3 ୨୨:୩ ପେରି ୫:୩୪-୩୯. ସେତାକ୍ ସେ କୟ୍ଲା, "ମୁୟ୍ଁ ଗଟେକ୍ ଜିଉଦି, କିଲିକିଆର୍ ତାର୍ସୁସ୍ ଗଃଳେ ମର୍ ଜଃଲମ୍, ମଃତର୍ ମୁୟ୍ଁ ଇ ଗଃଳେ ବାଡି ଆଚି ଅଃମିମଃନାର୍ ଦାଦିବାବୁମଃନାର୍ ବିଦି ବିଦାନ୍ ହଃର୍କାରେ ଗମଲିଏଲାର୍ ଚେଲା ରିଲେ, ସଃର୍ଦାୟ୍ ତୁମିମଃନ୍ ସଃବୁ ଆଜି ଜଃନ୍କଃରି ବିସ୍ୱାସି ଆଚାସ୍ ଇସ୍ୱରାର୍ ଗିନେ ମୁୟ୍ଁ ହେଁ ସେନ୍ ଦଃରିବଃସି ବିସ୍ୱାସି ଅୟି ଆଚି ।