Vida eterna
A vida eterna é a promessa central do evangelho. Não se trata apenas de duração infinita, mas de qualidade de vida em comunhão com Deus, começando aqui e se estendendo pela eternidade.
O dom gratuito da vida eterna
A vida eterna é um presente de Deus, não resultado de obras humanas. É dada gratuitamente a quem crê em Jesus Cristo.
ବଃଲେକ୍ ଇସ୍ୱର୍ ଜଃଗତ୍କେ ଅଃତେକ୍ ଲାଡ୍ କଃଲା ଜେ ସେ ଅଃହ୍ଣାର୍ ଗଟେକ୍ ବଃଲି ହୟ୍ସିକ୍ ଦାନ୍ ଦିଲା, ଜଃନ୍କଃରି ଜେହେଁ ତାକେ ବିସ୍ୱାସ୍ କଃରେଦ୍ ସେ ନଃସ୍ଟ୍ ନୟ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ ।
ବଃଲେକ୍ ଇସ୍ୱର୍ ଜଃଗତ୍କେ ଅଃତେକ୍ ଲାଡ୍ କଃଲା ଜେ ସେ ଅଃହ୍ଣାର୍ ଗଟେକ୍ ବଃଲି ହୟ୍ସିକ୍ ଦାନ୍ ଦିଲା, ଜଃନ୍କଃରି ଜେହେଁ ତାକେ ବିସ୍ୱାସ୍ କଃରେଦ୍ ସେ ନଃସ୍ଟ୍ ନୟ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ ।
କାୟିତାକ୍ବଃଲେକ୍ ହାହାର୍ ବୁତି ମଃର୍ନ୍, ମଃତର୍ ଇସ୍ୱରାର୍ ଦଃୟାର୍ ଦାନ୍ ଅଃଉଁଲି, ମାପୁର୍ ଜିସୁ କ୍ରିସ୍ଟର୍ ସଃଙ୍ଗେ ରିଲେକ୍ ଅଃମ୍ବର୍ ଜିବନ୍ ।
କାୟିତାକ୍ବଃଲେକ୍ ହାହାର୍ ବୁତି ମଃର୍ନ୍, ମଃତର୍ ଇସ୍ୱରାର୍ ଦଃୟାର୍ ଦାନ୍ ଅଃଉଁଲି, ମାପୁର୍ ଜିସୁ କ୍ରିସ୍ଟର୍ ସଃଙ୍ଗେ ରିଲେକ୍ ଅଃମ୍ବର୍ ଜିବନ୍ ।
କାୟିତାକ୍ବଃଲେକ୍ ହାହାର୍ ବୁତି ମଃର୍ନ୍, ମଃତର୍ ଇସ୍ୱରାର୍ ଦଃୟାର୍ ଦାନ୍ ଅଃଉଁଲି, ମାପୁର୍ ଜିସୁ କ୍ରିସ୍ଟର୍ ସଃଙ୍ଗେ ରିଲେକ୍ ଅଃମ୍ବର୍ ଜିବନ୍ ।
ଆର୍, ଗଟେକ୍ ବଃଲି ସଃତ୍ୟା ଇସ୍ୱର୍ ଜେ ତୁୟ୍, ତକ୍ ଆର୍ ତୁୟ୍ ହଃଟାୟ୍ଲା ଜିସୁ କ୍ରିସ୍ଟକେ ଜାଣ୍ତାର୍ ହଃକା ଅଃମ୍ବର୍ ଜିବନ୍ ।
ଆର୍, ଗଟେକ୍ ବଃଲି ସଃତ୍ୟା ଇସ୍ୱର୍ ଜେ ତୁୟ୍, ତକ୍ ଆର୍ ତୁୟ୍ ହଃଟାୟ୍ଲା ଜିସୁ କ୍ରିସ୍ଟକେ ଜାଣ୍ତାର୍ ହଃକା ଅଃମ୍ବର୍ ଜିବନ୍ ।
ସେ ସାକି ଜେ, ଇସ୍ୱର୍ ଅଃମିମଃନ୍କେ ଅଃମ୍ବର୍ ଜିବନ୍ ଦଃୟି ଆଚେ, ଆରେକ୍ ସେ ଜିବନ୍ ତାର୍ ହୟିସି ଟାଣେ ଆଚେ ।
ଆର୍ ସେ ଅଃମିମଃନ୍କେ ଜାୟ୍ରି ଜଃବାଉ କଃରି ଆଚେ, ସେରି ଅଃମ୍ବର୍ ଜିବନ୍ ।
ଅୟିଲେକ୍ ହେଁ ଜୁୟି ଲକ୍ମଃନ୍ ଆସୁଲା କାଳେ ଅଃମ୍ବର୍ ଜିବନ୍ ହାଉଁକେ ଜିସୁ କ୍ରିସ୍ଟକେ ସଃତ୍କଃର୍ତି, ସେମଃନାର୍ ତଃୟ୍ ସାକିହର୍ ଅଃଉଁକେ ମୁଳ୍ ହାହି ଜେ ମୁୟ୍ଁ, ମର୍ତଃୟ୍ ସେ ଜଃନ୍କଃରି ଅଃହ୍ଣାର୍ ବଃଡେ ସଃମ୍ବାଳ୍ତାର୍ ଦଃକାୟ୍ଦ୍, ଇତାର୍ ଗିନେ ମୁୟ୍ଁ ଦଃୟା ହାୟ୍ଲେ ।
A certeza para quem crê
Quem está em Cristo tem a certeza de que passou da morte para a vida. Nada pode arrebatar o crente da mão de Deus.
"ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜେ ମର୍ କଃତା ସୁଣି ମକ୍ ହଃଟାୟ୍ଲା ଉବାକ୍ ବିସ୍ୱାସ୍ କଃରେଦ୍, ସେ ଅଃମ୍ବର୍ ଜିବନ୍ ହାୟ୍ଦ୍, ଆର୍ ସେ ବିଚାର୍ ଦଃଣ୍ଡେ ନଃହେଳି, ମଃର୍ନ୍କେ ଜିଣିକଃରି ଜିବନେ ଜାୟ୍ଆଚେ । ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜଃଡେବଃଳ୍ ମଃଲା ଲକ୍ମଃନ୍ ଇସ୍ୱରାର୍ ହୟ୍ସିର୍ ଟଣ୍ଡ୍ ସୁଣ୍ତି, ଆର୍ ଜୁୟି ଲକ୍ମଃନ୍ ସୁଣ୍ତି ସେମଃନ୍ ଜିବନ୍ ହାଉତି, ଅଃନ୍କା ବେଳା ଆସୁଲି ଆର୍ ସେ ବେଳା ଅଃବେ ହେଁ ଆୟ୍ଲିନି ।
ଜେ ହୟ୍ସିର୍ ଟାଣେ ବିସ୍ୱାସ୍ କଃରେଦ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍; ଜେ ହୟ୍ସିକ୍ ମାୟ୍ନ୍ ନଃକେରେ ସେ ଅଃମ୍ବର୍ ଜିବନ୍ ହାଉଁ ନାହାରେ, ମଃତର୍ ଇସ୍ୱରାର୍ ରିସା ତଃଳେ ରଃୟ୍ଦ୍ ।
ଜେ ହୟ୍ସିର୍ ଟାଣେ ବିସ୍ୱାସ୍ କଃରେଦ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍; ଜେ ହୟ୍ସିକ୍ ମାୟ୍ନ୍ ନଃକେରେ ସେ ଅଃମ୍ବର୍ ଜିବନ୍ ହାଉଁ ନାହାରେ, ମଃତର୍ ଇସ୍ୱରାର୍ ରିସା ତଃଳେ ରଃୟ୍ଦ୍ ।
ଆର୍ ଜେ ମକେ ହଃଟାୟ୍ ଆଚେ ସେ ଜୁୟ୍ମଃନ୍କ୍ ମକ୍ ଦିଲା ଆଚେ, ସେମଃନାର୍ ବିତ୍ରେ ମୁୟ୍ ଗଟେକ୍ ଲକ୍କେ ହେଁ ଆରାୟ୍ ନଃକେରି, ମଃତର୍ ସେସ୍ ଦିନ୍ ସେ ସଃବ୍କେ ଆରେକ୍ ଉଟାୟ୍ନ୍ଦ୍, ଇରି ତାର୍ ଇଚା ।
କାୟିତାକ୍ବଃଲେକ୍ ଉବା ମଃନ୍ କଃରୁଲା, ଜୁୟି ଲକ୍ମଃନ୍ ତାର୍ ହୟ୍ସିକ୍ ଦଃକି ତାର୍ ତଃୟ୍ ବିସ୍ୱାସ୍ କଃର୍ତି, ସେମଃନ୍ ଅଃମ୍ବର୍ ଜିବନ୍ ହାଅତ୍ । ଇତାକ୍ ସେସ୍ ଦିନ୍ ମୁୟ୍ ସେ ସଃବ୍କେ ଆରେକ୍ ଉଟାୟ୍ନ୍ଦ୍ ।"
ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜୁୟି ଲକ୍ ବିସ୍ୱାସ୍ କଃରେଦ୍ ସେ ଅଃମ୍ବର୍ ଜିବନ୍ ହାୟ୍ଆଚେ ।
