21 ଆର୍, ହୁର୍ବେ କଃରାପ୍ ବାବ୍ନା ମିଚ୍ କାମ୍ କଃରି ତୁମିମଃନ୍ ଇସ୍ୱରାର୍ ତଃୟ୍ ହୁଣି ବିନ୍ ରିଲାସ୍ ଆର୍ ମଃନେ ସଃତ୍ ନଃରିଲାସ୍ । 22 ମଃତର୍ ଅଃବେ ଇସ୍ୱର୍ ତୁମିମଃନ୍କେ ହେଁ ଅଃହ୍ଣାର୍ ମୁଏଁ ନିର୍ମୁଳ୍, ଲିନ୍ଦା ନଃହାୟ୍ଲାର୍ ଆର୍ ନିର୍ଦସି କଃରି ତାହୁନ୍ କଃରୁକେ କ୍ରିସ୍ଟର୍ ମାସାର୍ ଗଃଗାଳେ ମଃଲାକେ ତୁମିମଃନ୍କେ ଆରେକ୍ ନିଜାର୍ ସଃଙ୍ଗ୍ ମିସାୟ୍ ଆଚେ । 23 ତୁମିମଃନ୍ ଜଃବେ ବିସ୍ୱାସେ ମୁଳ୍ରି ଜାଣି ଅଃଟୁଆ ରଃୟ୍ ନିକ କବୁରେ ରିଲା ବଃର୍ସା ଚାଡି ଏଣେ ତେଣେ ନଃଉଆଁ । ସେ ସଃବୁ ଅଃଗାସ୍ ତଃଳେ ରିଲା ସଃବୁ ଜଃଗତେ ପର୍ଚାର୍ ଅୟିଆଚେ ତୁମିମଃନ୍ ସୁଣିଆଚାସ୍, ଆର୍ ମୁୟ୍ଁ ପାଉଲ୍ ସେତିର୍ ଗଟେକ୍ ସେବାକାରି ଅୟି ଆଚି ।
Publicidade
Publicidade