13 ତଃବେ ଅଃବେ ଇସ୍ୱର୍ ଦିଲା ଜୁଜ୍ ସାଜଃବାଜ୍ ହିନ୍ଦା, ତଃନ୍ଅଃୟ୍ଲେକ୍ ବିପ୍ତି ବଃଳ୍ ତୁମିମଃନ୍ ସଃତ୍ରୁ ଜୁଜ୍ କଃରୁକେ ଆୟ୍ଲେକ୍ ଚେକୁ ହାରାସ୍ ଆର୍ ସଃରାସଃରି ହଃତେକ୍ ଜୁଜ୍ କଃରି ଅଃଟୁଆ ରେଉଁ ହାରାସ୍ ।
14 ତଃବେ ସଃତ୍ହର୍ ଅଃଟାବିଳା ବାନ୍ଦି, ଦଃର୍ମି ବୁକ୍ହାଟା ହିନ୍ଦା, 15 ହାଦେ ସୁସ୍ତାର୍ ନିକ କବୁର୍ ହର୍ ହାଣ୍ଡାୟ୍ ହିନ୍ଦି ଅଃଟୁଆ ଅୟ୍ରିଆ । 16 ଜଃନ୍କଃରି ସୟ୍ତାନାର୍ ଜୟ୍ବାଣ୍ ସଃବୁ ଲିବାଉଁକେ ସଃକ୍ତି ହାଉଆସ୍ ଇତାର୍ ଗିନେ ବିସ୍ୱାସ୍ହର୍ ଡାହୁଣ୍ ଦଃରା । 17 ଆରେକ୍ ମୁକ୍ତିର୍ ହର୍ ମୁଣ୍ଡ୍ ଟହ୍ରି ହିନ୍ଦା ଆର୍ ପବିତ୍ର ଆତ୍ମା ଦିଲା ବଃଲେକ୍ ଇସ୍ୱରାର୍ ବାକ୍ୟହର୍ କଃଣ୍ଡା ଦଃରା । 18 ପାର୍ତ୍ନା ଆର୍ ଗଃଉଆରି ସଃଙ୍ଗ୍ ସଃବୁବଃଳ୍ ପବିତ୍ର ଆତ୍ମାର୍ ଉହ୍କାରେ ପାର୍ତନା କଃରା, ଆରେକ୍ ସଃବୁ ସାଦୁମଃନାର୍ ଗିନେ ଚେତା ରଃୟ୍ ପାର୍ତ୍ନା କଃରା ।