ମର୍ ମଃନ୍ଦାର୍ ମେଣ୍ଡାମଃନ୍ ମର୍ ଟଣ୍ଡ୍ ସୁଣ୍ତି, ଆର୍ ମୁୟ୍ ସେମଃନ୍କେ ଜାଣି ଆର୍ ସେମଃନ୍ ମର୍ ହଃଚେ ହଃଚେ ଆସ୍ତି । ଆରେକ୍ ମୁୟ୍ ସେମଃନ୍କେ ଅଃମ୍ବର୍ ଜିବନ୍ ଦଃୟ୍ନ୍ଦ୍, ଆର୍ ସେମଃନ୍ କଃବେ ନଃସ୍ଟ୍ ନଃଉତି । ଆର୍ ସେମଃନ୍କେ ମର୍ ତଃୟ୍ହୁଣି କେଏ ଚାଡାୟ୍ ନେଉଁ ନଃହାର୍ତି ।
ଆରେକ୍ ମୁୟ୍ ସେମଃନ୍କେ ଅଃମ୍ବର୍ ଜିବନ୍ ଦଃୟ୍ନ୍ଦ୍, ଆର୍ ସେମଃନ୍ କଃବେ ନଃସ୍ଟ୍ ନଃଉତି । ଆର୍ ସେମଃନ୍କେ ମର୍ ତଃୟ୍ହୁଣି କେଏ ଚାଡାୟ୍ ନେଉଁ ନଃହାର୍ତି । ମର୍ ଉବା ମକ୍ ଜାୟ୍ରି ଦଃୟ୍ଆଚେ, ସେରି ସଃବୁ ତଃୟ୍ହୁଣି ବଃଡେ ମଲ୍, ଆର୍ ଉବାର୍ ଆତେ ହୁଣି କେଏ ସେରି ଚାଡାୟ୍ ନେଉଁ ନାହାରେ । ଉବା ଆର୍ ମୁୟ୍ ଏକ୍ ।"
ସେ ସାକି ଜେ, ଇସ୍ୱର୍ ଅଃମିମଃନ୍କେ ଅଃମ୍ବର୍ ଜିବନ୍ ଦଃୟି ଆଚେ, ଆରେକ୍ ସେ ଜିବନ୍ ତାର୍ ହୟିସି ଟାଣେ ଆଚେ । ଜେ ହୟ୍ସିକ୍ ହାୟ୍ଁ ଆଚେ, ସେ ଜିବନ୍ ହାୟ୍ଁ ଆଚେ; ଜେ, ଇସ୍ୱରାର୍ ହୟ୍ସିକେ ନଃହାୟ୍, ସେ ଜିବନ୍କେ ହେଁ ନଃହାୟ୍ ।
ଇସ୍ୱରାର୍ ହୟ୍ସିର୍ ନାଉଁଏ ବିସ୍ୱାସ୍ କଃରୁଲାସ୍ ଜେ, ତୁମିମଃନ୍, ତୁମିମଃନ୍ ଜଃନ୍କଃରି ଜାଣା ଜେ, ତୁମିମଃନ୍ ଅଃମ୍ବର୍ ଜିବନ୍ ହାୟ୍ଁ ଆଚାସ୍, ଇତାର୍ ଗିନେ ମୁଁୟ୍ ତୁମିମଃନାର୍ ଇ ସଃବୁ ଲେକ୍ଲେ ।
ଇସ୍ୱରାର୍ ହୟ୍ସିର୍ ନାଉଁଏ ବିସ୍ୱାସ୍ କଃରୁଲାସ୍ ଜେ, ତୁମିମଃନ୍, ତୁମିମଃନ୍ ଜଃନ୍କଃରି ଜାଣା ଜେ, ତୁମିମଃନ୍ ଅଃମ୍ବର୍ ଜିବନ୍ ହାୟ୍ଁ ଆଚାସ୍, ଇତାର୍ ଗିନେ ମୁଁୟ୍ ତୁମିମଃନାର୍ ଇ ସଃବୁ ଲେକ୍ଲେ ।
O caminho para a eternidade
Jesus é o caminho para a vida eterna. Crer nele, segui-lo e perseverar na fé são os passos que nos conduzem à eternidade com Deus.
