ଅଃବିସ୍ୱାସି ମଃନ୍କେ ଜାଚାୟ୍ ନଃଉଆଁ
14 ଅବିସ୍ୱାସିମଃନାର୍ ସଃଙ୍ଗ୍ ସଃମାନ୍ ବାବେ ନିଜ୍କେ ଗଃଣାୟ୍ ଅଃଉଆ ନାୟ୍, କାୟିତାକ୍ବଃଲେକ୍ ଦଃର୍ମ୍ ଆର୍ ଅଃଦଃର୍ମ୍ ବିତ୍ରେ କାୟି ମିଳାମିସା ? କି ଅଃନ୍ଦାର୍ ସଃଙ୍ଗ୍ ଉଜାଳାର୍ କାୟି ମିଳାମିସା ? 15 ସୟ୍ତାନ୍ ସଃଙ୍ଗ୍ କ୍ରିସ୍ଟର୍ କାୟି ମିଳାମିସା ? କି ଅବିସ୍ୱାସି ସଃଙ୍ଗ୍ ବିସ୍ୱାସିର୍ କାୟି ବାଗ୍ ?