3 କାୟିତାକ୍ବଃଲେକ୍ ଜୁୟ୍ଜୁୟ୍ ବୁଦି ହାୟ୍ରିଲେ, ସେବିତ୍ରାର୍ ଇ ମୁଳ୍ସିକ୍ୟା ତୁମିମଃନ୍କେ ଦଃୟ୍ରିଲେ ବଃଲେକ୍, କ୍ରିସ୍ଟ ସାସ୍ତର୍ ହଃର୍କାରେ ଅଃମିମଃନାର୍ ହାହାର୍ ଗିନେ ମଃଲା । 4 ୧୫:୪ ମାତି ୧୨:୪୦; ପେରି ୨:୨୪-୩୨.ସାସ୍ତର୍ ହଃର୍କାରେ ସେ ତହାଅୟଲା, ଆର୍ ତିନିଦିନେ ଜିବନ୍ ହାୟ୍ଁ ଉଟ୍ଲା । 5 ୧୫:୫ ଲୁକ ୨୪:୩୪; ମାତି ୨୮:୧୬,୧୭; ମାର୍କ ୧୬:୧୪; ଲୁକ ୨୪:୩୬; ଜହ ୨୦:୧୯.ସେ ପିତର୍, ଆର୍ ତାର୍ହଃଚେ ବାରଗଟ୍ ଚେଲାକେ ଦଃକାୟ୍ ଅୟ୍ଲା । 6 ତାର୍ହଃଚେ ଅଃକାର୍କେ ହାଁଚ୍ସ ହୁଣି ଅଃଦିକ୍ ବାୟ୍ମଃନ୍ ତାର୍ ହଃଚେ ଜାତାଲକ୍ ଦଃକାୟ୍ ଅୟ୍ଲା; ସେମଃନ୍କାର ବିତ୍ରେ କଃତିଲକ୍ ଜିବନ୍ ଆଚ୍ତି, ମଃତର୍ ଚେଳେମଃନ୍ ମଃରିଜାୟ୍ ଆଚ୍ତି ।
Publicidade