14 ହିଲାମଃନ୍ ମୁଁୟ୍ ତୁମିମଃନାର୍ ହାକ୍ ଲେକ୍ଲେ, ବଃଲେକ୍ ତୁମିମଃନ୍ ଉବାକ୍ ଜାଣି ଆଚାସ୍ । ଏ ଉବାମଃନ୍ ମୁଁୟ୍ ତୁମାର୍ ହାକ୍ ଲେକ୍ଲେ, ବଃଲେକ୍ ଜେ ମୁଳେ ହୁଣି ଆଚେ ତାକ୍ ତୁମିମଃନ୍ ଜାଣିଆଚାସ୍, ଏ ଦଙ୍ଗ୍ଳା ହିଲାମଃନ୍ ମୁଁୟ୍ ତୁମାର୍ ହାକ୍ ଲେକ୍ଲେ, ବଃଲେକ୍ ତୁମିମଃନ୍ ସଃକାତିଆ ଆରେକ୍ ଇସ୍ୱରାର୍ ବିସୟ୍ ତୁମାର୍ ତଃୟ୍ ଆଚେ ଆର୍ ତୁମିମଃନ୍ ହାହ୍ ଆତ୍ମାକେ ଆରାୟ୍ ଆଚାସ୍ ।
Publicidade
Publicidade