8 ଜାଗ୍ରତ୍ ଅୟି ଜାଗି ରିଆ । ତୁମିମଃନାର୍ ବିରଦି ସୟ୍ତାନ୍ ସିମାବାଗ୍ ହର୍ ଗଃର୍ଜାଣ୍ କଃରି କାକେ ମାଡିବଃସେଦ୍, ଇରି ଲଳି ବୁଲୁଲି । 9 ବିସ୍ୱାସେ ତିର୍ ରଃୟ୍ ତାକ୍ ତେବାଉଆ, ଆରେକ୍ ଇରି ଜାଣା ଜେ, ଜଃଗତେ ରିଲା ବିସ୍ୱାସି ବାୟ୍ବେଣି ମଃନ୍କେ ହେଁ ଇରଃକମ୍ ଦୁକ୍ ବୟ୍ଗ୍ ଗଃଟୁଲି । 10 ସଃବୁ ଦଃୟାକାରି ଜୁୟି ଇସ୍ୱର୍ ଅଃହ୍ଣାର୍ ସଃବୁ ଦିନାର୍ ଜଃଜ୍ମାନାର୍ ତାର୍ ସଃଙ୍ଗ୍ ବାଗ୍ହାଉଁକ୍ କ୍ରିସ୍ଟ ଜିସୁର୍ ଗିନେ ତୁମିମଃନ୍କେ କୁଦି ଆଚେ, ସେ ତୁମିମଃନାର୍ ଚଃନେକାର୍ ଦୁକ୍ବୟ୍ଗାର୍ ହଃଚେ ତୁମିମଃନ୍କେ ହୁର୍ନ୍, ସୁସ୍ତା, ବପୁ, ଆର୍ ନାଉ ବାସ୍ କଃରାୟ୍ଦ୍ ।
Publicidade
Publicidade