36 ଜାପ ତଃୟ୍ ତାବିତା ନାଉଁଆର୍ ବିସ୍ୱାସି ମାୟ୍ଜି ରିଲି, ଗ୍ରିସ୍ ବାସାୟ୍ ନାଉ ଦର୍କା, ବଃଲେକ୍ "ଗଟ୍ କଟ୍ରା ।" ସେ ଗଃରିବ୍ମଃନ୍କେ ଉହ୍କାର୍ ଆର୍ ଗଃରିବ୍ ମଃନ୍କେ ଦାନ୍ କଃର୍ତିରିଲି । 37 ସଃଡେବଃଳ୍ ସେ ରଗେ ହଃଳି ମଃଲି; ସେତାକ୍ ସେମଃନ୍ ତାକେ ହାଣି ଗଃଦ୍ଳାୟ୍ ଗଟେକ୍ ଉହ୍ରାର୍ ବଃକ୍ରାୟ୍ ସଳାୟ୍ଲାୟ୍ । 38 ଆରେକ୍ ଲୁଦ୍ ଜାପର୍ ଚଃମେ ରିଲି; ଚେଲାମଃନ୍ ପିତର୍ ସେତି ଆଚେ ବଃଲି ଦୁୟ୍ ଲକ୍କେ ତାର୍ ତଃୟ୍ ହଃଟାୟ୍ ଗଃଉଆରି କଃଲାୟି, "ଅଃମାର୍ ତଃୟ୍ ବେଗିଆଉ ।" 39 ଇତାକ୍ ପିତର୍ ଉଟି ସେମଃନାର୍ ସଃଙ୍ଗ୍ ଗଃଲା, ସେ ଆୟ୍ଲାକ୍ ସେମଃନ୍ ତାକେ ଉହ୍ରାର୍ ବଃକ୍ରାୟ୍ ନିଲାୟ୍, ଆର୍ ରାଣ୍ଡିମଃନ୍ ତାର୍ ଚାରିବେଳ୍ତ୍ ବେଳି କାନ୍ଦି କାନ୍ଦି କୟ୍ଲାୟ୍, ଦର୍କା ତାକାର୍ ସଃଙ୍ଗ୍ ରିଲାବଃଳ୍ ଜୁୟି ସଃବୁ ହିନ୍ଦ୍ତା ହଃଚ୍ୟା ସଃବୁ ତିଆର୍ କଃରିରିଲି, ସେରି ସଃବୁ ଦଃକାଉଁକ୍ ଦଃର୍ଲାୟ୍ ।