3 ବଃଲେକ୍ ଇସ୍ୱର୍କେ ଲାଡ୍ କଃର୍ତା ଅଃର୍ତ୍ ଅଃଉଁଲି ତାର୍ ବଲ୍ ମାନ୍ତାର୍, ଆର୍ ତାର୍ ବିଦି ସଃବୁ ଜଃବର୍ କଃସ୍ଟ ନାୟ୍ । 4 ଜେ ଇସ୍ୱରାର୍ ତଃୟ୍ହୁଣି ଜାତ୍ ସେ ଜଃଗତ୍କେ ଜିଣିଆଚେ, ଆର୍ ଜୁୟ୍ରି ଜଃଗତ୍କେ ଜିଣି ଆଚେ, ସେରି ଅଃମାର୍ ବିସ୍ୱାସ୍ । 5 ଜିସୁ ଇସ୍ୱରାର୍ ହୟିସି, ଇରି ଜେ ବିସ୍ୱାସ୍ କଃରେଦ୍, ସେ ହଃକା ଜଃଗତ୍କେ ଜିଣେଦ୍ ।
Publicidade
Publicidade