9 ୧୨:୯ ଲୁକ ୧୦:୧୮.ସେତାକ୍ ସଃବୁ ଜଃଗତ୍କେ ଟକଃତାର୍, ଦିଆବଳ୍ ଆର୍ ସୟ୍ତାନ୍ ନାଉଁଏ ଡାକ୍ ହୁଟ୍ଲା ସେ ବଃଡ୍ ସାହ୍, ସେ ହଃର୍ନା ନାଗ୍, ସେ ଅଃହ୍ଣାର୍ ଦୁତ୍ମଃନାର୍ ସଃଙ୍ଗ୍ ହୁର୍ତି ତଃୟ୍ ହଃକାୟ୍ ଅୟ୍ଲି ।
10 ସଃଡେବଃଳ୍ ମୁୟ୍ଁ ସଃର୍ଗେ ଇ ବଃଡ୍ ଟଣ୍ଡ୍ ସୁଣ୍ଲେ, ଅଃବେ ଅଃମିମଃନାର୍ ଇସ୍ୱରାର୍ ମୁକ୍ତି, ସଃକାତ୍ ଆର୍ ରାଇଜ୍ ଆରେକ୍ ତାର୍ କ୍ରିସ୍ଟର୍ ଅଃଦିକାର୍ ଆସିଆଚେ, କାୟିତାକ୍ବଃଲେକ୍ ଅଃମିମଃନାର୍ ବାୟ୍ବେଣିମଃନାର୍ ଲିନ୍ଦାକଃରୁ, ଜେ ଦିନ୍ ରାତି ସେମଃନାର୍ ବିରୁଦେ ଅଃମାର୍ ଇସ୍ୱରାର୍ ଚଃମେ ଅଃମାର୍ ଦଃସ୍ କଃଉତିରିଲି, ସେ ତଃଳେ ହଃକା ଅୟିଆଚେ ।