20 ଗିଆନି କଃୟ୍ ? ହଃଣ୍ଡିତ୍ କଃୟ୍ ? ଇ ଜଃଗତାର୍ କଃତାକାଟୁ ଗିଆନି କଃୟ୍ ? ଇସ୍ୱର୍ କାୟି ଜଃଗତାର୍ ଗ୍ୟାନ୍କ୍ ନିର୍ବୁଦିଆ ବଃଲି କୟ୍ ନଃକେରେ ?
21 କାୟିତାକ୍ବଃଲେକ୍ ଇସ୍ୱରାର୍ ଗିଆନ୍ ଜାଣାହଃଳି ରିଲେକ୍ ହେଁ ଜଃଗତ୍ ନିଜାର୍ ଗିଆନେ ଇସ୍ୱର୍କେ ନଃଜାଣ୍ଲାକ୍ ଇସ୍ୱର୍ ବଃକୁଆ ହାଣେ ବିସ୍ୱାସ୍ କଃଲେକ୍ ମୁକ୍ତି ହାଉତାର୍ ସେରି ଇସ୍ୱର୍ ତିର୍ କଃଲା ଆଚେ ।