ମୁୟ୍ ଜୁୟି ହାଣି ଦଃୟ୍ନ୍ଦ୍, ସେରି ଜୁୟି ଲକ୍ କାୟ୍ଦ୍ ତାକ୍ କଃବେ ହେଁ ସସ୍ ନୟ୍, ମଃତର୍ ମୁୟ୍ ତାକ୍ ଜୁୟି ହାଣି ଦଃୟ୍ନ୍ଦ୍, ସେରି ଅଃମ୍ବର୍ ଜିବନ୍ ଦେତା ହାଜ୍ରା ହାଣି ହର୍ ତାର୍ ତାଣେ ଉଚୁଳ୍ତି ରଃୟ୍ଦ୍ ।"
ଜୁୟି କାଦି ନଃସ୍ଟ୍ ଅୟ୍ଦ୍ ତାର୍ ଗିନେ କଃସ୍ଟ କଃରା ନାୟ୍ । ମଃତର୍ ଜୁୟି କାଦି ନଃସ୍ଟ୍ ନୟ୍ ଅଃମ୍ବର୍ ଜିବନ୍ ଦଃୟ୍ଦ୍, ସେତାର୍ ଗିନେ କଃସ୍ଟ କଃରା; ଇ କାଦି ନଃରାର୍ ହୟିସି ତୁମିମଃନ୍କେ ଦଃୟ୍ଦ୍, କାୟିତାକ୍ବଃଲେକ୍ ଇସ୍ୱର୍ ଉବା ସେତାର୍ ଗିନେ ତାକ୍ ମୁଦ୍ରା ଦଃୟି ଆଚେ ।"
ସେତାକ୍ ସେମଃନ୍ ତାକ୍ ହଃଚାର୍ଲାୟ୍, "ଇସ୍ୱର୍ ଜୁୟ୍ରି ମଃନ୍ କଃରୁଲା ସେରି ଅଃମି କଃରୁକେ ଅଃମିକ୍ କାୟିରି କଃରୁକେ ହଃଳେଦ୍ ?"
ଜିସୁ ସେମଃନ୍କେ କୟ୍ଲା, "ଜାକେ ଇସ୍ୱର୍ ହଃଟାୟ୍ ଆଚେ, ତାକ୍ ବିସ୍ୱାସ୍ କଃଲେକ୍ ତୁମିମଃନ୍ ସେରି କଃରୁ ହାରାସ୍ ।"
ସିମନ୍ ପିତର୍ ଜିସୁକେ କୟ୍ଲା, "ମାପୁର୍, ଅଃମି ଆର୍ କାର୍ ଲଃଗେ ଜଃଉଁନ୍ଦ୍ ? ତର୍ ତଃୟ୍ ତ ଅଃମ୍ବର୍ ଜିବନାର୍ କଃତାଆଚେ ।
"ସାକୁଳ୍ ଦୁଆର୍ ଅୟି ବିତ୍ରେ ହୁରା; କାୟିତାକ୍ବଃଲେକ୍ ନାସ୍ କଃରୁକେ ନେତା ନଃର୍କାର୍ ଦୁଆର୍ ଅଃସାର୍ ଆର୍ ବାଟ ବଃଡ୍, ଆରେକ୍ ସେ ଦୁଆର୍ ଦଃୟି ହୁର୍ତା ଲକ୍ ଗାଦେକ୍ । ଆର୍ ଅଃମ୍ବର୍ ଜିବନ୍ ବାଟ୍କେ ନେତା ଦୁଆର୍ ସାକୁଳ୍ ଆର୍ ବାଟ କଃସ୍ଟ, ଆରେକ୍ ସେରି ବେଟ୍ ହାଉତା ଲକ୍ ଉଣା ।"
