3 ହଃର୍ତୁ ଇରି ଜାଣା ଜେ, ଇ ସେସ୍କାଳେ କଃତେକ୍ ନିଜାର୍ କଃରାପ୍ ଇଚା ହଃର୍କାରେ ଚାଲ୍ତା ସଃତ୍କେ ଗେଙ୍ଗ୍ରାଉତି । 4 ସେମଃନ୍ ଆସିକଃରି ଗେଙ୍ଗ୍ରାଇ କଃରି କଃଉତି, "ଜିସୁ ଆସ୍ତାର୍ ସଃୟ୍ତ୍ କଃୟ୍ ତଃବେ ? କାୟିତାକ୍ ବଃଲେକ୍ ଅଃମାର୍ ଦାଦିବାବୁ ମଃନାର୍ ମଃଲା ଦିନେହୁଣି ଅଃବେ ହଃତେକ୍ ସଃବୁ ବିସୟ୍ ଉବ୍ଜାଣ୍ ଆରୁମେ ଜଃନ୍କାର ରିଲି ସେନ୍କାର୍ ଆଚେ" 5 ସେମଃନ୍ ଜାଣି ଜାଣି ହାସ୍ରି ଜାତି ଜେ, ଇସ୍ୱରାର୍ କଃତାୟ୍ ହୁର୍ବେ ଅଃଗାସ୍ ମଃଣ୍ଡଳ୍ ଆର୍ ହୁର୍ତିବିକେ ଉବ୍ଜାଣ୍ ଅୟ୍ଲି ହୁର୍ତିବି ଜାଣାୟି ହୁଣି ଉବ୍ଜାଣ୍ ଅୟ୍ଲି ଆର୍ ଜାଣାୟି ହୁର୍ନ୍ ରିଲା ହୁର୍ତିବି ରିଲି । 6 ଆର୍ ସେ ହଃର୍ନା କାଳାର୍ ଜଃଗତ୍ ଜାଣାୟି ବୁଡି ନାସ୍ ଅୟ୍ଲି । 7 ଆର୍ ଅଃବେ ଆଚ୍ତାର୍ ଅଃଗାସ୍ ମଃନ୍ଣ୍ଡଳ୍ ଆର୍ ହୁର୍ତିବି ସେ ବାକ୍ୟ ହଃର୍କାରେ ହାହି ଲକ୍ମଃନାର୍ ବିଚାର୍ ଆର୍ ନାସାର୍ ଦିନ୍ ହଃତେକ୍ ଜୟ୍ର୍ ଗିନେ ଆଚେ । ଜୁୟ୍ଦିନ୍ ଅଃଦଃର୍ମିମଃନ୍ ବିଚାରେ ନାସ୍ ଅଃଉତି ।
Publicidade
Publicidade