2 ସଃବୁ ରଃକମ୍ ଦୁସ୍ଟ୍, ଚଃଲାକି, କୁଟ୍ ଚାଡି କଃଉଁଣା ହିଲା ହର୍ ନିର୍ମୁଳ୍ ଅଃଉଆ । ସଃବୁବଃଳ୍ ଆତ୍ମିକ୍ ଦୁଦ୍ କାଉଁକେ ମଃନ୍କଃରା । ତଃବେ ତୁମିମଃନ୍ ମୁକ୍ତି ହାଉତା ଜିବନେ ବାଡୁ ହାରାସ୍ । 3 ଜଃନ୍କଃରି ସାସ୍ତରେ ଲେକାଆଚେ-
"ଇସ୍ୱର୍ କଃଡେକ୍ ନିକ ଦଃୟା କାରି ଅୟିଆଚେ,
ତୁମିମଃନ୍ ଚାକିଆଚାସ୍ ।"