14 ମଃତର୍ ଇସ୍ୱର୍କେ ଦନ୍ୟବାଦ୍, କାୟିତାକ୍ବଃଲେକ୍ ସେ ସଃବୁବଃଳ୍ ଅଃମିମଃନ୍ କ୍ରିସ୍ଟର୍ ସଃଙ୍ଗ୍ ମିସି ଆଚୁ, ସେତାର୍ ଗିନେ ଇସ୍ୱର୍ ଅଃମିକ୍ ଜିଣ୍ଲା ହଃର୍ବ୍ ମାନୁକ୍ ବାଟ୍ କାଡାୟ୍ ନେଉଁଲା, ଆର୍ ସଃବୁ ଟାଣେ କ୍ରିସ୍ଟର୍ ଗ୍ୟାନ୍ ହର୍ ବାସ୍ନା ଅଃମାର୍ ତଃୟ୍ହୁଣି ଜାଣାଉଁଲା ।
Publicidade
Publicidade