44 "ତୁମି ଜୁୟି ନିକ କଃତା ଦଃକାୟ୍ ଆଚାସ୍ ସେନ୍କାର୍ ସାକ୍ୟତୁମ ତିଆର୍ କଃରା ବଃଲି ମସାକ୍ ଜେ କୟ୍ରିଲା ତାର୍ କଃତାୟ୍ ଅଃମାର୍ ଦାଦିବାବୁମଃନ୍ ସୁକ୍ଲା ବଃଟାୟ୍ ସାକ୍ୟତୁମ୍ବ୍ ତିଆର୍ କଃଲାୟି । 45 ହଃଚେ ଅଃମାର୍ ଦାଦିବାବୁମଃନ୍ ସେମଃନାର୍ ଦାଦିବାବୁ ତଃୟ୍ହୁଣି ହାୟ୍ରିଲା ସେ ସାକ୍ୟତୁମ୍ବ୍ କେଏ ଜିହସୟ୍ ସଃଙ୍ଗ୍ ବୟ୍ନଃୟ୍ ଆଗେ ଆଗେ ଗଃଳାୟ୍ ଆର୍ ଇସ୍ୱର୍ ବାର୍କଃଲା ଅଜିଉଦି ଲକ୍ମଃନାର୍ ଦେସ୍ ଅଃଦିକାର୍ କଃଲାୟି, ସେରି ଦାଉଦାର୍ ଦିନ୍ ହଃତେକ୍ ରିଲି । 46 ସେ ଇସ୍ୱରାର୍ ଆକାୟ୍ ଦଃୟା ଦଃକାୟ୍ ଅୟ୍ରିଲା ଆର୍ ଜାକୁବର୍ ଇସ୍ୱରାର୍ ଗିନେ ଗଟେକ୍ କୁଳ୍ୟା ଗଃର୍ ବାନ୍ଦୁକେ ପାର୍ତ୍ନା କଃଲା । 47 ମଃତର୍ ସଲ୍ମନ୍ ତାର୍ ଗିନେ ଗଟେକ୍ ମନ୍ଦିର୍ ବାନ୍ଦ୍ଲା ।"
48 "ଅୟିଲେକ୍ ହେଁ ବାବ୍ବାଦି କୟ୍ଆଚେ, ‘ସଃର୍ଗାର୍ ଇସ୍ୱର୍ ସେ ଲକ୍ମଃନାର୍ ବାନ୍ଦ୍ଲା ମନ୍ଦିରେ ବାସା ନଃକେରେ ।’
49 ମାପୁର୍ କୟ୍ଆଚେ, ‘ଜଃନ୍କଃରି ସଃର୍ଗ୍ ଅଃମାର୍ ସିଙ୍ଗାସଣ୍
ହୁର୍ତିବି ଅଃମାର୍ ହାଦ୍ ସଃଙ୍ଗାଉତା ଟାଣ୍ ।
ତୁମିମଃନ୍ ଅଃମାର୍ ଗିନେ କଃନ୍କା ଗଃର୍ ବାନ୍ଦାସ୍ ?
କି ଅଃମାର୍ ବିସାଉତା ଟାଣ୍ କଃୟ୍ ?
50 ଅଃମାର୍ ଆତ୍ କାୟି ଇରି ସଃବୁ ଉବ୍ଜାୟ୍ ନଃକେରେ ?’"