ବିସ୍ୱାସିମଃନ୍ ତାକାର୍ ବିତ୍ରାର୍ ସଃବୁ ଦଃନ୍ ସଃବ୍କାର୍ ବଃଲି ବାବ୍ତି ରିଲାୟ୍
32 ୪:୩୨ ପେରି ୨:୪୪,୪୫. ବିସ୍ୱାସ୍ କଃର୍ତା ଲକ୍ମଃନ୍ ଗଟେକ୍ ମଃନ୍ ଆର୍ ଗଟେକ୍ ହଃରାଣ୍ ଅୟି ରେତିରିଲାୟ୍, ସେମଃନାର୍ ବିତ୍ରେ କେଏ ହେଁ ଅଃହ୍ଣାର୍ ଦଃନ୍କେ ନିଜାର୍ ବଃଲି କୟ୍ ନଃକେର୍ତି ରିଲାୟ୍, ମଃତର୍ ସେମଃନାର୍ ସଃବୁ ଦଃନାର୍ ସଃମାନ୍ ବାଗ୍ ହାଉତିରିଲାୟ୍ ।