16 ଆର୍ ସେ ସାନ୍ ଆର୍ ବଃଡ୍, ମାଜନ୍ ଆର୍ ଗଃରିବ୍; ଗତିଦଃଙ୍ଗ୍ଳା ଲକ୍ ଆର୍ ଗତି ଦଃଙ୍ଗ୍ଳା ନଃକେଟ୍ତା ଲକ୍ ସଃବ୍କେ ସେମଃନାର୍ କାତା ଆତେ ନୟ୍ଲେକ୍ କାହାଳେ ଗଟେକ୍ ଚିନା ଦଃରୁକ୍ ବଃଳ୍ମାଡ୍ କଃଲି । 17 ଆରେକ୍ ସେ ଚିନା ବଃଲେକ୍ ଜଃତୁର୍ ନାଉ କି ତାର୍ ନାଉଁଆର୍ ଲଃମ୍ବର୍ ଦଃରି ନଃରିଲା ଲକ୍ମଃନ୍କେ ଗେନାବିକା କଃରୁକେ ମଃନା କଃରେଦ୍ ।
18 ଇତି ଗ୍ୟାନ୍ ଦଃର୍କାର୍, ଜାର୍ ବୁଦି ଆଚେ, ସେ ଜଃତୁର୍ ଲଃମ୍ବର୍ ଇସାବ୍ କଃର, କାୟିତାକ୍ବଃଲେକ୍ ସେରି ଗଟେକ୍ ନଃରାର୍ ଲଃମ୍ବର୍, ଆର୍ ତାର୍ ଲଃମ୍ବର୍ ଅଃଉଁଲି, ������ ।