4 କ୍ରିସ୍ଟଜିସୁର୍ ତଃୟ୍ ତୁମିମଃନାର୍ ବିସ୍ୱାସ୍ ଆର୍ ସଃର୍ଗେ ତୁମିମଃନ୍କାର୍ ହାୟ୍ଁ ସଃଙ୍ଗାୟ୍ଲା ବଃର୍ସା ର୍ଗିନେ ସଃବୁ ସାଦୁମଃନ୍କେ ତୁମିମଃନାର୍ ଲାଡ୍ ସୁଣି ଆଚୁ । 5 ସେ ବଃର୍ସାର୍ କଃତା ତୁମିମଃନ୍ ନିକ କବୁରାର୍ ସଃତ୍ କଃତାୟ୍ ହୁର୍ବେ ସୁଣିଆଚାସ୍ । ସେରି ତୁମାର୍ ଗିନେ ସଃର୍ଗେ ସଃଙ୍ଗାୟ୍ ଅୟିଆଚେ ।
Publicidade