"ସାକୁଳ୍ ଦୁଆର୍ ଅୟି ବିତ୍ରେ ହୁରା; କାୟିତାକ୍ବଃଲେକ୍ ନାସ୍ କଃରୁକେ ନେତା ନଃର୍କାର୍ ଦୁଆର୍ ଅଃସାର୍ ଆର୍ ବାଟ ବଃଡ୍, ଆରେକ୍ ସେ ଦୁଆର୍ ଦଃୟି ହୁର୍ତା ଲକ୍ ଗାଦେକ୍ । ଆର୍ ଅଃମ୍ବର୍ ଜିବନ୍ ବାଟ୍କେ ନେତା ଦୁଆର୍ ସାକୁଳ୍ ଆର୍ ବାଟ କଃସ୍ଟ, ଆରେକ୍ ସେରି ବେଟ୍ ହାଉତା ଲକ୍ ଉଣା ।"
ଜେ ଅଃହ୍ଣାର୍ ଜିବନ୍ ବାଚାୟ୍ଦ୍, ସେ ତାର୍ ଜିବନ୍ ଆରାୟ୍ଦ୍; ଆର୍ ଜେ ମର୍ ଗିନେ ଅଃହ୍ଣାର୍ ଜିବନ୍ ଆରାୟ୍ଦ୍, ସେ ତାର୍ ଜିବନ୍ ବାଚାୟ୍ଦ୍ ।"
ଆର୍ ଇ ଲକ୍ମଃନ୍ ସଃବୁ ଦିନାର୍ ଗିନେ ଡଃଣ୍ଡ୍ ବଃଗ୍ତି, ମଃତର୍ ଦଃର୍ମି ଲକ୍ମଃନ୍ ସଃବୁ ଦିନାର୍ ଗିନେ ଅଃମ୍ବର୍ ଜିବନ୍ ଅଃଦିକାରି କଃରୁକେ ଜାତି ।"
ଜିସୁ ସେମଃନ୍କେ କୟ୍ଲା "ମୁଁୟ୍ ସଃତ୍ କଃଉଁଲେ, କୁୟି ମାନାୟ୍ ମର୍ ଗିନେ ଆର୍ ନିକ କବୁର୍ ପର୍ଚାର୍ କଃର୍ତା ଗିନେ ଗଃର୍, ବାୟ୍, ବେଣି କି ଆୟା ଉବା, ହିଲାମଃନ୍ କି ବୁୟ୍ଁ ଚାଡି ଆଚେ, ଆର୍ ଇ ହୁରେ ତାଡ୍ନା ସଃଙ୍ଗ୍ ସଏ ଗୁଣ୍ ଗଃର୍, ବାୟ୍, ବେଣି, ଆୟା, ହିଲାମଃନ୍ ଆର୍ ବୁୟ୍ଁବାଳା, ଆରେକ୍ ସେ ଜୁଗେ ଅଃମ୍ବର୍ ଜିବନ୍ ନାହାୟ୍, ଅଃନ୍କା ଲକ୍ କେଏ ନାୟ୍ ।
ଆର୍ ଦଃକା ଗଟେକ୍ ବିଦି ସିକାଉ ଉଟି ଆସି ଜିସୁକେ କଃଟାଳ୍ ବୁଜୁକ୍ ହଃଚାର୍ଲା, "ଏ ଗୁରୁ, ଅଃମ୍ବର୍ ଜିବନ୍ ହାଉଁକ୍ ମୁଁୟ୍ କାୟିରି କଃରିନ୍ଦ୍ ।"
ଜିସୁ ତାକ୍ କୟ୍ଲା, "ଦଃର୍ମ୍ ବିଦିଏ କାୟିରି ଲେକା ଆଚେ ? ତୁୟ୍ କଃନ୍କଃରି ହାଟ୍ କଃରୁଲିସ୍ ?"
