ଗଟେକ୍ ଜିବନାର୍ ବଃର୍ସା
3 ଅଃମିମଃନାର୍ ମାପୁର୍ ଜିସୁକ୍ରିସ୍ଟାର୍ ଇସ୍ୱର୍ ଆର୍ ଉବା ଇସ୍ୱରାର୍ ଜୁଆର୍; ବଃଲେକ୍ ସେ ତାର୍ ଅଲେକାର୍ ଦଃୟାୟ୍ ଜିସୁ କ୍ରିସ୍ଟକେ ମଃର୍ନେ ହୁଣି ଉଟାୟ୍ କଃରି ଅଃମିକ୍ ନଃଉଆଁ ଜିବନ୍ ଦଃୟ୍ଆଚେ । ଇରି ଅଃମିମଃନ୍କେ ଜିବନ୍ ବଃର୍ସାୟ୍ ହୁର୍ନ୍ କଃରିଆଚେ । 4 ତଃବେ ଇସ୍ୱର୍ ତାର୍ ଲକମଃନାର୍ ଗିନେ ଜୁୟି ବେସିମଲାର୍ ଆସିର୍ବାଦ୍ ସଃଙ୍ଗାଇ ଆଚେ, ସେରି ହାଉଁକେ ଅଃମିମଃନ୍ ଜାଗି ଆଚୁ । ସେରି ସେ ସଃର୍ଗେ ତୁମାର୍ ହାଇଁ ସଃଙ୍ଗାଇ ଆଚେ, ସେତି ସେରି ନଃସ୍ଟ୍ ନଃୟ୍, କିଲୁଆ ନୟେ କି କଃବେ ନଃସେରେ ।