16 ଜଃନ୍କଃରି ସେ ନିଜାର୍ ଜଃଜ୍ମାନାର୍ ଦଃନ୍ ହର୍ ନିଜାର୍ ଆତ୍ମାର୍ ଦଃୟି ତୁମିମଃନ୍କେ ଆତ୍ମାର୍ ଜିବନ୍ ସଃକ୍ତି ହାୟ୍ଁ ବପୁକାରି ଅଃଉଁକେ ଦଃୟ୍ଦ୍ । 17 ମୁୟ୍ଁ ପାର୍ତ୍ନା କଃରୁଲେ ଜଃନ୍କଃରି ତୁମିମଃନାର୍ ବିସ୍ୱାସ୍ ବଃଳେ କ୍ରିସ୍ଟ ତୁମିମଃନାର୍ ମଃନ୍ବିତ୍ରେ ବାସା କଃରେଦ୍ । ମୁୟ୍ଁ ପାର୍ତ୍ନା କଃରୁଲେ, ଜଃନ୍କଃରି ତମାର୍ ମୁଳ୍ ଲାଡେ ତାହୁନ୍ ଅୟ୍ଦ୍ ଆର୍ ଅଃଟୁଆ ଅୟ୍ଦ୍ ।
Publicidade
Publicidade