14 ଆରେକ୍ ତୁୟତିରା ଗଃଳାର୍ କଃଚା ହଃତ୍ରିଆ ବଃସ୍ତର୍ ବିକ୍ତା ଲୁଦିଆ ନାଉଁଆର୍ ଗଟେକ୍ ମାୟ୍ଜି ସେ ଇସ୍ୱର୍କେ ମାନ୍ତି ରିଲି, ସେ ଅଃମାର୍ କଃତା ସୁଣ୍ତି ରିଲି । ସେ ଜଃନ୍କଃରି ପାଉଲାର୍ କୟ୍ଲା କଃତାମଃନ୍ ଦିଆନ୍ ଦେତିରିଲି ଇତାର୍ ଗିନେ ମାପୁର୍ ତାର୍ ମଃନ୍ ଉଗାଳ୍ଲା ।