ସେ କୟ୍ଲା, "ତୁମି ଅଃହ୍ଣାର୍ ସଃର୍ନେ ଗଃର୍ବ୍, ସଃର୍ନେ ହଃରାଣ୍, ସଃର୍ନେ ସଃକ୍ତି ଆର୍ ସଃର୍ନେ ମଃନ୍ ଦଃୟି ଅଃହ୍ଣାର୍ ମାପୁର୍ ଇସ୍ୱର୍କେ ଲାଡ୍ କଃରା, ଆର୍ ନିଜ୍କେ ଲାଡ୍ କଃଲା ହର୍ ହାକିହଃଳ୍ସାକେ ଲାଡ୍ କଃରା ।"
ସେତାକ୍ ଜିସୁ ତାକ୍ କୟ୍ଲା, "ତୁୟ୍ ସଃତ୍ କଃତା କୟ୍ଲିସ୍, ତଃବେ ଇରି କଃର୍ ସେନ୍ ଅୟିଲେକ୍ ତୁୟ୍ ଅଃମ୍ବର୍ ଜିବନ୍ ହାଉସି ।"
ବିସ୍ୱାସାର୍ ନିକ ଜୁଜେ ମଃନ୍ ହଃରାଣ୍ ସଃଙ୍ଗ୍ ଜୁଜ୍ କଃରି, ଅଃମ୍ବର୍ ଜିବନ୍ ଦଃରି ରେ; ସେତାର୍ଗିନେ ତ ତୁୟ୍ କୁଦାୟ୍ଅୟ୍ ଆଚ୍ସି ଆର୍ ଗାଦେକ୍ ସାକିମଃନାର୍ ଚଃମେ, ନିକ ସାକି ଦଃୟି ଆଚ୍ସି ।
ବିସ୍ୱାସାର୍ ନିକ ଜୁଜେ ମଃନ୍ ହଃରାଣ୍ ସଃଙ୍ଗ୍ ଜୁଜ୍ କଃରି, ଅଃମ୍ବର୍ ଜିବନ୍ ଦଃରି ରେ; ସେତାର୍ଗିନେ ତ ତୁୟ୍ କୁଦାୟ୍ଅୟ୍ ଆଚ୍ସି ଆର୍ ଗାଦେକ୍ ସାକିମଃନାର୍ ଚଃମେ, ନିକ ସାକି ଦଃୟି ଆଚ୍ସି ।
Perseverança e glória futura
A vida eterna exige perseverança. Os sofrimentos presentes não se comparam com a glória que será revelada. Deus nos guardará até o fim.
ଜୁୟି ଲକ୍ମଃନ୍ ଜଃଜ୍ମାନ୍, ମାନ୍ତି ଆର୍ ଅଃମ୍ବର୍ ଜିବନ୍ ହାଉତା ଆସାୟ୍ ସଃମ୍ବାଳି କଃରି ନିକ କାମ୍ କଃରି ଜାତି, ସେମଃନ୍କେ ଇସ୍ୱର୍ ଅଃମ୍ବର୍ ଜିବନ୍ ଦଃୟ୍ଦ୍ ।
ହାହ୍ ଜୁୟି ହଃର୍କାରେ ମଃର୍ନ୍ ଗିନେ ରାଜ୍ କଃରିରିଲି, ସେନ୍କଃରି ଇସ୍ୱରାର୍ ଦଃୟା ମାପୁର୍ ଜିସୁ କ୍ରିସ୍ଟର୍ ଗିନେ ଅଃମିମଃନ୍କେ ଦଃର୍ମି ଗଃଣ୍ତି କଃରି ଅଃମ୍ବର୍ ଜିବନ୍ ଦଃୟ୍ଦ୍ ।
ବଃଲେକ୍ ମର୍ ବାବ୍ନାୟ୍ ଜୁୟି ଜଃଜ୍ମାନ୍ ଅଃମିମଃନ୍କେ ମିଳେଦ୍, ସେ ଇସାବେ ଇ ଅଃବାର୍ କାଳାର୍ ଦୁକ୍ ବୟ୍ଗ୍ କଃର୍ତାର୍ କାୟିରି ହେଁ ନାୟ୍ ।
କାୟିତାକ୍ବଃଲେକ୍ ଇ ଚଃନେକ୍ କାଳ୍ ରେତା ସଃମ୍ବାଳ୍ତା କଃସ୍ଟ ଅଃଦିକ୍ ବୁତେକ୍ କଃରି ଅଃମିମଃନାର୍ ଗିନେ ଅଃମ୍ବର୍ କାଳ୍ ରେତା ବଃଡେ ଜଃଜ୍ମାନ୍ ହୁରୁଣ୍ କଃରୁଲି । ଇ ଅଃମ୍ବର୍ ଜଃଜ୍ମାନ୍ କଃସ୍ଟ ତଃୟ୍ହୁଣି ଅଃଦିକ୍ ବଃଡ୍ ।
