23 ଇସ୍ୱର୍ ତାର୍ ଜଃଜ୍ନା ହଃର୍କାରେ ଜିସୁକେ ତୁମାର୍ ଆତେ ସଃହ୍ରି ଦେଉଁକେ ତିର୍ କଃରିରିଲା । ଆରେକ୍ ତୁମି ତାକେ ବିଦିନୟ୍ଲା ହାହିମଃନାର୍ ସଃଙ୍ଗ୍ କ୍ରୁସେ ଚଗାୟ୍ ମାର୍ଲାସ୍ । 24 ମଃତର୍ ଇସ୍ୱର୍ ମଃର୍ନ୍ ବାନ୍ଦୁଣ୍ ଇଟାୟ୍ ତାକେ ଉଟାୟ୍ ଆଚେ, କାୟିତାକ୍ ବଃଲେକ୍ ସେ ମଃରି କଃରି ସଃବୁଦିନ୍ ରେତା ହାବଳ୍ ।
Publicidade
Publicidade