiabilidade é uma marca do caráter cristão. A Bíblia exalta aqueles que são fiéis em suas palavras, compromissos e na missão que Deus lhes confiou.
Fidelidade como vocação
Ser de confiança é refletir o caráter de Deus, que é fiel em todas as suas promessas. A fidelidade se prova nas pequenas e grandes coisas.
"ସେନ୍ତି ବଇଲେ କେ ତେବେ ନିମାନ୍ ଆରି ବୁଦି ରଇବା ଦାଙ୍ଗ୍ଡା ? ଜାର୍ ଉପ୍ରେ ସାଉକାର୍ ବିନ୍ ଦାଙ୍ଗ୍ଡାମନର୍ ଟିକ୍ ବେଲାଇ, କାଇବା କାଦି ଦେବା ଦାଇତ୍ ଦେଇରଇସି ।
ମକେ ବିସ୍ବାସ୍ କଲାର୍ ଲାଗି ତମ୍କେ ସବୁ ଲକ୍ ଗିନ୍ କର୍ବାଇ । ମାତର୍ ଜନ୍ ଲକ୍ ସାରାସାରି ଜାକ ସାଆସ୍ ଦାରି ରଇସି, ସେ ମୁକ୍ତି ପାଇସି ।
Integridade e verdade
O cristão confiável fala a verdade, cumpre suas promessas e persevera até o fim, mesmo quando o caminho é difícil.
ମାତର୍ ତାର୍ ବାଦୁଲେ ଆମେ ପର୍ମେସରର୍ ସତ୍ ବିସଇର୍ ଆଲାଦ୍ ଜାନାଉଁ । ସେନ୍ତାରି ମୁଣ୍ଡ୍ ଇସାବେ ରଇବା କିରିସ୍ଟର୍ ପାରା ଆମେ ସବୁ ବିସଇତେଇ ସିଦ୍ ଅଇ, ତାର୍ ପାରା ଅଇବୁ ।
କାଇକେବଇଲେ କିରିସ୍ଟ ତାର୍ ସବୁ ଲକ୍ମନ୍କେ ମିସାଇକରି ସଙ୍ଗଇ ଆଚେ । ଗଟେକ୍ ଗାଗଡର୍ ସନ୍ଦି ଜେନ୍ତିକି ସେ ଗାଗଡର୍ ସବୁ ବାଗ୍କେ ମିସାଇକରି ସଙ୍ଗଇସି, ସେନ୍ତାରିସେ ଗାଗଡର୍ ଗଟେକ୍ ଗଟେକ୍ ବାଗ୍ ନିଜର୍ ନିଜର୍ କାମ୍ କଲେ, ଗୁଲାଇ ଗାଗଡ୍ ବଡିକରି ବପୁ ଅଇସି ।
ତମେ ଜେତ୍କି ଦୁକ୍ କସ୍ଟ ମୁର୍ଚିକରି ରଇବାକେ ଗାଲାସ୍ନି, ସେ ବିସଇ ଚିନ୍ତା କରି ଡରାନାଇ । ସୁନା ତମ୍କେ ସଇତାନ୍ ବନ୍ଦିଗରେ ପାକାଇକରି ପରିକା କର୍ସି, ଦସ୍ଦିନ୍ ଜାକ ତମେ କସ୍ଟେ ରଇସା । ମାତର୍ ମର୍ବାକେ ପଡ୍ଲେ ମିସା ମକେ ବିସ୍ବାସ୍ କରି ରୁଆ । ଆରି ଇନାମ୍ ଇସାବେ ତମ୍କେ ନ ସାର୍ବା ଜିବନ୍ ଦେବି ।