4 ଅୟିଲେକ୍ ହେଁ ତୁମାର୍ ବିରୁଦେ ମର୍ ଇ କଃତା ଆଚେ, ତୁମି ଆଗ୍ତୁ ଲାଡ୍ କଃଲା ହର୍ ମକ୍ ଅଃବେ ଲାଡ୍ ନଃକେରୁଲାସ୍ । 5 ତୁମିମଃନ୍ କଃନ୍କଃରି ଅଃତେକ୍ ତଃଳେ ଅୟି ଗଃଲାସ୍, ସେରି ଏତାୟ୍ କଃରି ହାହେହୁଣି ମଃନ୍ ବାଦ୍ଲାଉଆ ଆର୍ ଆଗ୍ତୁର୍ କାମ୍ ସଃବୁ କଃରା; ଜଦି ତୁମିମଃନ୍ ହାହେହୁଣି ବାଉଳି ନଃକେରାସ୍, ତଃବେ ମୁଁୟ୍ ତୁମାର୍ ଲଃଗେ ଆସି ତୁମାର୍ ଦିହ୍କେ ରିଲା ଟାଣେହୁଣି ଗୁଚାୟ୍ ଦେଉଁନ୍ଦ୍ ।
Publicidade
ପ୍ରକାସିତ୍ ବାକ୍ୟ 2
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.