ସାତ୍ଗଟ୍ ଉହ୍କାର୍ କାରିମଃନ୍
1 ଜଃଡେବଃଳ୍ ଚେଲାମଃନ୍ ବୁତେକ୍ ଅଃଉଁକେ ଦଃର୍ଲାୟ୍ ସଃଡେବଃଳ୍ ଗ୍ରିସ୍ କଃଉତା ଜିଉଦିମଃନ୍ ଏବ୍ରି ଲକ୍ମଃନାର୍ ସଃଙ୍ଗ୍ କଃଉଆକଇ ଅଃଉଁକେ ଦଃର୍ଲାୟ୍, କାୟିତାକ୍ବଃଲେକ୍ ହଃତି ଦିନାର୍ କାଦି ବାଟା କଃର୍ତାବଃଳ୍ ସେମଃନାର୍ ରାଣ୍ଡିମଃନ୍କେ ନଃଦେଉଁଲାୟ୍ ବଃଲି ଗ୍ରିସ୍ ବାସା କଃଉତିରିଲା ଜିଉଦିମଃନ୍ କୟ୍ଲାୟ୍ ।
6 ଆର୍ ପେରିତ୍ ମଃନାର୍ ମୁଏଁ ଆଣ୍ଲାୟି, ଆର୍ ପାର୍ତ୍ନା କଃରି ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ ଆସିର୍ବାଦ୍ କଃଲାୟି ।