27 ମର୍ ଇରି ଗଟେକ୍ ମଃନ୍, କ୍ରିସ୍ଟର୍ ନିକ କବୁରେ ଜୟ୍ଗ୍ ଲକ୍ ହର୍ ବେବାର୍ କଃରା, ଜଃନ୍କଃରି ମୁୟ୍ଁ ଆସି ତୁମିମଃନ୍କେ ଦଃକ୍ଲେକ୍ କି ନଃରେୟ୍କଃରିହେଁ ତୁମିମଃନାର୍ ବିସୟେ ସୁଣ୍ଲେକ୍ ଜାଣୁହାରି, ତୁମିମଃନ୍କେ ଗଟେକ୍ ଆତ୍ମାୟ୍ ତିର୍ ରଃୟ୍ ନିକ କବୁରାର୍ ବିସ୍ୱାସାର୍ ଗିନେ ଏକ୍ମଃନେ ଅଃକା ସଃଙ୍ଗ୍ ଚେସ୍ଟା କଃରୁଲାସ୍ ।
Publicidade