4 ମଃତର୍ ଅଃମିମଃନ୍ ଇସ୍ୱରାର୍ ଇଚା ହଃର୍କାରେ ସଃବୁବଃଳ୍ କଃତା କଃଉଁଲୁ, ବଃଲେକ୍ ସେ ଅଃମିକ୍ ଜୟ୍ଗ୍ ବଃଲି ଅଃମାର୍ ଉହ୍ରେ ନିକ କବୁର୍ ପର୍ଚାର୍ କଃରୁକେ ବଜ୍ ସଃହ୍ରି ଦଃୟ୍ଆଚେ । ମାନାୟ୍ମଃନ୍କେ ସଃର୍ଦା କଃରାଉଁକେ ଅଃମି ସେରି ନଃକେରୁ, ମଃତର୍ ଜେ ଅଃମାର୍ ମଃନ୍କେ ପରିକ୍ୟା କଃରେଦ୍, ସେ ଇସ୍ୱର୍କେ ସଃର୍ଦା କଃରାଉଁକେ ସେରି କଃରୁଲୁ ।
Publicidade
Publicidade