ମଣ୍ଡ୍ଳିର୍ ପାର୍ତ୍ନା ନିୟମ୍
1 ମୁୟ୍ଁ ହଃର୍ତୁ ଗଃଉଆରି କଃରୁଲେ ପାର୍ତ୍ନା କଃର୍ତା ବଃଳ୍ ସବୁ ଲକାର୍ ହାୟ୍ଁ ପାର୍ତ୍ନା କଃରା, ଇସ୍ୱରାର୍ ତଃୟ୍ ପାର୍ତ୍ନା ଗଃଉଆରି ଆର୍ ଦନ୍ୟବାଦ୍ ଜାଣାଉଆ, 2 ଇତାର୍ ଗିନେ ସଃବୁଲକାର୍ ଜିବନେ ରଃଜା ଆର୍ ସାସନ୍ କଃରୁମଃନାର୍ ଗିନେ ଗଃଉଆରି, ପାର୍ତନା, ବିନ୍ତି ଆର୍ ଦନ୍ୟବାଦ୍ ଦେଉଁକେ ମୁୟ୍ଁ ହଃର୍ତୁ ଗଃଉଆରି କଃରୁଲେ । 3 ଇରଃକମ୍ ପାର୍ତ୍ନା ଅଃମିମଃନାର୍ ମୁକ୍ଳାଉତା ଇସ୍ୱରାର୍ ଆକାୟ୍ ନିକ ଆର୍ ମଃନ୍କେ ଗଃଲାର୍ ।