11 ଲକମଃନ୍ ଅଃନ୍ଦାରେ ଜୁୟି ସଃବୁ ଅଃସାର୍ କାମ୍ କଃରୁଲାୟ୍, ସେନ୍କା କାମାର୍ ବାଗିଦାରି ଅଃଉଆ ନାୟ୍, ଆରେକ୍ ସେମଃନାର୍ ଦଃସ୍ ସଃବୁ ଉଜାଳେ ଦଃକାୟ୍ ଦିଆସ୍ । 12 ବଃଲେକ୍ ସେମଃନ୍ ଜାୟ୍ରି ସଃବୁ ଲୁକ୍ଣେ କଃର୍ତି, ସେସଃବୁ କଃତା କଃଉଁକେ ହେଁ ଲାଜାର୍କଃତା ।
Publicidade
Publicidade