କ୍ରିସ୍ଟ ଆସ୍ତାବ୍ଳାର୍ ବିଚାର୍
3 ଏ ବାୟ୍ବେଣିମଃନ୍, ତୁମିମଃନାର୍ ଗିନେ ଇସ୍ୱର୍କେ ସଃବୁବଃଳ୍ ଦନ୍ୟବାଦ୍ କଃର୍ତାର୍ ଅଃମିମଃନାର୍ ଲଳା, ଆର୍ ସେରି କଃର୍ତାର୍ ଟିକ୍, କାୟିତାକ୍ବଃଲେକ୍ ତୁମିମଃନାର୍ ବିସ୍ୱାସ୍ ଦିନ୍କେ ଦିନ୍ ବାଡୁଲି, ଆରେକ୍ ନିଜାର୍ ନିଜାର୍ ବିତ୍ରେ ତୁମି ସଃବୁଲକାର୍ ଲାଡ୍ ବାଡୁଲି,