11 ସେ ସାକି ଜେ, ଇସ୍ୱର୍ ଅଃମିମଃନ୍କେ ଅଃମ୍ବର୍ ଜିବନ୍ ଦଃୟି ଆଚେ, ଆରେକ୍ ସେ ଜିବନ୍ ତାର୍ ହୟିସି ଟାଣେ ଆଚେ । 12 ଜେ ହୟ୍ସିକ୍ ହାୟ୍ଁ ଆଚେ, ସେ ଜିବନ୍ ହାୟ୍ଁ ଆଚେ; ଜେ, ଇସ୍ୱରାର୍ ହୟ୍ସିକେ ନଃହାୟ୍, ସେ ଜିବନ୍କେ ହେଁ ନଃହାୟ୍ ।
ଅଃମ୍ବର୍ ଜିବନ୍
13 ଇସ୍ୱରାର୍ ହୟ୍ସିର୍ ନାଉଁଏ ବିସ୍ୱାସ୍ କଃରୁଲାସ୍ ଜେ, ତୁମିମଃନ୍, ତୁମିମଃନ୍ ଜଃନ୍କଃରି ଜାଣା ଜେ, ତୁମିମଃନ୍ ଅଃମ୍ବର୍ ଜିବନ୍ ହାୟ୍ଁ ଆଚାସ୍, ଇତାର୍ ଗିନେ ମୁଁୟ୍ ତୁମିମଃନାର୍ ଇ ସଃବୁ ଲେକ୍ଲେ ।