ଜୁୟ୍ତାର୍ ଗିନେ ଅଃମିମଃନ୍ ଡିସ୍ତା କଃତାକ୍ ନଃଦେକି ନଃଡିସ୍ତାର୍ କଃତାକ୍ ଦଃକୁଲୁ, କାୟିତାକ୍ବଃଲେକ୍ ଡିସ୍ତା କଃତା ଚଃନେକ୍ କାଳ୍ ଗିନେ ରଃୟ୍ଦ୍, ମଃତର୍ ନଃଡିସ୍ତାର୍ କଃତା ଅଃମ୍ବର୍ କାଳ୍ ଗିନେ ରଃୟ୍ଦ୍ ।
ବୁଲ୍କା ନାୟ୍ ଇସ୍ୱର୍ ଲିନ୍ଦାର୍ ଜୟ୍ଗ୍ ନାୟ୍; କାୟିତାକ୍ବଃଲେକ୍ ମାନାୟ୍ ଜାୟ୍ରି ବୁଣେଦ୍ ସେରି କାଟେଦ୍ । ବଃଲେକ୍ ଜେ ଅଃହ୍ଣାର୍ ଗଃଗାଳ୍ ଗିନେ ବୁଣେଦ୍ ସେ ଗଃଗାଳେ ହୁଣି ଉବୁଜ୍ଲା ନଃସ୍ଟ୍ଅଃଉତା ତାସ୍ କାଟେଦ୍ ମଃତର୍ ଜେ ଆତ୍ମାର୍ ଗିନେ ବୁଣେଦ୍ ସେ ଆତ୍ମାର୍ ତଃୟ୍ ହୁଣି ଉବୁଜ୍ଲା ଅଃମ୍ବର୍ ଜିବନାର୍ ତାସ୍ କାଟେଦ୍ ।
ବଃଲେକ୍ ଜେ ଅଃହ୍ଣାର୍ ଗଃଗାଳ୍ ଗିନେ ବୁଣେଦ୍ ସେ ଗଃଗାଳେ ହୁଣି ଉବୁଜ୍ଲା ନଃସ୍ଟ୍ଅଃଉତା ତାସ୍ କାଟେଦ୍ ମଃତର୍ ଜେ ଆତ୍ମାର୍ ଗିନେ ବୁଣେଦ୍ ସେ ଆତ୍ମାର୍ ତଃୟ୍ ହୁଣି ଉବୁଜ୍ଲା ଅଃମ୍ବର୍ ଜିବନାର୍ ତାସ୍ କାଟେଦ୍ ।
ତଃବେ ତାର୍ ଦଃୟି ଜୁୟି ଲକ୍ମଃନ୍ ଇସ୍ୱରାର୍ ଚଃମେ ଅଃଉତି, ସେମଃନ୍କେ ସେ ହୁର୍ନ୍ ବାବେ ମୁକ୍ଳାଉଁକ୍ ଜୟ୍ଗ୍, ଜୁୟ୍ତାକ୍ ସେମଃନାର୍ ଗିନେ ଇସ୍ୱରାର୍ ତଃୟ୍ ଗଃଉଆରି କଃରୁକେ ସେ ସଃବୁ ବଃଳ୍ ଜିବନ୍ ରଃୟ୍ଦ୍ ।
ସଃବୁ ଦଃୟାକାରି ଜୁୟି ଇସ୍ୱର୍ ଅଃହ୍ଣାର୍ ସଃବୁ ଦିନାର୍ ଜଃଜ୍ମାନାର୍ ତାର୍ ସଃଙ୍ଗ୍ ବାଗ୍ହାଉଁକ୍ କ୍ରିସ୍ଟ ଜିସୁର୍ ଗିନେ ତୁମିମଃନ୍କେ କୁଦି ଆଚେ, ସେ ତୁମିମଃନାର୍ ଚଃନେକାର୍ ଦୁକ୍ବୟ୍ଗାର୍ ହଃଚେ ତୁମିମଃନ୍କେ ହୁର୍ନ୍, ସୁସ୍ତା, ବପୁ, ଆର୍ ନାଉ ବାସ୍ କଃରାୟ୍ଦ୍ ।
ମଃତର୍ ଏ ଲାଡାର୍ ବାୟ୍ବେଣିମଃନ୍, ତୁମିମଃନ୍ ଅଃହ୍ଣାମଃନାର୍ ବଃଡେ ପବିତ୍ର ବିସ୍ୱାସ୍ ଉହ୍ରେ ଦଃର୍ମ୍ ଜିବନ୍ ହର୍ ଗଃର୍ ବାନ୍ଦା, ପବିତ୍ର ଆତ୍ମାୟ୍ ପାର୍ତ୍ନା କଃରା । ଆର୍ ମାପୁର୍ ଜିସୁ କ୍ରିସ୍ଟାର୍ ଦଃୟାୟ୍ ଅଃମ୍ବର୍ ଜିବନ୍ ହାଉତା ହାୟ୍ଁ ଜାଗୁ ଜାଗୁ ଇସ୍ୱରାର୍ ଲାଡେ ତିର୍ ରିଆ ।
A eternidade com Deus
A Bíblia descreve a plenitude da vida eterna: sem dor, sem lágrimas, em perfeita comunhão com Deus para sempre.
