4 ଅଃମିମଃନ୍ ଜୁଜ୍ କଃର୍ତାବଃଳ୍ ଜୁୟି ଅଃସ୍ତର୍ମଃନ୍ ବେବାର୍ କଃରୁଲୁ ସେରି ଜଃଗତାର୍ ଅଃସ୍ତର୍ ନାୟ୍ ମଃତର୍ ଇସ୍ୱରାର୍ ବଃଡେ ସଃକାତାର୍ ଅଃସ୍ତର୍, ଆର୍ ସେରି ସଃତ୍ରୁମଃନାର୍ ଅଃଟୁଆ ଗଃଳ୍ ବଃସମ୍ କଃରୁକେ ବେବାର୍ କଃରୁଲୁ । ଅଃମିମଃନ୍ ହଲ୍ୟା କଃତା କାଟାକାଟି ଅଃଉତାର୍ ନସ୍ଟ୍ କଃରୁଲୁ । 5 ଆର୍ ଇସ୍ୱରାର୍ ଗ୍ୟାନ୍ ବିରୁଦେ ଉଟ୍ଲା ସଃବୁ ଉଚ୍ କଃତା ବଃସମ୍ କଃରୁଲୁ, ଆରେକ୍ ହଃତି ଜଃଜ୍ନାକ୍ କ୍ରିସ୍ଟର୍ କଃତା ମାନୁକ୍ ବାନ୍ଦୁଲୁ ।
Publicidade
Publicidade