15 ମୁଁୟ୍ ତୁମାର୍ କାମ୍ ଜାଣି, ତୁମି କାକର୍ ନାୟ୍ କି ତାହାତ୍ ନାୟ୍; ତୁମି କାକର୍ କି ତାହାତ୍ ରିଲେକ୍ ନିକ ଅୟ୍ଲି ହୁଣି । 16 ଇତାର୍ ଗିନେ ତୁମି କାକର୍ କି ତାହାତ୍ ନଃୟ୍କଃରି ନଃକ୍ ଉସୁମ୍ ଅୟି ଆଚାସ୍, ଇତାର୍ ଗିନେ ମୁଁୟ୍ ତୁମିକେ ମର୍ ଟଣ୍ଡେ ହୁଣି ଉକାଳୁକ୍ ଜଃଉଁଲେ ।
Publicidade
Publicidade