11 ମୁଁୟ୍ ବେଗି ଆସୁଲେ, ତୁମାର୍ ଜିଣ୍ଲା ମୁକୁଟ୍କେ ଜଃନ୍କଃରି କେଏ ଚରିକଃରି ନଃନେୟ୍, ଇତାର୍ ଗିନେ ତୁମାର୍ ତଃୟ୍ ଜାୟ୍ରି ଆଚେ ସେରି ଅଃଟୁଆ କଃରି ଦଃରି ରିଆ । 12 ୩:୧୨ ପ୍ରକା ୨୧:୨.ଜୁୟ୍ଲକ୍ ଜିଣେଦ୍, ମୁଁୟ୍ ତାକ୍ ଅଃମାର୍ ଇସ୍ୱରାର୍ ମନ୍ଦିରାର୍ ମୁଣ୍ଡା ହର୍ କଃରିନ୍ଦ୍, ସେ ଆରେକ୍ ସେତିହୁଣି ହଃଦାୟି ଜଃଉଁ ନାହାରେ; ମୁଁୟ୍ ଅଃମାର୍ ଇସ୍ୱରାର୍ ନାଉ ଆର୍ ସଃର୍ଗେହୁଣି ତାର୍ ତଃୟ୍ହୁଣି ଆସ୍ତା ଜୁୟି ଜିରୁସାଲମ୍, ଅଃମାର୍ ଇସ୍ୱରାର୍ ସେ ଗଃଳାର୍ ନାଉ, ଆରେକ୍ ମର୍ ନିଜାର୍ ନଃଉଆଁ ନାଉ ତାର୍ ଉହ୍ରେ ଲେକିନ୍ଦ୍ ।"
Publicidade
ପ୍ରକାସିତ୍ ବାକ୍ୟ 3
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.