ସ୍କେବାର୍ ହୟିସିମଃନ୍
11 ଆରେକ୍ ଇସ୍ୱର୍ ପାଉଲ୍ ଆତେହୁଣି କାବା ଅଃଉତା ସକ୍ତିର୍ କାମ୍ କଃର୍ତି ରିଲା । 12 ଅଃନ୍କାର୍ କି ପାଉଲ୍ ବାଉର୍ତା ରୁମାଲ୍ ଆର୍ ବଃସ୍ତର୍ ରଗିମଃନାର୍ ତଃୟ୍ ଆଣ୍ଲେକ୍ ସେମଃନାର୍ ତଃୟ୍ ହୁଣି ରଗ୍ ଚାଡି ଜାତି ରିଲି, ଆର୍ ଦୁସ୍ଟ୍ ଆତ୍ମାମଃନ୍ ବାରୟ୍ ଜାତି ରିଲାୟ୍ ।