14 ବିରଦ୍ ଆର୍ ଗାଣେଞ୍ଜ୍ କଃତା କାଟାକାଟି ନଃୟ୍କଃରି ସଃବୁ କାମ୍ କଃରା । 15 ଜଃନ୍କଃରି ତୁମିମଃନ୍ ନିର୍ଦସି ଆର୍ ନିର୍ମୁଳ୍ ଅୟି ଇ କଃରାପ୍ ବିନ୍ବାଟ୍ ଜାତା ବଃଉଁସ୍ ବିତ୍ରେ ଇସ୍ୱରାର୍ ଲିନ୍ଦା ନଃହାୟ୍ଲା ହିଲାମଃନ୍ ଅଃଉଆ, ସେମଃନାର୍ ବିତ୍ରେ ତୁମିମଃନ୍କେ ଜିବନାର୍ ବାକ୍ୟ ଦଃରି ଜଃଗତେ ଉଜାଳ୍ ହର୍ ଜାଣା ହଃଳୁଲାସ୍ ।
Publicidade
Publicidade