ଆରେକ୍ ସଃର୍ଗାର୍ ସିଙ୍ଗାସଣେ ହୁଣି ଗଟେକ୍ ସଃବ୍ଦ୍ ଆୟ୍ଲି, "ଅଃବେ ଇସ୍ୱରାର୍ ବାସା କଃର୍ତା ଟାଣ୍ ମାନାୟ୍ମଃନାର୍ ତଃୟ୍ ଆଚେ, ସେ ସେମଃନାର୍ ସଃଙ୍ଗ୍ ବାସା କଃରେଦ୍ ଆର୍ ସେମଃନ୍ ତାର୍ ନିଜାର୍ ଲକ୍ ଅଃଉତି । ଇସ୍ୱର୍ ନିଜେ ସେମଃନାର୍ ସଃଙ୍ଗ୍ ବାସା କଃରେଦ୍ ଆର୍ ସେ ସେମଃନାର୍ ଇସ୍ୱର୍ ଅୟ୍ଦ୍ । ଇସ୍ୱର୍ ସେମଃନାର୍ ଆକିର୍ ସଃବୁ ଆସୁ ହୁଚି ଦଃୟ୍ଦ୍ । ମଃର୍ନ୍, ଦୁକ୍, କାନ୍ଦ୍ତାର୍ କି ଦୁକା ଆରେକ୍ ନଃରେୟ୍ । ସଃବୁ ହଃର୍ନା ବିସୟ୍ ନାସ୍ ଅୟିଆଚେ ।"
ମାପୁର୍ ସଃବ୍କେ ସଃକ୍ତିମାନ୍ ସେ ଇସ୍ୱର୍ କଃଉଁଲା, "ମୁଁୟ୍ ଆରୁମ୍ ଆର୍ ସେସ୍ ।" ସେ ଅଃବେ ଆଚେ, ହୁର୍ବେ ରିଲା ଆର୍ ସେ ଆସ୍ତା ଦିନ୍ ଆସେଦ୍ ।
ଆରେକ୍, ଜୁଣ୍ ଲକମଃନ୍ ମଃରିଆଚ୍ତି ସେମଃନ୍କାର୍ ବିତ୍ରେ ଅଃନେକ୍ ଲକ୍ ଜିବନ୍ ହାୟ୍ଁ ଉଟ୍ତି; କଃତେକ୍ ଅମର୍ ଜିବନ୍ ଆର୍ କଃତେକ୍ ଲାଜ୍ ହାଉଁକ୍ ଆର୍ କଃତେକ୍ ଜୁଗ୍ଜୁଗ୍ ଲାଜ୍ ହାଉଁକ୍ ଉଟ୍ତି। ଆରେକ୍, ଜୁଣ୍ମଃନ୍ ଗିଆନି, ସେମଃନ୍ ଅଃଗାସାର୍ ଉଜାଳ୍ ହର୍ ଆର୍ ଜୁଣ୍ମଃନ୍ ଅଃନେକ୍ ଲକେ ଦଃର୍ମ ବାଟ୍ୟା ଆଣି ଆଚ୍ତି, ସେମଃନ୍ ତାରା ମଃନାର୍ ହର୍ ଅଃମର୍ ଜିବନ୍ ହଃତେକ୍ ଉଜାଳ୍ ଅୟି ଜଃଳ୍କ୍ତି ରେତି।
କାୟିତାକ୍ବଃଲେକ୍ ଜେ ମକେ ହାୟିଦ୍, ସେ ଜିବନ୍ ହାୟିଦ୍ ଆର୍ ଇସ୍ୱରାର୍ ଆସିର୍ବାଦ୍ ହାୟିଦ୍।
ଜଃଗତ୍ ଆର୍ ସେତିର୍ ଇଚା ଦୁୟ୍ଦିନିଆ, ମଃତର୍ ଜେ ଇସ୍ୱରାର୍ ଇଚା ହାଳେଦ୍ ସେ ଜୁଗେଜୁଗେ ରଃୟ୍ଦ୍ ।