7 ଇସ୍ୱର୍ ଲାଜ୍ କଃର୍ତିରିଲା ମଲ୍ନୟ୍ଲା କଃତାମଃନ୍ ସୁଣାନାୟ୍ । ଇସ୍ୱର୍କେ ମାୟ୍ନ୍କାରି ଜିବନ୍ କାଟୁକ୍ ଅବ୍ୟାସ୍ କଃରା । 8 କାୟିତାକ୍ବଃଲେକ୍ ଗଃଗାଳେ କେଳ୍ତାର୍ ଅଃଳକ୍ ଦିନ୍ ହାଇଁ ଲାବ୍, ମଃତର୍ ଇସ୍ୱର୍କେ ମାୟ୍ନ୍ କଃର୍ତାର୍ ଇ କାଳେ ଆର୍ ସେ କାଳେ ସଃୟ୍ତ୍ କଃଲା ଜିବନାର୍ ସଃବୁ କଃତାୟ୍ ଉହ୍କାର୍ ।