15 କାୟିତାକ୍ବଃଲେକ୍ ତୁମିମଃନାର୍ ଜଦି କ୍ରିସ୍ଟର୍ କଃତା ଦଃସ୍ଅଃଜାର୍ ସିକାଉତା ଲକ୍ ରେତି, ଅୟିଲେକ୍ ହେଁ ତୁମିମଃନ୍କାର୍ ଗଟେକ୍ ଉବାଦି; କାୟିତାକ୍ବଃଲେକ୍ କ୍ରିସ୍ଟ ଜିସୁର୍ ସଃଙ୍ଗ୍ ମୁଁୟ୍ ତୁମିମଃନ୍କେ ନିକ କବୁରେ ପର୍ଚାର୍ କଃରି ତୁମାର୍ ଉବାଦି ହର୍ ଅୟ୍ଲେ ଆଚି ।
Publicidade