17 ଜୁୟି ପାରାଚିନ୍ ନିକ କଃରି ଚାଲାଉତି, ମୁଳ୍କଃରି ଜୁୟ୍ମଃନ୍ ମାପୁରାର୍ କଃତା ପର୍ଚାର୍ କଃର୍ତି ଆର୍ ସିକ୍ୟା ଦେଉଁକେ କଃସ୍ଟ କଃର୍ତି, ସେମଃନ୍ ଦୁୟ୍ଗୁଣ୍ ମାୟ୍ନ୍ ହାଉତା ଜୟ୍ଗ୍ । 18 ବଃଲେକ୍ ସାସ୍ତର୍ କଃଉଁଲି, "ଦାନ୍ ମାଡାଉତାବଃଳ୍ ବଃଇଲ୍ ମୁଏଁ କତ୍ରା ବାନ୍ଦାନାୟ୍ ।" ଆର୍ ହାୟ୍ଟି କଃର୍ତା ଲକ୍ ତାର୍ ବୁତି ହାଉତା ଜୟ୍ଗ୍ ।
Publicidade
Publicidade