8 ମୁୟ୍ ଜହନ୍, ଇ ସଃବୁ ବିସୟ୍ ନିଜେ ସୁଣିଆଚି ଆର୍ ଦଃକିଆଚି । ସଃବୁ ସୁଣ୍ଲା ଆର୍ ଦଃକ୍ଲା ହଃଚେ, ଜୁୟି ଦୁତ୍ ମର୍ ତଃୟ୍ ସେରି ଜାଣାୟ୍ଲା, ତାର୍ ହାଦ୍ ତଃଳେ ଡୁଳି ତାକ୍ ଜୁଆର୍ କଃରୁକେ ଜାତି ରିଲେ । 9 ମଃତର୍ ସେ କୟ୍ଲା, "ସେବାନ୍ୟା କଃର୍ ନାୟ୍, କାୟିତାକ୍ବଃଲେକ୍ ମୁୟ୍ ହେଁ ତର୍ ହର୍ ଗଟେକ୍ ଗତିଦଃଙ୍ଗ୍ଳା । ତର୍ ଜୁୟି ବାବ୍ବାଦି ବାୟ୍ମଃନ୍ ଆର୍ ଜୁୟି ସଃବୁ ଲକ୍ ଇ ପୁସ୍ତକାର୍ କଃତା ହଃର୍କାରେ କଃତା ମାନି ରେତି, ସେମଃନାର୍ ହର୍ ମୁଏଁ ହେଁ ଗଟେକ୍ ସେବାକାରି । ଇସ୍ୱର୍କେ ଜୁଆର୍ କଃର୍ ।"
Publicidade