Temor do Senhor
O temor do Senhor é o princípio da sabedoria. Não se trata de medo, mas de reverência profunda, respeito e admiração diante da santidade e grandeza de Deus.
O princípio da sabedoria
A Escritura afirma que temer ao Senhor é o primeiro passo para a verdadeira sabedoria. Quem teme a Deus discerne o certo e aprende a viver com prudência.
ସବୁବେଲର୍ ମାପ୍ରୁର୍ ବିସଇର୍ ଡର୍ ଗିଆନ୍ ତେଇ ଅନି ଆରାମ୍, ଆରି, ଦରମ୍ ବିସଇକେ ଗିଆନ୍ ଆରି ନିମାନ୍ ବିଚାର୍ ଆଇସି ।
ସବୁବେଲର୍ ମାପ୍ରୁକେ ଡର୍ବାଟା ଗିଆନର୍ ଆରାମ୍ ଅଇସି; ଆରି, ଦରମ୍ ଅଇକରି ରଇବାଟା ନିଜର୍ ମୁଁଟାନେ ଜାନା ପଡ୍ସି ।
Bênçãos do temor
Quem teme ao Senhor encontra vida longa, provisão e proteção. O temor de Deus nos guarda do mal e nos conduz à humildade.
ଦରମ୍ ସଙ୍ଗେ ରଇବାଟା ସବୁବେଲର୍ ମାପ୍ରୁର୍ ବିସୟ୍କେ ଡର୍ବା ଇନାମର୍ ଦନ୍ ଆରି ମାନ୍ ମର୍ଜିତା ସଙ୍ଗେ ଜିଉନା କର୍ବାଟା।
ସବୁବେଲର୍ ମାପ୍ରୁର୍ ବିସଇକେ ଡର୍ଲେ ଦିନ୍ ବଡାଇସି, ମାତର୍ ଦୁସ୍ଟ ଲକର୍ ବରସ୍ ଉନା କର୍ସି ।
ମରନର୍ ପାନ୍ଦ୍ଲଗେ ଅନି ରକିଆ କର୍ବାକେ ସବୁବେଲର୍ ମାପ୍ରୁକେ ଡର୍ବାଟା ଅଇଲାନି ଜିବନର୍ ଚୁଆ ପାନି ପାରା ।
ଦୟା ଆରି ବିସ୍ବାସ୍ରେ ପାପ୍ ସବୁ କେମା କରି ଦେଇସି, ଆରି ସବୁବେଲର୍ ମାପ୍ରୁ ବିସଇର୍ ଡର୍ ସଙ୍ଗ୍ ନର୍ଲକ୍ କାରାପ୍ କାମ୍କେ ଚାଡ୍ସି ।
ଜନ୍ ଲକ୍ ସବୁବେଲେ ଡର୍ସି, ସେ କେଡେ କରମର୍ ଲକ୍; ମାତର୍ ଜେ ନିଜର୍ ମନ୍କେ ଡାଟ୍ କର୍ସି, ସେ ବିପଦେ ପଡ୍ସି ।
Vivendo no temor do Senhor
Temer ao Senhor é obedecer seus mandamentos, andar em seus caminhos e amá-lo de todo coração. Essa reverência se expressa em justiça e integridade.
"ମାତର୍ ତମେ ମର୍ ମଇତର୍, ତମ୍କେ ମୁଇ କଇଲିନି, ଜନ୍ ଲକ୍ମନ୍ ଗାଗଡ୍କେ ମରାଇବାଇ, ମାତର୍ ତାର୍ପଚେ ତମର୍ ଆତ୍ମାକେ କାଇଟା କରିନାପାରତ୍, ସେମନ୍କେ ଡରାନାଇ । ମାତର୍ କାକେ ଡର୍ସା, ସେଟା ମୁଇ ତମ୍କେ ଜାନାଇବି, ମରାଇଲାପଚେ ନର୍କେ ପିଙ୍ଗ୍ବାକେ ଜାର୍ ଅଦିକାର୍ ଆଚେ, ତାକେ ଡରା, ଉଁ ମୁଇ ତମ୍କେ ସତ୍ କଇଲିନି, ପର୍ମେସର୍କେ ଡରା ।